Below header
Browsing Tag

bargarh

ଆଜି ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ

ବରଗଡ଼(କେନ୍ୟୁଜ୍) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ୧୨ ଘଣ୍ଟିଆ ଅଖ ଚକ ବନ୍ଦ। HDFC ଏଗ୍ରୋ କମ୍ପାନୀର ମନମୁଖୀ କାର୍ଯ୍ୟ ଏବଂ ଫସଲ ବୀମା ପ୍ରଦାନରେ ଅନିୟମିତତା ପ୍ରତିବାଦରେ ରାଜ୍ଯ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ସକାଳ ୬ ଟାରୁ ସନ୍ଧ୍ୟା ୬ ଟା…

ବରଗଡ଼: ଦୁଷ୍କର୍ମ ଅଭିଯୋଗରେ ବରୁଆ ବାବା ଜେଲ୍‌ ଗଲେ, ଠାକୁରାଣୀ ମନ୍ଦିରରେ ଲାଗିଲା ନିଆଁ

ବରଗଡ଼(କେନ୍ୟୁଜ୍):ବରଗଡ଼ ଜିଲ୍ଲା ଭଟଲି ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବରୁଆ ବାବା ଗିରଫ ହୋଇଥିଲେ। ବାବା ଗିରଫ ହେବା ପରେ ମନ୍ଦିରର ବିଗ୍ରହରେ ନିଆଁ ଲାଗିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ଅନେକ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆଗରେ ସଂକିର୍ତ୍ତନ ପଛରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ସମାଗମରେ ବାଜୁଛି ଘଣ୍ଟ,ଶଙ୍ଖ,ବଜା,ଏହା ସହ ଭକ୍ତଙ୍କ ହୁଳହୁଳି ଏବଂ କରତାଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଆଉ ଏହାରି ଭିତରେ ଝୁଲି ଝୁଲି ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଦଧିବାମନ । ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ…

ଶେଷ ପର୍ଯ୍ୟାୟରେ ବରଗଡ଼ ଜିଲ୍ଲା ବରପାଲିର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା,ମା ପାର୍ବତୀଙ୍କ ପିତାମାତାଙ୍କ ଘରେ ମଧ୍ୟ…

ବରଗଡ଼(କେନ୍ୟୁଜ୍):  ସୋଲରେ ତିଆରି ଚାଲିଛି ବିଭିନ୍ନ ଡିଜାଇନର ପରଭା। ଗୋଟିଏ ପଟେ ବିଭିନ୍ନ ପ୍ରକାରର ମାଟି ମୂର୍ତ୍ତି ନିର୍ମାଣରେ ମଗ୍ନ କାରିଗର ଅନ୍ୟପଟେ ନଟରାଜ କ୍ଲବ ସମ୍ମୁଖର ବିଭିନ୍ନ କାନ୍ଥରେ ଦେବା ଦେବୀଙ୍କ ଚିତ୍ର ଆଁକୁଛନ୍ତି କାରିଗର। ଚାଲିଛି ଘନ ଘନ ବୈଠକ।ଏଭଳି ଦୃଶ୍ୟ ଦେଖିବାକୁ…

ବରଗଡ ରେଲୱେ ଷ୍ଟେସନ ନିକଟ ଲଜରୁ ନାବାଳିକାର ମୃତଦେହ ଉଦ୍ଧାର, ଯୁବକଙ୍କ ସାଙ୍ଗରେ ଆସିଥିଲେ ବୁଲିବାକୁ

ବରଗଡ଼(କେନ୍ୟୁଜ୍):  ବରଗଡ ସହର ରେଲୱେ ଷ୍ଟେସନ ସ୍ଥିତ ବିଜୟ ଲଜରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ବର୍ଗ । ମୃତ ନାବାଳିକା ଜଣକ ଗାଇସିଲେଟ ଥାନା ଭେଲୁଆଁପଦର ଗାଁର ମିଶ୍ର ନାଗଙ୍କ ଝିଅ । ସେ ବରଗଡ ମହିଳା ମହାବିଦ୍ୟାଳୟ +୨ ପ୍ରଥମ ବର୍ଷର ଛାତ୍ରୀ ବୋଲି…

ନୃଶଂସ ପୁଅ ! ମା’ର ତଣ୍ଟି କାଟି କଲା ହତ୍ୟା, ସେତିକିରେ ବି ମନ ପୁରିଲାନି… ଅଖାରେ ଭର୍ତ୍ତି କଲା ଶବ

ବରଗଡ଼ (କେନ୍ୟୁଜ୍): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରି ଫିଙ୍ଗିବା ପାଇଁ ଉଦ୍ୟମ କରୁଥିଲା ପୁଅ। କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ…

ବରଗଡ଼: ଶିଶୁଙ୍କ ସହ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼(କେନ୍ୟୁଜ୍):ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଝାରପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଇସ୍ରୋରେ କାର୍ଯ୍ୟରତ ଯୁବ ବୈଜ୍ଞାନିକ ନିହାର ପ୍ରଧାନ । ସେ ନିଜ ଗାଁକୁ ଆସିଥିବା ବେଳେ ଏହି ଦୁଃଖଦ ଘଟଣା ଘିଟିଛି । ଗାଁର…