ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନିତିକାନ୍ତିରେ ଘୋର ବିଭ୍ରାଟ, ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ଓପାସ ରଖାଯାଉଥିବା ଅଭିଯୋଗ
ଚାନ୍ଦବାଲି: ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ନିତିକାନ୍ତିରେ ଘୋର ବିଭ୍ରାଟ । ରାତି ୧୦ଟା ୩୦ ମିନିଟ ବଦଳରେ ମଧ୍ୟ ରାତ୍ର ଗୋଟାଏ ୧୦ ମିନିଟରେ ଶେଷ ଧୂପ ସହ ବାଟୁଳା ନିତି ସରି ଶେଷ ପହୁଡ଼ ପଡିଲା । ତିନିଦିନ ହେଲାଣି ନିତିକାନ୍ତିରେ ଘୋର ବିଳମ୍ବ ହେବା ସହ ଘଣ୍ଟା ଘଣ୍ଟା ଧରି ଠାକୁରଙ୍କୁ ଓପାସ…