Browsing Tag

bride and groom

ବର ନଥାଇ ବି ହେଲା କନିଆର ବିବାହ, ଜାଣନ୍ତୁ କେମିତି

ବିବାହ କଥା ଆସିଲେ ପ୍ରଥମେ ବର ଓ କନିଆ କଥା ମନକୁ ଆସେ । ବର କନିଆ ପରସ୍ପରକୁ ବିବାହ କରନ୍ତି ଏହା ତ ଆମେ ସମସ୍ତେ ଜାଣିଛୁ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ଏକ ବିବାହ ବିଷୟରେ କହିବାକୁ ଯାଉଛୁ, ଯେଉଁ ବିବାହରେ ବର ନଥିଲା କିନ୍ତୁ କନିଆର ବିବାହ ହୋଇଛି । ବିଶ୍ୱାସ ହେଉ ନଥିଲେ ବି କଥାଟା…

ବିବାହ ବେଳେ ବର ଓ କନ୍ୟା ରଖିଲେ ନିଆରା ସର୍ତ୍ତ, ମାନିବାକୁ ପଡିବ ଉଭୟଙ୍କୁ; ଏହାକୁ ଶୁଣିଲେ ଆପଣବି ହୋଇଯିବେ…

ବିବାହ ପ୍ରତ୍ୟେକ ବର ଏବଂ କନ୍ୟାଙ୍କ ଜୀବନରେ ସବୁଠାରୁ ବିଶେଷ ଦିନ । ଏହାକୁ ସ୍ମରଣୀୟ କରିବା ପାଇଁ ଦମ୍ପତିମାନେ ବିଭିନ୍ନ ଉପାୟ କରିଥାନ୍ତି । କେହି କେହି ସାଜସଜ୍ଜା ପ୍ରତି ତ ଆଉ କେହି ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଏହା ବ୍ୟତୀତ, କିଛି ଦମ୍ପତି ମଧ୍ୟ ସେମାନଙ୍କର ପୋଷାକ ଉପରେ…

ବରକୁ ୮୨ କନ୍ୟାକୁ ୭୬ : ଧୁମଧାମରେ ହେଲା ବିବାହ, ସହଯୋଗ କଲେ ପରିବାର ଲୋକେ

ରାଉରକେଲା (କେନ୍ୟୁଜ): ଭଲ ପାଇବାର ବୟସ ନଥାଏ । ଏହା ତ ଆପଣ ମାନେ ଶୁଣିଥିବେ । ଏହା ବିବାହ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଥାଏ । ମନୁଷ୍ୟକୁ ଯେବେ ସତ ଭଲ ପାଇବା ମିଳିଥାଏ ସେତେବେଳେ ବୃଦ୍ଧ ବୟସରେ ବି ବିବାହ କରିବା ଦ୍ୱାରା କୌଣସି ଆପତ୍ତି ହୋଇ ନଥାଏ । ଏଭଳି ଏକ ବିବାହ ରାଉରକେଲା ସହର ସେକ୍ଟର…

ବର ବରଯାତ୍ରୀ ନେଇ ନ ଆସିବାରୁ ରାଗରେ ଥାନାରେ ପହଞ୍ଚିଗଲା କନ୍ୟା, କିନ୍ତୁ ସେଠି ଯାହା ଦେଖିଲା ପାଦ ତଳୁ ଖସିଗଲା ମାଟି

ବାହାଘର ଦିନ ବରକୁ ଅପେକ୍ଷା କରିଥିଲା କନ୍ୟା। କିନ୍ତୁ ବର ଯାତ୍ରୀ ପହଞ୍ଚି ନଥିଲା। ଏଣୁ ରାଗରେ ଝିଅ ଘର ଲୋକ ବର ବିରୋଧରେ କେସ୍‌ କରିବାକୁ ଥାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଯାଇ ଯାହା ଶୁଣିଲା ତାହା ତାଙ୍କ ପାଦ ତଳୁ ମାଟି ଖସାଇବା ଭଳି ଥିଲା। ଏଭଳି ଘଟଣା ଘଟିଛି ମଧ୍ୟ ପ୍ରଦେଶର…

ସ୍ନେହରେ ଆଉଁସିବା ବେଳେ ବାହାରିଗଲା ବରର ନକଲି ଚୁଟି, ବାହା ହେବାକୁ ମନା କରି ଦେଲା କନ୍ୟା

ଉତ୍ତର ପ୍ରଦେଶ: ଚନ୍ଦା ବରକୁ ବାହା ହେବାକୁ ମନା କରି ଦେଲା କନ୍ୟା। ବାହାଘର ମଝିରେ ବର ମୁଣ୍ଡରୁ ଓ୍ଵିଗ୍‌ ବା ନକଲି ଚୁଟି ବାହାରିଯିବାରୁ ସେ ଚନ୍ଦା ବୋଲି ଜଣାପଡ଼ିଥିଲା। ଆଉ ତା’ ପରେ ବାହା ହେବାକୁ ମନା କରି ଦେଇଥିଲା କନ୍ୟା। ଉତ୍ତର ପ୍ରଦେଶର ଉନ୍ନାବ ଜିଲ୍ଲା ସ୍ଥିତ ସଫିପୁର କୋତବାଲୀ…

ବର-କନ୍ୟା ନିଜ ଦେହରେ ଲଗାଇଦେଲେ ନିଆଁ; ପରସ୍ପରର ହାତ ଧରି ଏମିତି ଦୌଡ଼ିଲେ…ଦେଖନ୍ତୁ ଭିଡିଓ

ନିଜ ବିବାହକୁ କିଛି ଲୋକ ଏମିତି ସ୍ମରଣୀୟ କରିବାକୁ ଚାହାଁନ୍ତି, ଯେପରି ସେହି ମୁହୂର୍ତ୍ତ ଜୀବନ ସାରା ପାଇଁ ମନେ ରହିବ। ଏବେ ଏମିତି ହିଁ କିଛି କରିବା ନିଶାରେ ଏଠାରେ ଏକ କପଲ୍‌ ବିପଜ୍ଜନକ ଷ୍ଟଣ୍ଟ୍‌ କରିବାକୁ ପଛାଇ ନାହାନ୍ତି। ଏହି ଅଜବ ପ୍ରକାର ଷ୍ଟଣ୍ଟ୍‌ କରିବା ପାଇଁ ବର-କନ୍ୟା ଦୁଃସାହସ…

କେବଳ ଏକ ସୌଖିନ କାର୍‌ ନ ମିଳିବାରୁ କନ୍ୟାଙ୍କୁ ଛାଡ଼ି ଚାଲିଗଲେ ବର, ତା’ପରେ ଯାହା ହେଲା

ଖଣ୍ଡଓ୍ଵା : ହାଥରେ ମେହେନ୍ଦୀ ଲାଗିଥିବା କନ୍ୟାଙ୍କୁ ଥାନାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପୁଲିସ କର୍ମୀ । ବୁଝୁ ବୁଝୁ ବରର କାରନାମା ଜଣାପଡ଼ିଲା । ଯେ ଯୌତୁକ ପାଇଁ ବର କନ୍ୟାଙ୍କୁ ବିବାହ ମଣ୍ଡପରେ ଛାଡ଼ି ଚାଲିଯାଇଛନ୍ତି । ଘଟଣାଟି ଘଟିଛି ନହାଲଦାରେ । ମୀଣା ପରିବାରରେ ଏକ ବିବାହ ଉତ୍ସବ ବେଳେ…

ଭିନ୍ନ ଏକ ବିବାହ, ୩୬ ଇଞ୍ଚ ବରକୁ ୩୪ ଇଞ୍ଚର କନ୍ୟା,ସେଲଫି ନେଲେ ହଜାରରୁ ଊର୍ଦ୍ଧ୍ୱ ଅତିଥି

ଏବେ ଚାଲିଛି ବିବାହ ଋତୁ । ସବୁଠି ବାଜା ବାଣ ଓ ରୋଷଣୀରେ ଉଛୁଳି ପଡୁଛି ପରିବେଶ । ବିଭିନ୍ନ ମଣ୍ଡପରେ ବିବାହ ଚାଲିଥିବା ବେଳେ ସେଦିନ ଭିନ୍ନ ଏକ ବିବାହ ଦେଖିବାକୁ ମିଳିଥିଲା ଭାଗଲପୁର ଜିଲ୍ଲା ନବଗଚ୍ଛିଆ ଠାରେ । ଏଠାରେ ୩୬ ଇଞ୍ଚର ବର ସହ ଜଣେ ୩୪ ଇଞ୍ଚର କନ୍ୟାଙ୍କ ବିବାହକୁ ନେଇ ଚାଲିଥିଲା…

ବିବାହ ମଣ୍ଡପ ସାଜିଲା ରଣକ୍ଷେତ୍ର, ବର କନ୍ୟା ହେଲେ ଚାପୁଡ଼ା ମରାମରି: ଭିଡିଓ ଦେଖି ଲୋକେ କହିଲେ ଏଇତ ଆରମ୍ଭ …

ଆଜିକାଲି ବିବାହ ଋତୁ ଚାଲିଛି। ଏଭଳି ପରିସ୍ଥିତିରେ ବିବାହ ସମ୍ବନ୍ଧୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଏବଂ କନ୍ୟା ପରସ୍ପରକୁ ଚାପୁଡ଼ା ମରାମରି ହେଉଥିବାର ଦେଖାଯାଉଛି। ଯେପରି…