ଧୁରନ୍ଦରର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ରଣବୀରଙ୍କ ନୂଆ ଅନ୍ଦାଜ
ଦୁଇବର୍ଷ ପରେ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି ରଣବୀର ସିଂ । ରକି ଔର ରାନୀ କି ପ୍ରେମ କାହାନୀ ରିଲିଜ ହେବାର ଦୁଇବର୍ଷ ପରେ ରଣବୀର ଫିଲ୍ମ ଧୁରନ୍ଦର ସହିତ ଫେରୁଛନ୍ତି । ଆଦିତ୍ୟ ଧର ଦ୍ବାରା ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ ୫ ଡିସେମ୍ବରରେ ରିଲିଜ ହେବ । ଏବେ ଫିଲ୍ମର…