Browsing Tag

bappi lahiri

ଅବଷ୍ଟ୍ରକ୍ଟିଭ ସ୍ଲିପ୍ ଏପନିୟା ସମସ୍ୟା ଯୋଗୁଁ ଚାଲିଗଲା ବାପି ଲାହିରିଙ୍କ ଜୀବନ, ତେବେ ଏହି ରୋଗ କ’ଣ ଜାଣନ୍ତୁ

ବଲିଉଡ ସଂଗୀତକାର ତଥା ଗାୟକ ବାପି ଲାହିରିଙ୍କ ଅଚାନକ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲେ। ଦୀର୍ଘବର୍ଷରୁ ଲୋକଙ୍କୁ ନିଜ ସ୍ୱରରେ ବାନ୍ଧି ରଖିଥିଲେ। ତାଙ୍କ ସଂଗୀତରେ ସମସ୍ତେ ପାଗଳ ଥିଲେ। ଲୋକେ ତାଙ୍କୁ ସ୍ନେହରେ ବାପିଦା ବୋଲି କହୁଥିଲେ। ୬୯ ବର୍ଷ ବୟସରେ ମୁମ୍ବାଇର ଏକ…

ବାପି ଦା’ଙ୍କୁ ଅଶ୍ରୁଳ ବିଦାୟ, ମୁମ୍ବାଇର ପବନହଂସ ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ୍‌

ମୁମ୍ବାଇ: ବାପି ଦା’ଙ୍କୁ ଅଶ୍ରୁଳ ବିଦାୟ। ପଞ୍ଚଭୂତରେ ଲୀନ ହେଲେ ଡିସ୍କୋ କିଙ୍ଗ୍‌ ବାପି ଲାହିରି । ମୁମ୍ବାଇର ପବନହଂସ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବପ୍ପା ଲାହିରି ମୁଖାଗ୍ନି ଦେଲେ। ଗତକାଲି ୬୯ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ…

ନିଆରା ଅନ୍ଦାଜ୍‌ରେ ବାପି ଲାହିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ମୁମ୍ବାଇ ପୋଲିସ, ଭାଇରାଲ ହେଉଛି ପୋଷ୍ଟ

ବର୍ତ୍ତମାନର ଡିଜିଟାଲ ଯୁଗରେ ପୋଲିସମାନେ ସୋସିଆଲ ମିଡିଆରେ ଆକ୍ଟିଭ ଥିବାର ଦେଖିବାକୁ ମିଳିଛି। ପ୍ରତ୍ୟେକ ଟ୍ରେଣ୍ଡିଂ ଟପିକ୍‌ରେ ମୁମ୍ବାଇ ପୋଲିସ ଟ୍ଵିଟ କରି ସମବେଦନା ଜଣାଇଥାନ୍ତି। ଏବେ ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ବାପି ଲାହିରିକୁ ଟ୍ଵିଟର…

ସଂଗୀତକାର ବାପି ଲାହିରିଙ୍କର ଆଭୂଷଣ ପ୍ରତି ଥିଲା ଅହେତୁକ ଦୁର୍ବଳତା, ଜାଣନ୍ତୁ ତାଙ୍କ ପାଖେ ଥିଲା କେତେ ସୁନା ଗହଣା

୨୦୨୨କୁ ବୋଧେ କାହା ନଜର ଲାଗି ଯାଇଛି। ଏଇ ମାତ୍ର ହାତ ଗଣତି ଦିନ କେଇଟା ଭିତରେ ସଂଗୀତ ଜଗତକୁ ଲାଗିଛି ଗୋଟିଏ ପରେ ଗୋଟେ ଝଟ୍‌କା। ପ୍ରଥମେ କୋକିଳ କଣ୍ଠୀ ଲତା ମଙ୍ଗେସକର ସାରା ଦେଶକୁ ଲୁହର ସାଗରରେ ଭସାଇ ଚାଲି ଯାଇଥିବା ବେଳେ ଆଜି ପୁଣି ଏକ ଦୁଃଖଦ ଖବର ସିନେ ଜଗତକୁ ଦୋହଲାଇ ଦେଇଛି। ଚାଲି…

ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ୬୯ବର୍ଷ ବୟସରେ ପରଲୋକ

ମୁମ୍ବାଇ : ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ବାପି ଲାହିରିଙ୍କ ଦେହାନ୍ତ । ୬୯ ବର୍ଷ ବୟସରେ ବାପି ଲାହିରିଙ୍କ ପରଲୋକ ହୋଇଛି । ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଚାଲତେ ଚାଲତେ ଡିସ୍କୋ ଡାନ୍ସର୍, ସରାବି ଭଳି ବହୁ ସୁପରହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।…