Below header
Browsing Tag

Bahanaga railway accident

ବାହାନଗା ବଜାର ରେଳ ଦୁର୍ଘଟଣାରେ ସିବିଆଇର ଚାର୍ଜସିଟ ଦାଖଲ

ବାହାନଗା ବଜାର ରେଳ ଦୁର୍ଘଟଣାରେ ସିବିଆଇର ଚାର୍ଜସିଟ ଦାଖଲ। ରେଳବାଇର ତିନି ଗିରଫ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ତଦନ୍ତକାରୀ ସଂସ୍ଥା। ତତ୍କାଳୀନ ସିଗ୍ ନାଲ ଇନ୍ ଚାର୍ଜ ଅରୁଣ କୁମାର ମହାନ୍ତ, ସୋର ସିଗ୍ ନାଲ ଇନ୍ ଚାର୍ଜ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କ ନାଁରେ…

ବାହାନଗା ଟ୍ରେନ ଦୁର୍ଘଟଣାକୁ ୨୭ଦିନ: ଆଜି ହୋଇପାରେ ୮୧ ଶବର ସାମୂହିକ ସତ୍କାର

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାକୁ ୨୭ଦିନ ପୂରିବାକୁ ବସିଲାଣି । ଟ୍ରେନ ଟ୍ରାଜେଡିରେ ଅଣ ଦାବିବାର ମୃତଦେହଗୁଡ଼ିକର ଆଜି ସାମୂହିକ ସତ୍କାର କରାଯିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଗଣସତ୍କାର ପାଇଁ ପ୍ରସ୍ତୁତି…

ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୯୨କୁ ବୃଦ୍ଧି

କଟକ (କେନ୍ୟୁଜ) : ବାହାନଗା ରେଳ ଦୁର୍ଘଟଣାରେ ଆଉ ଜଣେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କରମଣ୍ଡଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୨କୁ ପହଞ୍ଚିଛି । କଟକ ଏସସିବି ମେଡ଼ିକାଲରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆଉ ଜଣେ ଆହତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗର ପାଟୁ ନସ୍କାର ।…

ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗାବାସୀ, ମୃତାହତଙ୍କ ପାଇଁ ପାଳୁଛନ୍ତି ଏକାଦଶାହ

ବାଲେଶ୍ୱର / ସୋର (କେନ୍ୟୁଜ): ବାହାନଗା ଟ୍ରେନ ଟ୍ରାଜେଡିକୁ ଆଜି ୧୧ ଦିନ । ମଣିଷପଣିଆର ନିଆରା ଉଦାହରଣ ଦେଖାଇଛନ୍ତି ବାହାନଗା ଗ୍ରାମବାସୀ। ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଏକାଦଶାହ ପାଳୁଛନ୍ତି ବାହାନଗାବାସୀ । ଆଜି ବିଶ୍ୱଶାନ୍ତି ଯଜ୍ଞ ସହ ଅଷ୍ଟପ୍ରହରୀ କରାଯିବ । ୫୦୦୮ ଦୀପ ଦାନ…

ବାହାନଗା ରେଳ ଟ୍ରାଜେଡିକୁ ପୁରିଲା ୧୦ଦିନ, ବାହାନଗାବାସୀ କଲେ ଦଶାହ କର୍ମ

ବାଲେଶ୍ବର/ସୋର(କେନ୍ୟୁଜ୍): ବାହାନଗା ରେଳ ଟ୍ରାଜେଡିକୁ ୧୦ଦିନ ପୁରିଛି । ଏହି ଭୟାନକ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ପ୍ରାଣହାନୀ ଘଟିଥିଲା । ହଜାରେରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଅନେକ ମୃତକଙ୍କ ମରଶରୀରକୁ ପରିବାର ଲୋକେ ଗ୍ରହଣ କରିଥିବା ବେଳେ ଅନେକ ମୃତଶରୀର ଏବେବି ଭୁବନେଶ୍ୱର ଏମ୍ସରେ…

ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା : ଏବେ ବି ଫଟୋ ଓ ପରିଚୟ ପତ୍ର ଦେଖାଇ ଖୋଜୁଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାରେ ଏଯାଏ ୧୭୭ ମୃତଦେହ ଚିହ୍ନଟ ହୋଇଛି । ଆବଶ୍ୟକ ପ୍ରକ୍ରିୟା ପରେ ମୃତଦେହକୁ ହସ୍ତାନ୍ତର କରାଯାଉଛି । ମୃତଦେହକୁ ମାଗଣାରେ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଯଥାସମ୍ଭବ କମ୍‌ ସମୟରେ…