Browsing Tag

anandpur

ଖୁଡ଼ୀଙ୍କ ନଗ୍ନ ଫଟୋ ଭାଇରାଲ କରି ପୁତୁରା ଗିରଫ,କୋର୍ଟ ଚାଲାଣ କଲା ପୋଲିସ୍‌

ଆନନ୍ଦପୁର(କେନ୍ୟୁଜ୍): ଖୁଡୀଙ୍କର ନଗ୍ନ ଫଟୋକୁ ଭାଇରାଲ କରି ଗିରଫ ହେଲା ପୁତୁରା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର ଘଟଣା। ଅଭିଯୁକ୍ତ ପୁତୁରାକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍‌ ।  ଅନଲାଇନ୍‌ ପାଠ ପଢିବାକୁ ପୁତୁରାକୁ ନିଜ ମୋବାଇଲ ଫୋନ୍‌ ଦେଇଥିଲେ ଖୁଡୀ ।…

କେନ୍ଦୁଝର: ଆମ୍ବ ତୋଟା ଭିତରେ ଗୋଟିଏ ଗଛରେ ଝୁଲୁଛି ପୁରୁଷ ଓ ମହିଳାଙ୍କ ମୃତଦେହ, ୨ରୁ ୩ ଦିନ ତଳୁ ମୃତ୍ଯୁ ହୋଇଥିବ…

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଥାନା ତରତରା ଆମ୍ବତୋଟା ଠାରେ ଗୋଟିଏ ଗଛରେ ଝୁଲୁଛି ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ । ଦୁର୍ଗନ୍ଧ ହେବାରୁ ଆଜି ସଂନ୍ଧ୍ଯାରେ ସେହି ବାଟଦେଇ ଯାଉଥିବା କିଛି ଲୋକ ସନ୍ଦେହକରି ପୋଲିସକୁ ଖବର ଦେଇଥିଲେ ।ପେଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି…

ସାଢ଼େ ୪ ବର୍ଷର ବାଗ୍ମୀ ଦିବ୍ୟାଂଶୀ, ସ୍ଵାଧୀନତା ଦିବସରେ ଭାଷଣ ଦେଇ ଦର୍ଶକଙ୍କୁ କରିଦେଲେ ମନ୍ତ୍ରମୁଗ୍ଧ

ଆନନ୍ଦପୁର(କେନ୍ୟୁଜ୍): ଦେଶପ୍ରେମ ବହ୍ନି ସ୍ଵତଃ ଜାଗ୍ରତ ହୋଇଥାଏ। ଏଥିପାଇଁ ବୟସର କୌଣସି ସୀମା ନଥାଏ । ଯାହା ପ୍ରସ୍ଫୁଟିତ ହୋଇଛି ଏକ କୁନି ପ୍ରତିଭା ଠାରେ । ମାତ୍ର ସାଢ଼େ ୪ ବର୍ଷ ବୟସରେ ଦିବ୍ୟାଂଶୀ ସାହୁ ଆଜିର ୭୬ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ନିଜର ଅଭିଭାଷଣ ଦ୍ଵାରା ଦର୍ଶକଙ୍କୁ…

ଆନନ୍ଦପୁର ଖଲଣା ଗାଁରେ ଗୁଳିମାଡ଼ ଘଟଣାକୁ ୪ଦିନ ବିତିଲାଣି, ଅଭିଯୁକ୍ତ ଧରିବାରେ ବିଫଳ ପୋଲିସ

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡ ଖଲଣା ଗାଁରେ ଗୁଳିମାଡ଼ ଘଟଣାକୁ ୪ଦିନ ବିତିଲାଣି । ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଅଭିଯୁକ୍ତ ଧରାପଡିନଥିବାବେଳେ ଗାଁରେ ଭୟର ବାତାବରଣ ଲାଗିରହିଛି । ଜୁଲାଇ ୧୪ ତାରିଖରେ ଗୁଳିମାଡ଼ରେ ସୁନନ୍ଦ ସେଠୀ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ହତ୍ୟା ପରେ…

ଡ୍ରାଇଭର୍‌ଙ୍କ ବେକରେ ଛୁରୀ ଲଗାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର(କେନ୍ୟୁଜ୍): ଡ୍ରାଇଭର୍‌ଙ୍କୁ ମାରଣାସ୍ତ୍ର ଦେଖାଇ ୨ଲକ୍ଷ ୭୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଖଡ଼ିବିଲ ନିକଟରେ ଡ୍ରାଇଭର୍‌ ଅଜୟ କୁମାର ବାରିକଙ୍କ ବେକରେ ଛୁରୀ ଲଗାଇ ୪ ଜଣ ଲୋକ ୨ଲକ୍ଷ ୭୦ ହଜାର ଟଙ୍କା ଓ ତାଙ୍କ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିବା…

ବଜାରକୁ ମାଂସ ଆଣିବାକୁ ଯାଇ ଆଉ ଫେରିନି ନିରଞ୍ଜନ, ବାପା ମା କାନ୍ଦି କାନ୍ଦି ନୟାନ୍ତ

ଆନନ୍ଦପୁର (କେନ୍ୟୁଜ୍‌) : ପୁଅ ବଜାରକୁ ମାଂସ ଆଣିବାକୁ ଯାଇଥିଲା ଯେ ଆଉ ଫେରି ନାହିଁ । ଘଟଣାକୁ ଦଶ ଦିନ ହେଲାଣି ମା ଖାଲି କାନ୍ଦୁଛି । ନିଖୋଜ ପୁଅକୁ ଉଦ୍ଧାର ପାଇଁ ବାହୁନି କାନ୍ଦୁଛି ମା। ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ଶୈଲଙ୍ଗ ଗାଁର କୃଷ୍ଣଚନ୍ଦ୍ର ଖଟୁଆଙ୍କ ପୁଅ…

ଘରୋଇ କଳହର କରୁଣ ପରିଣତି: ବିଷ ପିଇଲେ ପୁଅ, ବୋହୂ ଓ ଶାଶୁ

ଆନନ୍ଦପୁର(କେନ୍ୟୁଜ୍‌): ଘରୋଇ କଳହର କରୁଣ ପରିଣତି। ବିଷ ପିଇଲେ ପୁଅ ବୋହୂ ଓ ଶାଶୁ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ପଦନା ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା। ଘରୋଇ କଳହକୁ କେନ୍ଦ୍ର କରି ପ୍ରଦୀପ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ ଓ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

କେବେ ସୁଧୁରିବେ ଆମ ଲୋକେ: ପୁଣି ଗାଡ଼ି ଡିକିରେ ଟଙ୍କା ରଖି ଖାଇବାକୁ ଯିବା ପରେ ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭିରେ…

ଅନନ୍ଦପୁର(କେନ୍ୟୁଜ୍): ୨୦ ନଂ ଜାତୀୟ ରାଜପଥ ଆନନ୍ଦପୁର ବେଲବାହାଳି ବାଇପାସ୍ ନିକଟ ଏକ ଢାବା ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଢାବାରେ ଲାଗିଥିବା ସିସିଟିଭିରେ ଲୁଟ୍ ସମୟର ପୁରା ଚିତ୍ର କଏଦ ହୋଇଛି । ଏନେଇ ଲୁଟର ଶିକାର ହୋଇଥିବା ଯୁବକ…

ପୁଲୱାମ ସହିଦଙ୍କ ପାଇଁ ମୋର ଏ ଶ୍ରଦ୍ଧାଞ୍ଜଳି, ୩ ଦିନ ମାଗଣାରେ ଯାତ୍ରୀଙ୍କୁ ବୋହିବି ଓ ବର୍ଷ ସାରା ମାଗଣାରେ…

ଆନନ୍ଦପୁର(କେନ୍ୟୁଜ୍): ପୁଲୱାମା ଆକ୍ରମଣରେ ଦେଶ ପାଇଁ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ୩ ଦିନ ମୁଁ ମାଗଣାରେ ଲୋକଙ୍କୁ ଅଟରେ ବୋହିବି। ଏଭଳି ସହିଦ ଯବାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇ ନିଆର ପଦକ୍ଷେପ ନେଇଛନ୍ତି କେନ୍ଦୁଝର ଆନନ୍ଦପୁରର ଜଣେ ଅଟୋ ଡ୍ରାଇଭର। ୨୦୧୯ ଫେବୃଆରୀ…