Browsing Tag

Arvind Kejriwal

ଜେଲରେ ବିଗିଡିଲା ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା, ସୁଗାଲ ଲେବଲ ୪୬କୁ ହ୍ରାସ

ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କଷ୍ଟଡିରେ ଅରବିନ୍ଦ କେଜ୍ରିୱାଲଙ୍କ ଦେହ ଖରାପ ହୋଇଛି । ତାଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଛି । ଡାକ୍ତରଙ୍କ କହିବାନୁଯାୟୀ, ସୁଗାର ଲେବଲ ଏତେ ପରିମାଣରେ ଖସିବା…

କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଇଣ୍ଡିଆ ମେଣ୍ଟ । ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟର ମେଗା ରାଲି ରାମଲୀଳା ମୈଦାନରେ ଆୟୋଜିତ ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଆପ୍ ଓ କଂଗ୍ରେସ ।…

ଇଡି ହେପାଜତରେ ରହି ସରକାରୀ ନିର୍ଦ୍ଦେଶ ଦେଲେ କେଜ୍ରିଓ୍ଵାଲ, ତିହାର ଜେଲର ଆସିଲା ପ୍ରଥମ ଅର୍ଡର

ଦିଲ୍ଲୀରେ ଏବେ ଜେଲରୁ ଚାଲିବ ସରକାର । ଇଡି ହେପାଜତରେ ରହି ପ୍ରଥମ ସରକାରୀ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜଳସମ୍ପଦ ବିଭାଗ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେଜ୍ରିୱାଲ । ଏନେଇ ମନ୍ତ୍ରୀ ଅତିଶିଙ୍କୁ ଅର୍ଡରର ନୋଟିସ୍ ପଠାଇଛନ୍ତି । ଏନେଇ ଅତିଶି ପ୍ରେସ୍…

ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅରବିନ୍ଦ କେଜ୍ରିଓ୍ଵାଲ, ଆବେଦନ ଉପରେ ତତ୍କାଳ ଶୁଣାଣି ଦାବି

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଗିରଫଦାରୀ ଏବଂ ରିମାଣ୍ଡ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ନିଜ ପିଟିସନରେ ହାଇକୋର୍ଟରୁ ତତ୍କାଳ ଶୁଣାଣି ଦାବି କରି ଆସନ୍ତାକାଲି ହିଁ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି । କେଜ୍ରିୱାଲ ତାଙ୍କ ପିଟିସନରେ ଯୁକ୍ତି…

୬ ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ : ୬ ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତିରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ। ଆଜି ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରି ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।…

‘ନିଜର କର୍ମ ଯୋଗୁ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ, ଏବେ ଆଇନ ତା’ କାମ କରିବ’: ଆନ୍ନା ହଜାରେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜଣାଶୁଣା ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି । ଆନ୍ନା ହଜାରେ କହିଛନ୍ତି, ‘ଆମେ ମଦ ବିରୋଧରେ ଥିଲୁ । ଅରବିନ୍ଦ ମଧ୍ୟ ଏଥିରେ ଆମକୁ ସମର୍ଥନ କରିଥିଲେ । ସେ ଯେଉଁ ମଦ ନୀତି ତିଆରି କଲେ, ତାହା…

ଘରୁ ମଗାଇଲେ ଔଷଧ ଓ କମ୍ବଳ, ED ଲକ୍‌ଅପ୍‌ରେ ଏମିତି କଟିଲା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ରାତି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । ପାଖାପାଖି ଦୁଇ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତକାଲି କେଜ୍ରିୱାଲଙ୍କୁ ଇଡି ଲକ୍‌ଅପ୍‌ରେ ହିଁ ରାତି କଟାଇବାକୁ ପଡ଼ିଥିଲା । ରିପୋର୍ଟ ଅନୁଯାୟୀ,…

ଇଡି ହେପାଜତରେ ଅରବିନ୍ଦ କେଜ୍ରିୱାଲ, ଡାକ୍ତରୀ ପରୀକ୍ଷା ପରେ ଆଜି ସ୍ବତନ୍ତ୍ର ଅଦାଲତରେ ହେବେ ହାଜର

ନୂଆଦିଲ୍ଲୀ : ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ୍ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ବତନ୍ତ୍ର…

ମଦ ଦୁର୍ନୀତି ମାମଲାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ଇଡି। ପୂର୍ବରୁ ୯ ଥର ଇଡିର ସମନ ଏଡାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଦିଲ୍ଲୀ ହାଇକୋର୍ଟରୁ ଗିରଫଦାରୀ ବିରୋଧରେ ଅନ୍ତରୀଣ ରହିତାଦେଶ ମିଳି ନଥିଲା। ମଦ…

ଦିଲ୍ଲୀ ହାଇକୋର୍ଟରୁ କେଜ୍ରିଓ୍ଵାଲଙ୍କୁ ଝଟ୍‌କା, ଗିରଫଦାରୀରୁ ସୁରକ୍ଷା ଆବେଦନ ଖାରଜ

ଦିଲ୍ଲୀ ହାଇକୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି । କୋର୍ଟ ଗୁରୁବାର କହିଛନ୍ତି ଯେ ଗିରଫଦାରୀରୁ ତାଙ୍କୁ ସୁରକ୍ଷା ନାହିଁ । ସୂଚନାଥାଉ କି, ଇଡିର ବାରମ୍ବାର ସମନ ଜାରି ସତ୍ତ୍ୱେ କେଜ୍ରିୱାଲ ପଚରାଉଚରା ପାଇଁ ଆସୁ ନ ଥିଲେ । ସେ କୋର୍ଟଙ୍କଠାରୁ ଆଶ୍ୱସନା…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲ, ED ଦ୍ୱାରା ଗିରଫଦାରୀରୁ ମାଗିଲେ ସୁରକ୍ଷା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଦ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସେ ଇଡିର ନଜରରେ ଅଛନ୍ତି । ଇଡି କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ପଚରାଉଚରା ପାଇଁ ସମନ ଜାରି କରିଛି । ବର୍ତ୍ତମାନ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୯ ଥର ସମନ…

ଆଜି ଇଡି ସାମ୍ନାରେ ହାଜର ହେବେନି ଅରବିନ୍ଦ କେଜ୍ରିଓ୍ଵାଲ, କହିଲେ ସମନ ବେଆଇନ

ଇଡି ସମନରେ ଆଜି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଇଡି ପକ୍ଷରୁ ସମନ ପଠାଯାଇଥିଲା । ଇଡିର ସମନକୁ ପୁଣି ବେଆଇନ କହି ପ୍ରତ୍ୟାଖାନ କରିଛି ଆପ୍‌ । ଖବର ମୁତାବକ, ଗତ ୧୭…