Below header
Browsing Tag

CBSE

ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ, ବାଜି ମାରିଲେ ଝିଅ

ନୂଆଦିଲ୍ଲୀ:ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । cbse.nic.in, cbseresults.nic.in, ଓ results.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି । ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷ ପରୀକ୍ଷାର୍ଥୀ…

ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ସିଲାବସ୍‌କୁ ୩୦ ପ୍ରତିଶତ କମ୍‌ କଲା ବୋର୍ଡ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ମଙ୍ଗଳବାର ୯ମରୁ ଦ୍ୱାଦଶ ଶ୍ରେଣୀ ସିଲାବସ୍‌ରେ ୩୦ ପ୍ରତିଶତ ଯାଏଁ କମ୍‌ କରିବାକୁ ଘୋଷଣା କରିଛି। ଏହା ବ୍ୟବସ୍ଥା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ…

ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ଦଶମ ଓ ଦ୍ୱାଦଶର ସମସ୍ତ ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ:ସିବିଏସ୍‌ଇ ଓ ଆଇସିଏସ୍‌ଇର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଦଶମ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ପରୀକ୍ଷା ବାତିଲ କରାଯାଇଛି । ଦଶମ ଓ ଦ୍ୱାଦଶର ବାକି ଥିବା ସମସ୍ତ ପରୀକ୍ଷା ବାତିଲ । ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ପରୀକ୍ଷା ବାତିଲ କରାଯାଇଛି । ଦ୍ୱାଦଶ…

CBSE Board Exam : ଆଜି ସନ୍ଧ୍ୟା ୫ଟାରେ ଜାରି କରାଯିବ ଦଶମ ଏବଂ ଦ୍ଵାଦଶ ଡେଟସିଟ

ନୂଆଦିଲ୍ଲୀ : ସିବିଏସଇ ବୋର୍ଡର ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି। ୧ ରୁ ନେଇ ୧୫ ତାରିଖ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶରେ ବାକି ରହିଯାଇଥିବା ପରୀକ୍ଷା ପାଇଁ ଡେଟସିଟର ଘୋଷଣା ଆଜି ସନ୍ଧ୍ୟା ସୁଦ୍ଧା କରିଦିଆଯିବ। ମାନବ ସଂଶୋଧନ ବିକାଶ ମନ୍ତ୍ରୀ…

ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍‌ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ ବ୍ୟୁରୋ : ରାଜ୍ୟର କିଛି ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଇ-କ୍ଲାସ ସୁଯୋଗ ଦେଉନଥିଲେ । ଯେଉଁମାନେ ଫି ଡିପୋଜିଟ୍‌ କରିନଥିଲେ ସେମାନଙ୍କୁ ଇ-କ୍ଲାସରୁ ବାଦ୍‌ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଏହି ମାମଲାର ଶୁଣାଣି କରି ସମସ୍ତଙ୍କୁ ଇ-କ୍ଲାସରେ ସୁଯୋଗ ଦେବାକୁ…

ଆଜିଠୁ ଆରମ୍ଭ ହେୁଛି CBSE ଦଶମ ଓ ଦ୍ୱାଦଶ ଖାତା ଦେଖା, ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ

କେନ୍ୟୁଜ ବ୍ୟୁରୋ : ଆଜିଠୁ ଆରମ୍ଭ ହେୁଛି CBSE ଦଶମ ଓ ଦ୍ୱାଦଶ ଖାତା ଦେଖା । ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ। ଘରେ ରହି ଖାତା ମୂଲ୍ୟାୟନ କରିବେ ଶିକ୍ଷକ। ସ୍କୁଲରୁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଘରକୁ ଖାତା ପଠାଯିବ। କଣ୍ଟେନମେଣ୍ଟ ଜୋନ୍‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ଖାତା…

CBSE ର ନକଲି ସର୍କୁଲାରଠୁ ସାବଧାନ୍, ସୋସିଆଲ ମିଡ଼ିଆରେ ପ୍ରଚାରିତ ହେଉଥିବା ଗୁଜବକୁ ନେଇ ବୋର୍ଡ କହିଲା ଏଭଳି କଥା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସୋସିଆଲ ମିଡିଆରେ ଭୁଲ ଖବର ଏବଂ ନକଲି ସର୍କୁଲାର ସେୟାର କରୁଥିବା ଲୋକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି । CBSE ସଚିବ ଅନୁରାଗ ତ୍ରିପାଠୀଙ୍କ କହିବା ଅନୁଯାୟୀ କିଛି ଲୋକ CBSE ବୋର୍ଡ ପରୀକ୍ଷା, ମୂଲ୍ୟାଙ୍କନ ଆଦି ସମ୍ବନ୍ଧୀୟ ନକଲି ସର୍କୁଲାର…

କରୋନା ଭାଇରସକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା CBSE ଦଶମ ଓ ଦ୍ୱାଦଶ ସହ ଜେଇଇ ମେନ୍‌ ପରୀକ୍ଷା

କରୋନା ଭାଇରସକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁନର୍ବାର ପରୀକ୍ଷା କାର୍ଯ୍ୟସୂଚୀ ସ୍ଥିର କରାଯିବ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି। ପରୀକ୍ଷା ସିହତ ପରୀକ୍ଷା ଖାତା…

ସିବିଏସସିକୁ ୩୦୦ କୋଟିର ସମ୍ପତ୍ତି ବିକ୍ରି କରିବ BSNL

ସରକାରୀ ଟେଲିକମ ସଂସ୍ଥା ବିଏସଏନଏଲ ନିଜର କିଛି ସମ୍ପତ୍ତିକୁ ସେଣ୍ଟ୍ରାଲ ବୋର୍ଡ ଅଫ ଏଜୁକେସନକୁ ବିକ୍ରି କରିବା ନେଇ ଯୋଜନା କରୁଛି । କମ୍ପାନୀର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ନିଜର କିଛି ସମ୍ପତ୍ତି ବିକ୍ରି କରି କମ୍ପାନୀ ୩୦୦ କୋଟି ଟଙ୍କା ଆୟ କରିବା ନେଇ ଲକ୍ଷ…

ମାର୍କିଂ ସିଷ୍ଟମ ବଦଳାଇଲା CBSE ବୋର୍ଡ, ଏବେ ଉପକୃତ ହେବେ ଛାତ୍ର-ଛାତ୍ରୀ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ ପକ୍ଷରୁ ୧୦ମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିଦ୍ୟାର୍ଥୀମାନଙ୍କୁ ଘୋଷା ପାଠରୁ ଦୂରେଇ ରଖିବା ପାଇଁ ନୂତନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ ନେଇ ସିବିଏସଇ ସିଷ୍ଟମ ନିଜର ମାର୍କିଂଗ ସିଷ୍ଟମରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା…

ମହଙ୍ଗା ହେଲା ସିବିଏସ୍‌ସି ପାଠ ପଢା: ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ…

ନୂଆଦିଲ୍ଲୀ(କେନ୍ୟୁଜ୍): ଅଭିଭାବକଙ୍କ ଉପରେ ପୁଣି ଫି ବୋଝ। ମହଙ୍ଗା ହେଲା ଇଂରାଜୀ ମାଧ୍ୟମ ପାଠପଢା। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି ବଢାଇଛି ସିବିଏସ୍‌ଇ। ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ ୨ଗୁଣା ବୃଦ୍ଧି କରାଯାଇଛି। ନୂଆ ନିଷ୍ପତ୍ତି…