Browsing Tag

chhatishgarh

ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

ଜୈନ ଧର୍ମର ଦିଗମ୍ବର ମୁନି ପରମ୍ପରାର ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ମହାରାଜ ନିଜ ଶରୀର ତ୍ୟାଗ କରିଛନ୍ତି । ଛତିଶଗଡର ଡୋଙ୍ଗରଗଡ ସ୍ଥିତ ଚନ୍ଦ୍ରଗିରି ତୀର୍ଥରେ ଗତକାଲି ବିଳମ୍ବିତ ରାତି ୨.୩୫ରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସେ ଆଚାର୍ଯ୍ୟ ପଦ ତ୍ୟାଗ କରିବା ସହିତ ୩ ଦିନ ଉପାସ…

୬ ବର୍ଷ ବୟସରେ ଲେଖିଛନ୍ତି ୩ଟି ବହି, ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ୍‌ ପୁରସ୍କାରରେ ହେବେ ସମ୍ମାନିତ

ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ୍‌ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ୧୯ ଜଣ ପିଲାଙ୍କ ନାମ ଘୋଷଣା ହୋଇଯାଇଛି । ଏହି ତାଲିକାରେ ୬.୫ ବର୍ଷର ଅରମାନ ଉଭରାନୀଙ୍କ ନାମ ମଧ୍ୟ ସାମିଲ ହୋଇଛି । କଳା ଏବଂ ସଂସ୍କୃତି କ୍ଷେତ୍ରରେ ଅରମାନ ଏହି ପୁରସ୍କାରକୁ ୨୨ ଜାନୁଆରୀ ଅର୍ଥାତ ଆଜି ଭାରତର…

ପୋଲ ଉପରୁ ଟ୍ରେନ ଟ୍ରାକକୁ ଖସିଥିବା ଇନୋଭାକୁ ଧକ୍କା ଦେଲା ମାଲଗାଡି, ୩ ମୃତ, ୨ ଗୁରୁତର

ଛତିଶଗଡ ରାୟଗଡ ଜିଲ୍ଲାର କରଜାତ ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । କରଜାତର ନେରାଲ କିରାଭାଲୀ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ରାତି ୩.୩୦ରେ ଘଟିଥିବା ସୂଚନା ମିଳିଛି । ଏକ ଇନୋଭା ବ୍ରିଜରୁ ତଳେ…

INDIA ମେଣ୍ଟର ସ୍ଥାୟୀତ୍ୱ ନେଇ ସନ୍ଦେହ, ଛତିଶଗଡ଼ରେ କଂଗ୍ରେସ-ଆପ୍‌ ମୁହାଁମୁହିଁ

ଘରେ ନ ପଶୁଣୁ ଚାଳ ବାଜିଲାଣି । INDIA ମେଣ୍ଟ ଗଠନ ହେବା ପରଠାରୁ ମେଣ୍ଟ ଭିତରେ ବୁଝାମଣାକୁ ନେଇ ବିବାଦ ସୃଷ୍ଟି ହେବାରେ ଲାଗିଛି । ମେଣ୍ଟ ଭିତରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି ଥିଲେ ମଧ୍ୟ ଆଜି ଛତିଶଗଡ଼ ଗସ୍ତରେ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ନେତା କେଜରିଓ୍ଵାଲ କଂଗ୍ରେସ ବିରୋଧରେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍‌ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୬ ମୃତ

ଛତିଶଗଡ଼ର ବାଲୋଦା ବଜାର ଭାଟାପାରାରେ ସକାଳୁ ସକାଳୁ ସଡ଼କ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭ୍ୟାନକୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ଜଣ ମହିଳା ରହିଛନ୍ତି । ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି।…

ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖବର! ଏବେ ଫ୍ରି ରେ ମିଳିବ ୧୫୦ କିଲୋ ଚାଉଳ, ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା

ସରକାର ରାସନ କାର୍ଡ ଧାରକଙ୍କ ପାଇଁ ଏକ ନୂଆ ସୂଚନା ଜାରି କରିଛନ୍ତି। ଏବେ ସମସ୍ତ ରାସନ କାର୍ଡ ଧାରକଙ୍କୁ ପୂର୍ବରୁ ଅଧିକ ରାସନ ମିଳିବ। ଏବେ ଏହି ଯୋଜନା ଅନ୍ତର୍ଗତ ଅନେକ ଗରିବ ଶ୍ରେଣୀର ଲୋକ ଲାଭ ପାଉଛନ୍ତି । ସେମାନଙ୍କୁ ଏବେ ୧୩୫ ରୁ ୧୫୦ କିଲୋ ପର୍ଯ୍ୟନ୍ତ ଚାଉଳ ମାଗଣାରେ ମିଳିବ। ଏବେ…

ହାତୀ ଭୟରେ ଏହି ଗାଁରେ ଝିଅ ବାହା ଦେବାକୁ ଚାହୁଁ ନାହାନ୍ତି ଲୋକେ! ବର୍ଷ ବର୍ଷ ଧରି ପୁଅଙ୍କୁ ରହିବାକୁ ପଡ଼ୁଛି କୁଆଁରା

ଛତିଶଗଡ଼ର ଏକ ଗାଁରେ ହାତୀ ଆତଙ୍କ ଦେଖା ଦେଇଛି। ଏଠାରେ ହାତୀମାନଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢ଼ି ଯାଇଛି ଯେ ଲୋକମାନେ ସେଠି ଝିଅ ଦେବାକୁ ଚାହୁଁ ନାହାନ୍ତି। ମାମଲା ଛତିଶଗଡର ପ୍ରତାପପୁର ଅଞ୍ଚଳର। ପ୍ରତାପପୁର ନଗର ପଞ୍ଚାୟତ ସୂରଜପୁର ଜିଲ୍ଲାରେ ଆସୁଛି। ଏହି ଅଞ୍ଚଳର ଗ୍ରାମବାସୀ ଦାବି…

ଲଭ୍‌ ଜିହାଦ! ଦୁଇଟି ସ୍ତ୍ରୀରେ ଭରିଲାନି ମନ, ଆଉ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ବର୍ଷେ ହେଲା କରୁଥିଲା ଶୋଷଣ

ଦୁଇ ଦୁଇଟି ସ୍ତ୍ରୀ ଥିଲେ ବି ମନ ଭରିଲାନି। ଆଉ ଏକ କମ୍‌ ବୟସର ଝିଅକୁ ପ୍ରେମ ଜାଲରେ ଫସାଇ ରଖିଥିଲା ଓ ବିବାହର ପ୍ରଲୋଭନ ଦେଖାଇ ବର୍ଷେ ହେଲାଣି କରିଆସୁଥିଲା ଶାରୀରିକ ଶୋଷଣ। ଜଣେ ମୁସ୍‌ଲିମ୍‌ ଯୁବକ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛତିଶଗଡ଼ର ୨୧ ବର୍ଷୀୟା ଯୁବତୀ। ଅଭିଯୋଗ…

ପୁଣି ଜୀବନ ନେଲା ଅନ୍ଧବିଶ୍ୱାସ, ମା’ ସମେତ ୪ ଜଣକୁ ହତ୍ୟା କରିବା ପରେ ଜୀବଜନ୍ତୁଙ୍କ ହତ୍ୟା କଲା ଯୁବକ

ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଏବେ ବି କିଛି ଲୋକ ଅନ୍ଧବିଶ୍ୱାସକୁ ସତ ବୋଲି ମାନୁଛନ୍ତି। ଫଳରେ ତନ୍ତ୍ରମନ୍ତ୍ର ସାହାଯ୍ୟରେ ନିଜ କାମନା ପୂର୍ଣ୍ଣ କରିବାକୁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ରେ। ଏଠାରେ ଜଣେ ଯୁବକ ତନ୍ତ୍ର ମନ୍ତ୍ର ଓ…