ସ୍କୁଲରେ ମହୁମାଛି ଆକ୍ରମଣ, ଜଣେ ଶିକ୍ଷକ ଦୁଇ ଶିକ୍ଷୟତ୍ରୀ ଗୁରୁତର
ନୀଳଗିରି : ମହୁମାଛି ଆକ୍ରମଣରେ ତିନି ଜଣ ଶିକ୍ଷକ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରି ଶିଶୁମନ୍ଦିରରେ ଘଟିଛି ଏଭଳି ଅଘଟଣ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଛୁଟି ହୋଇଗଲା ବିଦ୍ୟାଳୟ । ଜଣେ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା…