Browsing Tag

barsha anubhav

ବିବାହ ବିଚ୍ଛେଦ ଅନୁମତି ପରେ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା: କହିଲେ ବିଳମ୍ବରେ ହେଉ ପଛେ ମତେ ମୋ ପରିବାରକୁ ନ୍ୟାୟ…

କଟକ (କେନ୍ୟୁଜ): ଏବେ ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଛେଦ ମାମଲା। ବିବାହ ବିଚ୍ଛେଦକୁ ହାଇକୋର୍ଟ ଅନୁମତି ଦେବା ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି। ଆଗକୁ ଯାହାବି କରିବି ମୁଣ୍ଡ…

ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା

କଟକ (କେନ୍ୟୁଜ୍): ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା। ଏକ ମାସ ଭିତରେ ଘର ଛାଡିବା ପାଇଁ ଅଦାଲତ ଅଗଷ୍ଟ ୩୦ରେ ବର୍ଷା ପ୍ରିୟଦର୍ଶନୀଙ୍କୁ ଆଦେଶ ଦେଇଥିଲେ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୁ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି। ଏପଟେ ଚଳଚ୍ଚିତ୍ର ଅଭିନେତା ତଥା…

ଅନୁଭବ ଦେଇଥିବା ଭଗବତ ଗୀତାକୁ ଆଜି ବର୍ଷାଙ୍କୁ ପ୍ରଦାନ ଓକିଲ ରାମକୃଷ୍ଣ ରଥ

କଟକ(କେନ୍ୟୁଜ୍): ବର୍ଷାଙ୍କ ପାଇଁ ଗତକାଲି ଗୀତା ଉପହାର ଦେଇଥିଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଓକିଲଙ୍କ ଜରିଆରେ ଶ୍ରୀମଦ ଭଗବତ ଗୀତାକୁ ପରିବାର ଅଦାଲତ ପରିସରରେ ପ୍ରଦାନ କରିଥିଲେ । ତେବେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ଗତକାଲି ବର୍ଷାଙ୍କୁ ଭଗବତ ଗୀତାକୁ ଗତକାଲି ପ୍ରଦାନ କରି…

ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଡିପୋଜିଟ୍ କଲେ ଅନୁଭବ, କାଲି ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଜେଏମ

କଟକ(କେନ୍ୟୁଜ୍): କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି ଆଜି ବର୍ଷା ପ୍ରିୟଦର୍ଶିନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି। କ୍ୟାସ ଜମା କରିବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଟଙ୍କା ଜମା କରିଥିବା ନେଇ ଅବଗତ କରାଇଛନ୍ତି। ବ୍ୟାଙ୍କ…

ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣୀ ପ୍ରସଙ୍ଗ, ଫେସବୁକକୁ ତଥ୍ୟ ମାଗିଲା କଟକ ସାଇବର ଥାନା

କଟକ(କେନ୍ୟୁଜ୍‌):ସୋସିଆଲ ମିଡିଆରେ ବର୍ଷାଙ୍କୁ ଅସମ୍ମାନଜନକ ଟିପ୍ପଣି ଦେବା ଅଭିଯୋଗ ଘଟଣାରେ ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଲା କଟକ ସାଇବର ଥାନା ପୋଲିସ । ଅନୁଭବ ମହାନ୍ତି ‘ରିଅଲ ହିରୋ ଅଫ କେନ୍ଦ୍ରାପଡା’ ନାମକ ଏକ ଫେସବୁକ ଆକାଉଣ୍ଟରୁ ବର୍ଷାଙ୍କ ବିରୋଧରେ ବିଭିନ୍ନ ଅସମ୍ମାନଜନକ…

ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ SDJMଙ୍କ ନିର୍ଦ୍ଦେଶ, ମାସିକ ୩୦ ହଜାର ଟଙ୍କା…

କଟକ(କେନ୍ୟୁଜ୍):  ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ? ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍‌ କୋର୍ଟ । ପ୍ରତି ମାସରେ ରହଣି ପାଇଁ ବର୍ଷାକୁ ମାସିକ ୩୦ ହଜାର ଦେବେ ଅନୁଭବ । ପ୍ରତି ମାସର ୧୦ ତାରିଖ କିମ୍ବା ତା’ପୂର୍ବରୁ…

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ, ଦୁହିଁଙ୍କୁ ସୋସିଆଲ ମିଡ଼ିଆ ମନା

ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡ଼ିଆ ମନା  । ବର୍ଷା-ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ  । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ  । ଆଗକୁ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ  । ଜୁଲାଇ ୪ ତାରିଖ ମାମଲାର ପରବର୍ତ୍ତୀ…

ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ, ସୋସିଆଲ ମିଡିଆ ପେଜ୍‌ ଆଡ୍‌ମିନକୁ ଖୋଜିବ ପୋଲିସ

କଟକ(କେନ୍ୟୁଜ୍):  ଘନଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ । ବର୍ଷାଙ୍କ ଏତଲା ପରେ ଅନୁଭବ ଭିଡିଓ ଜାରି ନ କରି ବର୍ଷାଙ୍କୁ ଫେସବୁକ ଲେଖା ମଧ୍ୟରେ ଟାର୍ଗେଟ କରିଛନ୍ତି । ବର୍ଷା ନିଜେ ପଛରେ ରହି ତାଙ୍କ ଫ୍ୟାନ ପେଜଗୁଡ଼ିକ ଜରିଆରେ ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି…

ଜଟିଳ ହେଉଛି ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ: ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା ଦେଲେ ବର୍ଷା,…

କଟକ(କେନ୍ୟୁଜ୍‌): ଜଟିଳ ହେଉଛି ସେଲିବ୍ରିଟି କପଲ ବର୍ଷା-ଅନୁଭବ ଦାମ୍ପତ୍ୟ ଓ ପାରିବାରିକ ବିବାଦ । ବିବାଦରେ ନୂଆ ମୋଡ଼। ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା। ସାଇବର ଥାନାରେ ଅଭିଯୋଗ କଲେ ବର୍ଷା। ପୁରୀଘାଟ ଥାନା ପରେ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଜଣା…