Browsing Tag

chhattisgarh

ଦୀପାବଳିରେ ବୋନସ୍‌ ନ ମିଳିବାରୁ ଲୁଟେରା ସାଜିଲେ କର୍ମଚାରୀ! ନିଜର ହିଁ କମ୍ପାନୀକୁ ଲୁଟିନେଲେ; ଜାଣନ୍ତୁ ପୂରା ଘଟଣା

କୁହାଯାଏ, ଦରକାର ପଡ଼ିଲେ ମଣିଷ କିଛି ବି କରିପାରେ। କିନ୍ତୁ ପରେ ଅନୁତାପ କରେ ଯେ ସେ କେତେ ବଡ଼ ଅପରାଧ କରିଛି। ଛତିଶଗଡ଼ର ରାୟପୁରରୁ ଠିକ୍‌ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମନ ପସନ୍ଦର ଦରମା ଏବଂ ଦୀପାବଳି ବୋନସ୍‌ ନ ମିଳିବାରୁ ଜଣେ କର୍ମଚାରୀ ଲୁଟେରା ସାଜିଥିଲେ। ସେ କିଛି…

ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ : ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର (National Centre for seismology ) ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଭୂକମ୍ପର…

ସ୍ୱାମୀ ଅସୁନ୍ଦରୀ ଓ କାଳୀ କହିବାରୁ ରାଗିଗଲା ସ୍ତ୍ରୀ, କୁରାଢ଼ୀରେ କରିଦେଲା ଦୁଇଗଡ଼! ପୋଲିସକୁ ବଖାଣିଲା କାହାଣୀ…

ଆମ ଚାରିପାଖରେ ଅନେକ ଅପରାଧ ଘଟଣା ଘଟୁଛି। ନିଜ ଲୋକ ହିଁ ନିଜର ଶତ୍ରୁ ପାଲଟୁଛନ୍ତି। କିଛି ବୁଝିବା ଆଗରୁ ଉଜୁଡ଼ି ଯାଉଛି ସଂସାର। ଏବେ ଏମିତି ହିଁ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଏଠାରେ ଜଣେ ସ୍ତ୍ରୀ, ନିଜ…

ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍‌: ୩ ମୃତ, ୬ ଗୁରୁତର

ଛତିଶଗଡ଼ ଜୟପୁର ପଥଲଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୨ ବାଇକ ଚାଳକଙ୍କ ସହ ଜଣେ ବସ୍‌ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ତୁରନ୍ତ ସେମାନଙ୍କୁ ଉଦ୍ଧାର…

ଛତିଶଗଡ଼ରେ ଭୟଙ୍କର ସଡକ ଦୁର୍ଘଟଣା: ଟ୍ରକକୁ ଧକ୍କା ଦେଲା ବସ୍, ୭ ମୃତ

ନୂଆଦିଲ୍ଲୀ:ଛତିଶଗଡ଼ରେ ଭୟଙ୍କର ଦୁର୍ଘଟଣା । ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ । ଏଥିରେ ୩ ଜଣ ଆହତ ହୋଇଥିବା କୁହାଯାଉଛି। ସକାଳ ପ୍ରାୟ ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯାତ୍ରୀ ମାନେ ଚିତ୍କାର ହୋଇଥିଲା। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା…

ପିକ୍‌ନିକ୍‌ ହେଲା କାଳ, ଗାଧୋଇବା ବେଳେ ଝରଣାରେ ଭାସିଯାଇ ୬ ମୃତ

ଛତିଶଗଡ଼: ଛତିଶଗଡ଼ର କୋରିୟା ଜିଲ୍ଲା ସ୍ଥିତ ରାମଦାହ ଜଳ ପ୍ରପାତରେ ଗାଧୋଇବା ବେଳେ ଭାସି ଯାଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୬ ଜଣ ରବିବାର ଠାରୁ ନିଖୋଜ ଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସେମାନଙ୍କ ମୃତ ଦେହ ମିଳିଛି। ସମସ୍ତ ମୃତକ ମଧ୍ୟ ପ୍ରଦେଶର ସିଙ୍ଗରୋଲ ଜିଲ୍ଲାର ବାସିନ୍ଦା ଥିଲେ ଓ…

ବାପଘରକୁ ଯିବାରୁ… ସ୍ତ୍ରୀ ଆଖିରେ ଆଙ୍ଗୁଠି ପୂରାଇ ଡୋଳା କାଢ଼ି ଆଣି ନିଆଁକୁ ଫିଙ୍ଗିଦେଲା ନୃଶଂସ ସ୍ୱାମୀ

ଛତିଶଗଡ଼: ବାରମ୍ବାର ବାପଘରକୁ ଯାଉଥିବା ସ୍ତ୍ରୀକୁ ଅକଥନୀୟ ନିର୍ଯାତନା ଦେଇଛି ସ୍ୱାମୀ। କାହିଁକି ଏତେ ବାପ ଘରକୁ ଯାଉଛୁ କହି ଆଙ୍ଗୁଠି ପୂରାଇ ଡୋଳା କାଢ଼ି ଆଣିଛି। ଏତିକିରେ ମନ ଶାନ୍ତି ହେଲାନି ଯେ ଡୋଳାକୁ ନିଆଁକୁ ଫିଙ୍ଗି ଦେଇଛି ନୃଶଂସ ସ୍ୱାମୀ। ଏଥିସହ ସ୍ତ୍ରୀକୁ ପ୍ରବଳ ପିଟିଛି। ଏଭଳି…

ଗୋମୂତ୍ର କିଣିବେ ଛତିଶଗଡ଼ ସରକାର, ଲିଟର ପିଛା ୪ ଟଙ୍କା ଧାର୍ଯ୍ୟ; କେବେଠୁ ଆରମ୍ଭ ହେବ ପ୍ରକ୍ରିୟା ଜାଣନ୍ତୁ

ଛତିଶଗଡ଼ର ଭୂପେଶ ବଘେଲ ସରକାର ଗୋବର ପରେ ଏବେ ଗୋମୂତ୍ର କିଣିବାକୁ ଯାଉଛି। ଗୋମୂତ୍ର କିଣିବାର ପ୍ରକ୍ରିୟା ୨୮ ଜୁଲାଇ ହରେଲି ଉତ୍ସବରୁ ଆରମ୍ଭ ହେବ। ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ୨ ସ୍ୱାବଲମ୍ବୀ ଗୋଶାଳାରେ ସରକାର ଗୋମୂତ୍ର କିଣିବେ। ରାଜ୍ୟ କୃଷି ବିକାଶ ଓ କୃଷକ କଲ୍ୟାଣ…

ସ୍ନାନ ମଣ୍ଡପକୁ ଆସି ରାହୁଲକୁ ଉଦ୍ଧାର କରିଦେଇ ଗଲେ କାଳିଆ ଠାକୁର, ଛତିଶଗଡ଼ର ଜିଳ୍ଲାପାଳ କହିଲେ ସେ ନଚାହିଁଲେ କିଛି ବି…

କେନ୍ୟୁଜ୍(ବ୍ୟୁରୋ): ସେ ବିସିଥିଲା ସ୍ନାନ ବେଦୀରେ । ଆଉ ଏପଟେ ନିରୀହ ଜୀବନ ଟିଏ ବଞ୍ଚାଇବାକୁ ଜି ଜାନ୍ ଲଗାଇଦେଇଥିଲେ ଏନଡିଆରଏଫ।  ସବୁ କିଛି ଯେମିତି ତାର ନିର୍ଦ୍ଦେଶରେ  ଘଟୁଥିଲା। କାରଣ କାଳିଆ ଠାକୁର ଯେତେବେଳେ ଅଣସର ଘରକୁ ଗଲେ ସେତେବେଳ ଠାରୁ ରାହୁଲକୂ ରେସ୍କ୍ୟୁ କରିବା ନେଇ ଭଲ ଖବର…

୮୦ ଫୁଟ୍‌ ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ : ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଆଜିକୁ ୫ ଦିନ ହେବ ବୋରୱେଲ୍ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି। ତାକୁ ଉଦ୍ଧାର କରିବା ପାଇଁ ଲଗାତର ଖୋଳା ଚାଲିଛି। ତେବେ ଗତ…

ଏପଟେ ଚାଲିଥିଲା ବ୍ରେନ୍‌ ସର୍ଜରୀ, ସେପଟେ ରୋଗୀ ଗାଉଥିଲେ ଗଜଲ୍‌! ଭାଇରାଲ ହେଉଛି ଓଟି ଭିତରର ଏହି ଭିଡିଓ

ବ୍ରେନ୍‌ ଟ୍ୟୁମର ସର୍ଜରୀ ଏକ ଗମ୍ଭୀର ଅପରେସନ। ଯେତେବେଳେ ବି ଡାକ୍ତର ରୋଗୀର ବ୍ରେନ୍‌ ସର୍ଜରୀ କରି ଥାଆନ୍ତି, ତା’ ପୂର୍ବରୁ ରୋଗୀକୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥାଏ। କିନ୍ତୁ ଏଠି ଛତିଶଗଡ଼ରୁ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଛତିଶଗଡ଼…

ଛତିଶଗଡ଼: ଠେଲାଗାଡ଼ି ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇ ୧୮ ପିଲା ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ

ଛତିଶଗଡ଼ର ବିଳାସପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଗୁପ୍‌ଚୁପ୍‌ ଓ ଚାଟ୍‌ ଖାଇ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ ଛୋଟ ପିଲା ରହିଛନ୍ତି। ଅସୁସ୍ଥ ପିଲାମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବାବେଳେ ସେଠାରେ ଚିକିତ୍ସାଧୀନ…