Browsing Tag

arrested

ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା : ଗିରଫ ଓକିଲଙ୍କ ସଂଖ୍ୟା ୧୭କୁ ବୃଦ୍ଧି, ୨୯ ଜଣଙ୍କ ଲାଇସେନ୍ସ ସସପେଣ୍ଡ

ସମ୍ବଲପୁର (କେନ୍ୟୁଜ): ପଶ୍ଚିମ ଓଡ଼ିଶାରେ କି ମୋଡ଼ ନେବ ଓକିଲଙ୍କ ଆନ୍ଦୋଳନ । ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ୨୯ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି । କୋର୍ଟ ଭିତରେ ପଶି ଭଙ୍ଗାରୁଜା ଘଟଣାରେ ଏଯାଏ ୧୭ ଜଣ ଓକିଲଙ୍କୁ ଗିରଫ କରିଛି ସମ୍ବଲପୁର ଥାନା ପୋଲିସ…

ଅଭାବରୁ ସ୍ୱଭାବ ନଷ୍ଟ: ମିକ୍ସଚର ମେସିନ୍ ଚୋରି କରି ଧରାପଡ଼ିଲେ ଫିଲ୍ମ ପ୍ରଯୋଜକ

(କେନ୍ୟୁଜ): ଚୋର ସାଜିଥିଲେ ଓଡ଼ିଆ ଫିଲ୍ମ ପ୍ରଯୋଜକ । ଧରା ପକାଇଦେଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ମିକ୍ସର ମେସିନ ଚୋରୀକରି ଭୁବନେଶ୍ୱରରେ ବିକ୍ରି କରିଥିଲେ । ଗତ ୬ ତାରିଖ ରାରି ୩ଟାରେ ଖଲ୍ଲିକୋଟ ଫରେଷ୍ଟ ଅଫିସ ଆଗରୁ ପ୍ରମୋଦ ସାହୁଙ୍କ ମିକ୍ସର ମେସିନଟିକୁ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହେଲେ ୟୁଟ୍ୟୁବର ନାମ୍ରା କାଦିର, ୮୦ ଲକ୍ଷ ଲୁଟିଥିବା ଅଭିଯୋଗ

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ଗିରଫ ହୋଇଛନ୍ତି ଜଣାଶୁଣା ୟୁଟ୍ୟୁବର ନାମ୍ରା କାଦିର । ଜଣେ ବ୍ୟବସାୟୀଙ୍କୁ ହନି ଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ନାମ୍ରାଙ୍କର ୮ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ନାମ୍ରା…

ଛୁଆ ହାତୀ ମୃତ୍ୟୁ ଘଟଣା: ୪ ଜଣଙ୍କୁ ଗିରଫ କଲା ବୁଗୁଡ଼ା ବନବିଭାଗ

ଭଞ୍ଜନଗର (କେନ୍ୟୁଜ): ଛୁଆ ହାତୀ ମୃତ୍ୟୁ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନବିଭାଗ । ଗତ ୧୩ ତାରିଖ ସକାଳୁ ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗାଁ ନିକଟ ଏକ ଧାନକ୍ଷେତରୁ ମୃତ ଦେହକୁ ଠାବ କରିଥିଲେ ସ୍ଥାନୀୟ ଲୋକେ । ପରେ ବନବିଭାଗ…

ଏସ୍କର୍ଟ ସର୍ଭିସ ନାଁରେ ସାଇବର ଠକେଇ, ଜଣେ ଯୁବତୀଙ୍କ ସମେତ ୪ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ଫେକ୍‌ ଏସକର୍ଟ ସର୍ଭିସ୍‌ ନାଁରେ ଠକେଇ । ଗୁଗୁଲ୍‌ ଆଡ୍‌ ଦେଇ ଠକେଇ ଚାଲିଥିଲା । ଏଥିରେ ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ମିଳିଛି । ୩ଜଣ ଏସକର୍ଟ ସଭିସ୍‌ କର୍ମଚାରୀ ଓ…

୫ ହଜାର ଟଙ୍କା ବଟି ମାଗିବା ଅଭିଯୋଗରେ ମୂଷା ଗିରଫ

ପୁରୀ (କେନ୍ୟୁଜ): ଟଙ୍କା ଧାର ଦେଇ ଫେରସ୍ତ ନେବା ପରେ ବଟି ମାଗି ପୁରୀ ବଳିଆପଣ୍ଡା ଥାନା ପୋଲିସ ଦ୍ବାରା ଗିରଫ ହୋଇଛି ମୂଷା। ତ୍ରିନାଥ ବସ୍ତିରେ ରହୁଥିବା ଲକ୍ଷ୍ମୀପ୍ରିୟା ବାରିକ ମୂଷା ଠାରୁ ୩ ହଜାର ଟଙ୍କା କରଜ ନେଇଥିଲେ। ତିନି ମାସ ଭିତରେ ଟଙ୍କା ଫେରାଇଦେଇଥିଲେ ହେଁ ମୂଷା ପ୍ରତି ମାସରେ…

ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ । ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ । ଚିତ୍ତରଞ୍ଜନଙ୍କ ସହ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ୨୦୧୯ରେ ସେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ…

ହାୱଡାରେ ଜବତ ହେଲା ବିପୁଳ ପରିମାଣର ନଗଦ ଟଙ୍କା , ଗିରଫ ହେଲେ ୩ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର କୋଲକାତା ପରେ ବର୍ତ୍ତମାନ ହାୱଡାରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏଥର ପୋଲିସ ଅନ୍ୟ ରାଜ୍ୟରୁ ତିନି ଜଣ କଂଗ୍ରେସ ବିଧାୟକଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏତେ ପରିମାଣର ଟଙ୍କା କାହାର , କେଉଁଠିକୁ ନିଆଯାଉଥିଲା, ତାହା ଏପର୍ଯ୍ୟନ୍ତ…

ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ୨ ବର୍ଷ ଭୋଗିବେ ଜେଲ୍‌

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ। ୨୦୧୮ ମସିହାରେ ମାନବ ଚାଲାଣ କେସ୍‌ରେ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ସେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦୀଙ୍କ ୨ ବର୍ଷ ଜେଲ ଦଣ୍ଡକୁ କାଏମ୍‌…

ବଲାଙ୍ଗୀର-ସୋନପୁର ସଡ଼କ ଦୁର୍ଘଟଣା: ପୋଲିସ ହାତରେ ଧରାପଡ଼ିଲେ ଫେରାର ଥିବା ଇନ୍ସପେକ୍ଟର ସ୍ନିଗ୍ଧାରାଣୀ

ସୋନପୁର (କେନ୍ୟୁଜ): ଶେଷରେ ସୋନପୁର ପୋଲିସ ହାତରେ ବଲାଙ୍ଗୀରରୁ ଗିରଫ ହେଲା ଦୁର୍ଘଟଣା ଘଟାଇ ଫେରାର ମାରିଥିବା କାର ଚାଳକ । ଆଜି ସକାଳୁ ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବଡବାହାଲି ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା ଆର୍ଟିଗା କାର । ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ…

ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ରୋଷେୟାକୁ ଗିରଫ କଲା ପୋଲିସ, ଝିଅ ତାରାକୁ ହତ୍ୟା କରିବାକୁ ଦେଇଥିଲା ଧମକ

ଟିଭିର ଲୋକପ୍ରିୟ ଯୋଡ଼ି ଜୟ ଭାନୁଶାଲୀ ଓ ମାହୀ ବିଜ୍‌ ନିକଟରେ ନିଜ ରୋଷେୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ଏବେ ତାଙ୍କୁ ଗିରଫ କରାଯାଇଛି। ଏହି ଦମ୍ପତିଙ୍କ କୁକ୍‌ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଫଳରେ ମାହୀ ଓ ଜୟ ଉଭୟେ ବହୁତ ଚିନ୍ତାରେ ଥିଲେ। ଖାସ୍‌ କରି ତାଙ୍କ କୁନି…

ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ

ନରସିଂହପୁର (କେନ୍ୟୁଜ): ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫…