Browsing Tag

Arvind Kejriwal

ଭଗତ ସିଂଙ୍କ ଫଟୋ ସହିତ କେଜ୍ରିଓ୍ଵାଲଙ୍କ ଫଟୋକୁ ନେଇ ରାଗିଲେ ସହିଦ-ଏ-ଆଜମ୍‌ଙ୍କ ନାତି, ଜାରି କଲେ Video

ଆମ୍ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ଜେଲ୍‌ ଭିତରେ ଥିବାବେଳେ ଅନ୍ୟପଟେ ତାଙ୍କ ଫଟୋ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ସହିତ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି । ଏହି ମାମଲାରେ ସହିଦ ଭଗତ ସିଂଙ୍କ ନାତି ଯାଦବେନ୍ଦ୍ର ସିଂଙ୍କ…

କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତାଙ୍କ ନୂଆ ଭିଡିଓ ବାର୍ତ୍ତା ଜାରି, ପଛରେ ଦେଖାଗଲା ‘ଜେଲ୍‌ରେ ବନ୍ଦ’ ମୁଖ୍ୟମନ୍ତ୍ରୀଙ୍କ…

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ସିଏମ୍‌ଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗୁରୁବାର ଆଉ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଥିରେ ସେ କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ି ଶୁଣାଇଛନ୍ତି ।…

କେଜ୍ରିଓ୍ଵାଲଙ୍କୁ ତିହାରରେ ମିଳିବ ବୈଦ୍ୟୁତିକ କେଟିଲ୍‌, ଟେବୁଲ ଓ ଚୌକି; ଜେଲ୍‌ କର୍ତ୍ତୃପକ୍ଷଙ୍କୁ କୋର୍ଟଙ୍କ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ନିକଟରେ ଗିରଫ କରିଥିଲା । ଇଡିର ରିମାଣ୍ଡ ଶେଷ ହେବା ପରେ କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଅନଶନ, ଏପ୍ରିଲ ୭ରେ ଜନ୍ତର ମନ୍ତରରେ ବସିବେ ଆପ୍‌ ନେତା

ଅନଶନରେ ବସିବେ ଆମ୍‌ ଆଦ୍‌ମୀ ପାର୍ଟିର ନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ପାର୍ଟିର ନେତାମାନେ ଦେଶବ୍ୟାପୀ ଅନଶନ କରିବେ । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଗୋପାଳ ରାୟ ବୁଧବାର କହିଛନ୍ତି ଯେ ଦିଲ୍ଲୀ ସିଏମ୍‌ ଅରବିନ୍ଦ…

ଜେଲରେ ବିଗୁଡୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ଗିରଫ ହେବା ପରେ ୪କେଜିରୁ ଅଧିକ କମିଲାଣି ଓଜନ

ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଟଙ୍କା ହେରଫେର ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହୁନାହିଁ । ଗିରଫ ହେବା ପରେ ଜେଲରେ ତାଙ୍କ ଓଜନ ୪କେଜିରୁ ଅଧିକ କମି ଯାଇଛି । ଏହାକୁ ନେଇ ଡାକ୍ତର…

ତିହାର ଜେଲ ଗଲେ ଅରବିନ୍ଦ କେଜ୍ରିଓ୍ଵାଲ, ଏପ୍ରିଲ ୧୫ ଯାଏଁ ରହିବେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏପ୍ରିଲ ୧୫ ତାରିଖ ଯାଏଁ ତିହାର ଜେଲରେ ରହିବେ । କେନ୍ଦ୍ରୀୟ ଏଜେନ୍ସୀ ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଦାବି କରିଥିଲେ ଯାହା ଉପରେ ଆଜି ରାଉଜ୍…

ଆଜି ସରୁଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇଡି ରିମାଣ୍ଡ ଅବଧି, ସିବିଆଇ ହେପାଜତ କି ଜେଲ ଯିବେ କେଜ୍ରିଓ୍ଵାଲ !

ଆଜି ସରୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଇଡି ରିମାଣ୍ଡ ଅବଧି । ଦିନ ୧୧ଟାରେ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିୱାଲ୍ । ୨୮ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କ ୭ ଦିନିଆ ଇଡି ହାଜତ ଅବଧି ସରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଇଡି ପକ୍ଷରୁ ଦ୍ବିତୀୟ ଥର ୭ ଦିନ…

ଆଜିଠୁ ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ, ପତ୍ନୀ ସୁନୀତା ଜାରି କଲେ WhatsApp ନମ୍ବର

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆଜିଠାରୁ ଆରମ୍ଭ କରିଛନ୍ତି ‘କେଜ୍ରିଓ୍ଵାଲଙ୍କୁ ଆଶୀର୍ବାଦ’ ଅଭିଯାନ । ସୁନୀତା କହିଛନ୍ତି ଯେ ‘ଅରବିନ୍ଦ କେଜ୍ରିଓ୍ଵାଲ କୋର୍ଟଙ୍କ ସମ୍ମୁଖରେ ଯାହା କିଛି କହିଛନ୍ତି, ସେଥିପାଇଁ ବହୁତ ସାହସ ଦରକାର । ଗତ ୩୦ ବର୍ଷ…

ସିଏମ୍‌ କେଜ୍ରିଓ୍ଵାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଏପ୍ରିଲ ୧ ପର୍ଯ୍ୟନ୍ତ ବଢ଼ିଲା ED ରିମାଣ୍ଡ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବଢ଼ିଲା । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଏପ୍ରିଲ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସେ ଏପ୍ରିଲ ୧ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ରହିବେ । ତଦନ୍ତକାରୀ ସଂସ୍ଥା କୋର୍ଟରୁ ସାତ ଦିନିଆ ରିମାଣ୍ଡ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପିଟିସନ ଖାରଜ, ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍‌ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଆବେଦନ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତାଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚିଲା ଇଡି, FEMA ମାମଲାରେ କାର୍ଯ୍ୟାନୁଷ୍ଠାନ

ନିର୍ବାଚନୀ ଋତୁରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦେଶର ବିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲା ଏ ପର୍ଯ୍ୟନ୍ତ ଥମି ନ ଥିବାବେଳେ ଇଡି ତାଙ୍କ ପତ୍ନୀ ସୁନୀତାଙ୍କ ସମ୍ପର୍କୀୟଙ୍କ…

ଆଜି ସରୁଛି କେଜ୍ରିଓ୍ଵାଲଙ୍କ ରିମାଣ୍ଡ, ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଆଜି ସରୁଛି । ଗିରଫ ପରେ ଇଡି ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୁଣିଥରେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ…