Browsing Tag

budget session

ସଂସଦରେ ବଜେଟ ଉପସ୍ଥାପନା : ଅର୍ଥମନ୍ତ୍ରୀଙ୍କ ୯ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ :  ୨୦୨୪-୨୫ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଚଳିତ ବଜେଟ୍‌କୁ ପ୍ରାଥମିକତା ପାଇଁ ସ୍ମରଣ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି, ବଜେଟ୍‌ରେ ୯ଟି କ୍ଷେତ୍ରକୁ ଫୋକସ୍‌ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ୯ ସୂତ୍ରୀ ଯୋଜନା…

ବଜେଟ୍ ଘୋଷଣା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି, କଲେ ଫଟୋ ସେସନ୍

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଆସିବ କେନ୍ଦ୍ର ବଜେଟ୍ । ଏହା ହେଉଛି ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ।  ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ସମସ୍ତ ଔପଚାରିକତା ପୂରଣ କରିଛନ୍ତି ଅର୍ଥମନ୍ତ୍ରୀ । ପ୍ରଥମେ ଅର୍ଥମନ୍ତ୍ରଣାଳୟକୁ ଯାଇ ସେଠାରେ ନିଜ ଟିମ୍ ସହ ଫଟୋ…

ନୂଆ ବଜେଟ୍ ନୂଆ ଆଶା କାହାକୁ ମିଳିବ କ’ଣ ? ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ

ନୂଆଦିଲ୍ଲୀ : ଆଜି ଆସିବ କେନ୍ଦ୍ର ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ଆଜି ପ୍ରଥମ ବଜେଟ୍ । ସଂସଦରେ ଚଳିତ ଆର୍ଥିକ ବର୍ଷର ସଂପୂର୍ଣ୍ଣ ଆୟବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ -ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ।…

ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍: କାହା ଉପରେ ରହିବ ଫୋକସ, ଲୋକଙ୍କୁ ମିଳିବ କେତେ ଫାଇଦା

ନୂଆଦିଲ୍ଲୀ : ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍। ସଂସଦରେ ଚଳିତ ଆର୍ଥିକ ବର୍ଷର ସଂପୂର୍ଣ୍ଣ ଆୟବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ଆର୍ଥିକ ବର୍ଷରେ ଦୁଇଟି ବଜେଟ ଉପସ୍ଥାପନ ହେବାକୁ ଯାଉଛି । ନିର୍ବାଚନ ବର୍ଷ ଥିବାରୁ ଫେବୃୟାରୀ ମାସରେ ଅନ୍ତରୀଣ ବଜେଟ…

ଆଜିଠୁ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆଜିଠୁ ସଂସଦରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଶେଷ ହେବାର ପ୍ରାୟ ଏକ ମାସ ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ପୁଣି…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ: ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ମଧ୍ୟ ସରଗରମ ରହିବ । ପୁଣି ଥରେ ଗୃହରେ ସାମ୍ନାସାମ୍ନୀ ହେବେ ଶାସକ ଓ ବିରୋଧୀ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ ।…

ଦେଶର ବଜେଟ ପ୍ରସ୍ତୁତ କରିବା ପାଇଁ ୧୦ ଦିନ ଯାଏ ଘରୁ ବାହାରେ ରୁହନ୍ତି ଏହିସବୁ ପ୍ରମୁଖ ଅଧିକାରୀ, କଡ଼ା ନିୟମକୁ ପାଳନ…

ଆଜି ଆରମ୍ଭ ହୋଇସାରିିଛି ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ। ଯାହାକୁ ରହିଥାଏ ସସମସ୍ତଙ୍କ ଅପେକ୍ଷା। ବଜେଟ ରାଜସ୍ୱ ଆୟ ଓ ବ୍ୟୟର ପୂର୍ଣ୍ଣ ସୂଚୀକୁ ବୁଝାଏ। ଏଥିରେ ଦେଶର ସବୁ କ୍ଷେତ୍ରକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଏ। କେଉଁ କ୍ଷେତ୍ରରେ କେତେ ମାତ୍ରାରେ ଖର୍ଚ୍ଚ ହେବ ତାହାକୁ ନେଇ ଏକ…

ବଜେଟ୍‌-୨୦୨୩: ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେଲା ବଜେଟ ଅଧିଵେଶନ। ଚଳିତ ବର୍ଷର ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ…

୨୦୨୩ର ସାଧାରଣ ବଜେଟ୍, ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କଲେ ରାଷ୍ଟ୍ର ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ୨୦୨୩ର ସାଧାରଣ ବଜେଟ୍ । ଯାହା ଉପରେ ରହିଛି ଧନୀଠୁ ଗରୀବ ସମସ୍ତଙ୍କ ନଜର । ବଜେଟ ଉପସ୍ଥାପନ ପୂର୍ବରୁ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଡ. ଭଗଓ୍ଵତ କିସନରାଓ କରାଡ । ଆଳତି କରି ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରମନ୍ତ୍ରୀ । ଏଥିସହିତ ଅର୍ଥମନ୍ତ୍ରୀ…

କେନ୍ଦ୍ର ବଜେଟରୁ‌ ଅଧିକ ଆଶା କରୁଛି ଓଡ଼ିଶା, ରେଳ ପ୍ରକଳ୍ପକୁ ଅନୁଦାନ ମିଳିବ କି ନାହିଁ ଅପେକ୍ଷା

ଭୁବନେଶ୍ୱର (କେନ୍ୟୁଜ): କେନ୍ଦ୍ର ବଜେଟରୁ ଓଡ଼ିଶା ମଧ୍ୟ ଅନେକ ଆଶା ରଖିଛି । ଫୋକସ ଷ୍ଟେଟ୍‌ ମାନ୍ୟତା ଦେଇ ଅଧିକ ଅନୁଦାନ, ଆବାସରେ ଅଧିକ ଘର, ନିର୍ମାଣାଧିନ ରେଳ ପ୍ରକଳ୍ପକୁ ଅଧିକ ଅନୁଦାନ ସହ ନୂଆ ରେଳ ପ୍ରକଳ୍ପ ଆଶା କରାଯାଉଛି । ବଜେଟରେ ରେଳବାଇ ପାଇଁ ଓଡ଼ିଶା ୮ହଜାର ୪୦୦ କୋଟି ଟଙ୍କା ଦାବି…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ କେତେ ଲାଭ ? ତା ଉପରେ ରହିଛି…

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଆଜି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଆସନ୍ତା ଆର୍ଥିକ ବର୍ଷ ଲାଗି ଦେଶର ଆୟବ୍ୟୟର ହିସାବ ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ବିଶେଷ କରି କଣ ଟିକସ ରିହାତି ମିଳୁଛି ତାକୁ ଅନାଇ ରହିଛନ୍ତି । ଶିଳ୍ପ ଜଗତ…

ଜଳ ଜୀବନ ମିଶନରେ ୩ ବର୍ଷରେ ଉପକୃତ ହୋଇଛନ୍ତି ୧୧ କୋଟି, ସଶକ୍ତ ହୋଇଛନ୍ତି ଗରିବ : ରାଷ୍ଟ୍ରପତି

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ପାର୍ଲାମେଣ୍ଟକୁ ଏହା ତାଙ୍କର ପ୍ରଥମ ମିଳିତ ସମ୍ବୋଧନ । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି,…