Browsing Tag

archana nag

ଇଡିରେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା: ଇଡି ହାତରେ ଡାଏରୀ ଲାଗିବା ପରେ ହାଜର ହୋଇଛନ୍ତି…

ଭୁବନେଶ୍ବର(କେନ୍ୟୁଜ୍):ଇଡିରେ ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା। ଇଡି ତଦନ୍ତକାରୀ ଅଧିକାରୀ, ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ମହିଳା ଅଧିକାରୀଙ୍କୁ ନେଇ ହୋଇଥିବା ସ୍ୱତନ୍ତ୍ର ଟିମ୍‌ କରୁଛି ଜେରା । ହନିଟ୍ରାପ୍‌ କେମିତି ହୋଇଥିଲା ? ଏଫ୍‌ଆଇଆର୍‌ରେ ଲେଖିଥିବା ତଥ୍ୟ, ଜେରା…

ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ହୋଇପାରେ ଜେରା

ଭୁବନେଶ୍ୱର(କେନ୍ୟୁଜ୍): ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ତୃତୀୟ ଥର ପାଇଁ ସେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇ ଥରରେ ତାଙ୍କୁ ପାଖାପାଖି ୨୯ ଘଣ୍ଟା ଜେରା କରିଥିଲା । ଏବେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇ ଇଡି ଜେରା କରୁଛି । ଆଜି ଶ୍ରଦ୍ଧାଞ୍ଜଳିଙ୍କ ସହ…

ପୁଣି ରିମାଣ୍ଡ୍‌ରେ ଯିବେ ଅର୍ଚ୍ଚନା-ଜଗବନ୍ଧୁ, ଇଡିକୁ ଅନୁମତି ଦେଲେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ନାଗ-ଚାନ୍ଦ ଦମ୍ପତିଙ୍କ ଗୁମର ଭେଦିବ ଇଡି । କଳା ସାମ୍ରାଜ୍ୟର ଗୋଟି ଗୋଟି ସତ ଉଗାରିବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ, ସ୍ତ୍ରୀଙ୍କୁ ରିମାଣ୍ଡରେ ନେବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ…

ଝାରପଡ଼ାରେ ପୋଲିସ୍ ଛାଉଣି, କୋର୍ଟରେ ନାଗ-ଚାନ୍ଦଙ୍କୁ ଏକାଠି ଜେରା

ଭୁବନେଶ୍ୱର(କେନ୍ୟୁଜ୍): ଝାରପଡ଼ାରେ ପୋଲିସ୍ ଛାଉଣି । କୋର୍ଟରେ ଜଗବନ୍ଧୁ ଚାନ୍ଦକୁ ହାଜର କରିବ ପୋଲିସ । ଏଥିପାଇଁ ଝାରପଡ଼ା ଜେଲ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତି। ୭ ଦିନିଆ ରିମାଣ୍ଡ ଶେଷ ପରେ ଆଜି କୋର୍ଟରେ ହାଜର କରିବ…

ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି, ପୁଣି ନେବାକୁ ଆବେଦନ କରିବ ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶେଷ ହେବ ଅର୍ଚ୍ଚନାଙ୍କ ରିମାଣ୍ଡ । ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ ଇଡି । ମନି ଲଣ୍ଡରିଂ ମାମଲାରେ ଅର୍ଚ୍ଚନାଙ୍କୁ ପଚାରି ପଚାରି ବେଦମ ହେଲେଣି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଯାହାକୁ ନେଇ ଇଡି ଅଧିକାରୀ ନ୍ଦ୍ୱନ୍ଦ୍ୱରେ…

ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିବ ନାଗ ଚାନ୍ଦ ଗୁମର । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦୁଛି ଇଡି । ଅର୍ଚ୍ଚନା ରିମାଣ୍ଡରେ ଥିବା ବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବ ଇଡି । ତାଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ । ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା…

ମୋତେ ସମୟ ଦରକାର, ସମସ୍ତଙ୍କ ଗୁମର ଖୋଲିବ: ଅର୍ଚ୍ଚନା ନାଗ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ବିଷ ଓଗାଳିଲେ ଅର୍ଚ୍ଚନା ନାଗ । କ୍ୟାପିଟାଲ ହସପିଟାଲରେ ଆଜି ପୁଣି ମୁହଁ'ଖୋଲିଛନ୍ତି ଅର୍ଚ୍ଚନା । କହିଲେ ମୁହଁ ଖୋଲିଲେ ରାଜ୍ୟରେ ବଡ଼ ପରିବର୍ତ୍ତନ ହୋଇଯିବ । ହେଲେ ମୋତେ ସମୟ ଦରକାର । ସମସ୍ତଙ୍କ ଗୁମର ଖୋଲିବ । ମୋତେ ବଡ଼ବଡ଼ିଆ ଫସାଇ ଦେଇଛନ୍ତି ବୋଲି କହିଛନ୍ତି…

ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ତନାଘନା: ହାଜର ହେଲେ ଆର୍କିଟେକ୍‌ ରଞ୍ଜିତ ବେହେରା

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ କଳାଟଙ୍କା ମାମଲାରେ EDର ତନାଘନା। ହାଜର ହେଲେ ଆର୍କିଟେକ୍‌ ରଞ୍ଜିତ ବେହେରା। ହାଜର ହେବା ପାଇଁ ରଞ୍ଜିତଙ୍କୁ ନୋଟିସ୍‌ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନାଙ୍କ ସହ ଟଙ୍କା ନେଣଦେଣ ନେଇ ଇଡି ସୁରାକ ପାଇଛି । ଅର୍ଚ୍ଚନାଙ୍କ ଘରର ନିର୍ମାଣ…

ଆଜିଠୁ ୭ ଦିନିଆ ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ, ୧୦୦ଟି ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା ନାଗ । ଆଜିଠୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନାଙ୍କ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅର୍ଚ୍ଚନା ମାମଲାରେ ୧୫ ଜଣଙ୍କ ମଧ୍ୟରୁ…

ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି: ଗଣମାଧ୍ୟମ ପ୍ରଶ୍ନ ଶୁଣି ଚିହିଁକି ଉଠିଥିଲେ ଅର୍ଚ୍ଚନା

ଅର୍ଚ୍ଚନା ନାଗଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି । ୧୫ ଦିନ ପାଇଁ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ଅନୁମତି ଦେଇଛନ୍ତି କୋର୍ଟ । ଅର୍ଚ୍ଚନାଙ୍କ ପାଇଁ ୧୦୦ ପ୍ରଶ୍ନ ପ୍ରସ୍ତୁତ କରିଛି ଇଡି । ଅନ୍ୟପଟେ ଆଜି କୋର୍ଟରେ ହାଜର ହେବାବେଳେ ବିସ୍ଫୋରକ ବୟନା ରଖିଥିଲେ ଅର୍ଚ୍ଚନା ନାଗ ।…

କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ : ରିମାଣ୍ଡରେ ନେଇ ଖୋଳତାଡ କରିବ ଇଡି

ଭୁବନେଶ୍ୱର (କେନ୍ୟୁଜ); କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ। ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ତାଙ୍କୁ ହାଜର କରାଯାଇଛି। ପ୍ରଡକ୍ସନ ପାଇଁ ଆବେଦନ କରିଥିଲା ଇଡି। ହାଜର ପରେ ତାଙ୍କୁ ରିମାଣ୍ଡରେ ନେବ ଇଡି। ଏନେଇ କୋର୍ଟରେ ଆବେଦନ କରାଯିବ। ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ…

କାହାଠୁ ଟଙ୍କା ନେଇନି କାହାକୁ ଦେଇନି, ଶ୍ରଦ୍ଧାଞ୍ଜଳି କି ଖଗେଶ୍ୱରକୁ ଚିହ୍ନିନି: ଶିବ ପ୍ରସାଦ

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଇଡିରେ ପୁଣି ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗ ମାମଲାରେ ହାଜର ହୋଇଛନ୍ତି। ତାଙ୍କୁ ମାରାଥନ୍‌ ଜେରା ଚାଲିଛି। ବ୍ଲାକମେଲ୍‌ ଓ…