Browsing Tag

child

ମା’ର ଅବସ୍ଥା ଦେଖି ଚୋର ଫେରାଇଲା ୩ ଦିନ ତଳେ ଚୋରି ହୋଇଥିବା ଶିଶୁ, ବ୍ୟାଗ୍‌ରେ ରାସ୍ତା ଉପରୁ ମିଳିଲା ନବଜାତ

ମିଳିଲା ଚୋରି ହୋଇଥିବା ୩ ଦିନର ଶିଶୁ। ରାଜସ୍ଥାନର ବାଡମେର ଜିଲ୍ଲା ହସ୍ପିଟାଲରେ ୩ ଦିନ ତଳେ ଚୋରି ହୋଇଥିବା ୩ ଦିନର ଶିଶୁ ମିଳିଛି। ହସ୍ପିଟାଲ ବାହାରେ କେହି ଜଣେ ଉକ୍ତ ଶିଶୁକୁ ବ୍ୟାଗ୍‌ରେ ପୂରାଇ ସୁରକ୍ଷିତ ଭାବେ ଛାଡ଼ି ଦେଇ ଯାଇଛି। ତେବେ ଶିଶୁଟି ଉଦ୍ଧାର ହେବା ବେଳକୁ ତା’ର…

IMPROVED କ୍ୟାଟାଗୋରୀରେ ଓଡ଼ିଶା: ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ଅଛନ୍ତି ୯୪୭ ଝିଅ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଲିଙ୍ଗ ଅନୁପାତରେ ୧୦୦୦ ପୁଅରେ ୯୪୭ ଝିଅ । ୨୦୧୭ରେ ଝିଅ ସଂଖ୍ୟା ୯୩୦ ଥିବା ବେଳେ ୨୦୧୯ରେ ଏହା ୯୪୭କୁ ବୃଦ୍ଧି ପାଇଛି । ୨୦୧୮ରେ ଏହି ସଂଖ୍ୟା ଥିଲା ୯୨୮ । IMPROVED କ୍ୟାଟାଗୋରୀ ରାଜ୍ୟରେ ଓଡ଼ିଶା ରହିଛି । ଅନେକ ରାଜ୍ୟରେ ଏହି ସଂଖ୍ୟା ୯୦୦ ରହିଛି ।…

ତିନି ଅନାଥ ଶିଶୁଙ୍କ ମୁହଁକୁ ଫେରିଲା ହସ, ସାହାଯ୍ୟର ହାତ ବଢାଇଲା କିସ୍ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: କଣ ଏମିତି ବି ଦୁଃଖ ଦିଅନ୍ତି ଭଗବାନ? ଜନ୍ମ କି ମୃତ୍ଯୁ ବିଷୟରେ କିଛି ଜାଣି ନଥିବା ପିଲା ଆଜି ହୋଇଯାଇଛନ୍ତି ଅନାଥ। ଖେଳ କୁଦ ବୟସରେ, ଆଜି ଏମାନଙ୍କ ମୁଣ୍ଡ ଉପରେ ନାହିଁ ବାପା ମାଙ୍କ ହାତ। ହେଲେ ଭଗବାନ ସିନା ଏମାନଙ୍କୁ ଅନାଥ କରିଦେଲେ କିନ୍ତୁ ଏମାନଙ୍କ ପାଖରେ ସାହା ଭରସା…

ଚାରି ମାସର ଶିଶୁକୁ ଡାକ୍ତର ଦେଇଦେଲେ ଏକ୍ସପାୟାର ଇଞ୍ଜେକ୍ସନ, କିଛି ସମୟ ପରେ ଭୟଙ୍କର ହୋଇଗଲା ଶରୀର

ଚାରି ମାସର ନିରୀହ ଝିଅକୁ ଜ୍ୱର ହେବାରୁ ଘରଲୋକ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ ସତ କିନ୍ତୁ ଡାକ୍ତର ଜ୍ୱର ପାଇଁ ଯେଉଁ ଇଞ୍ଜେକ୍ସନ ଦେଲେ ତାପାଇଁ ହେଲା ଏମିତି ସଂକ୍ରମଣ ଯେ ବର୍ତ୍ତମାନ ସଂକଟରେ ଶିଶୁର ଜୀବନ । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ବିଡ଼ିଶା ଜିଲ୍ଲାର ଗୋଲୋନା…

ପିଲା ଅଧିକ ମୋବାଇଲ ବ୍ୟବହାର କରୁଥିଲେ ଆପଣାନ୍ତୁ ଏହି ଉପାୟ, ଆପେ ଛାଡ଼ିଯିବ ଫୋନ୍‌ ଅଭ୍ୟାସ

ଆଜିକାଲି ଲୋକଙ୍କ ଜୀବନରେ ମୋବାଇଲ ଫୋନ୍‌ ଏକ ଜରୁରୀ ବସ୍ତୁ ପାଲଟିଛି। ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍‌ର ଆବଶ୍ୟକତା ପଡ଼ୁଛି। କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳିଛି। ମାତ୍ର ପିଲାଙ୍କ ହାତରୁ ଫୋନ୍‌ ଛଡ଼ାଇବ କିଏ? ଛୁଆ ଛୋଟ…

ମା’ ପେଟରୁ ଜନ୍ମ ନେଲା ‘ଲାଙ୍ଗୁଡ଼’ ଥିବା ଛୁଆ, ଦେଖିବା ପାଇଁ ହସ୍ପିଟାଲରେ ନାହିଁ ନ ଥିବା ଭିଡ଼

ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ଅଦ୍ଭୁତ ଛୁଆ ଜନ୍ମ ହୋଇଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନବଜନ୍ମିତ ଶିଶୁପୁତ୍ରକୁ ଦେଖି ଲୋକେ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। ଛୁଆଟିର ପଛ ଭାଗରେ ଏକ ଲାଙ୍ଗୁଡ଼ ବାହାରିଥିବା ଦେଖିବାକୁ ମିଳୁଛି। ଛୁଆଟିର ଜନ୍ମକୁ ନେଇ ଅନେକ ଲୋକ ଅନେକ କଥା…

ଏହି ବୟସ ଯାଏଁ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ ଘିଅ, ଦେଖାଦେଇପାରେ ସ୍ୱାସ୍ଥ୍ୟ ସମସ୍ୟା

ଘିଅ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ, ଏହା ତ ସମସ୍ତେ ଜାଣନ୍ତି। କିନ୍ତୁ ଘିଅ ଶିଶୁଙ୍କ ପାଇଁ ଉତ୍ତମ ହୋଇଥାଏ କି ନା ତା’ ସାଧାରଣତଃ କେହି ଜାଣିନଥାନ୍ତି। ଛୋଟ ଛୁଆଙ୍କ ହଜମ ପ୍ରକ୍ରିୟା ବୟସ୍କଙ୍କ ଭଳି ହୋଇନଥାଏ, ତେଣୁ ସେମାନଙ୍କୁ ତରଳ ଓ ନରମ ଖାଦ୍ୟ ଖାଇବାକୁ ଦିଆଯାଏ। ଏହା ହଜମ…

ଶିଶୁର ପେଟ କାଟୁଥିଲେ, ମା’ମାନେ ପିଅନ୍ତୁ ଏହି ଜିନିଷ

ସାଧାରଣତଃ ଆମେ ସମସ୍ତେ ଜାଣିଥାଉ ନବଜାତ ଶିଶୁ ବହୁତ କୋମଳ ହୋଇଥାଆନ୍ତି। ଏହି ସମୟରେ ସେମାନଙ୍କ ଅତିରିକ୍ତ ଯତ୍ନ ନେବାର ଆବଶ୍ୟକତା ଥାଏ। କେବଳ ଏତିକି ନୁହେଁ, ଯେତେବେଳେ ସେମାନଙ୍କୁ କୌଣସି ପ୍ରକାର ସମସ୍ୟା ହୋଇଥାଏ, ସେତେବେଳେ ସେମାନେ ନିଜେ କିଛି କହିପାରନ୍ତି ନାହିଁ। ତେଣୁ ଏଭଳି…

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଇଣ୍ଡୋନେସିଆରେ ଏହି ଶିଶୁ ଦିନକୁ ପିଉଛି ୧.୫ ଲିଟର କଫି

ସାଧାରଣ ଭାବେ ୫ ବର୍ଷରୁ ସାନ ପିଲାଙ୍କୁ ଚାହା କିମ୍ବା କଫି ପିଇବାକୁ ଦିଆଯାଇନଥାଏ । କିନ୍ତୁ ଇଣ୍ଡୋନେସିଆରେ ଏମିତି ଏକ ଶିଶୁ ଅଛି । ଯିଏ ପ୍ରତିଦିନ ଅତି କମରେ ୧.୫ ଲିଟର କଫି ପିଇଥାଏ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଶିଶୁ ଟିର ବୟଷ ମାତ୍ର ୧୪ ମାସ । କିନ୍ତୁ ଦିନକୁ ଏତେ ମାତ୍ରାରେ କଫି…

ମଦ୍ରାସା ଦେଲା ଯନ୍ତ୍ରଣା, ଭୟରେ ବେଞ୍ଚ୍‌ ସହ ଦୌଡ଼ିଲା ବାଳକ

ମଧ୍ୟପ୍ରଦେଶ: ଗୁରୁ ଅଜ୍ଞାନ ଅନ୍ଧାର ଦୂର କରି ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାନ୍ତି। ବିଦ୍ୟାର ଆଳୟ କୁହାଯାଉଥିବା ବିଦ୍ୟାଳୟକୁ କୁନି କୁନି ପିଲାମାନେ ଗୁରୁଙ୍କ ଠାରୁ ବିଦ୍ୟା ଶିକ୍ଷା କରିବାକୁ ଆସିଥାନ୍ତି। ବାପାମା’ଙ୍କ ପରେ ଶିକ୍ଷକଶିକ୍ଷୟିତ୍ରୀ ସେମାନଙ୍କର ପରିବାର ଭଳି ଯତ୍ନ ନେବେ…

୮ ବର୍ଷର ଛୁଆକୁ ଦଂଶନ ପରେ ମରିଗଲା ସାପ

ଉତ୍ତର ପ୍ରଦେଶର ଯୌନପୁର ଜିଲ୍ଲାରୁ ଏକ ଆଶ୍ଚଯ୍ୟର୍ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ବିଷଧର ସାପ ଛୋଟ ଛୁଆଟିକୁ ଛୋଟ ମାରିବା ପରେ ହିଁ ସାପଟିର ମୃତ୍ୟୁ ହୋଇଯାଇଛି। ମୁଗୁରାବାଦଶାହାପୁର ଥାନା କ୍ଷେତ୍ରରେ ବଡାଗାଁରେ ଗତ ମଙ୍ଗଳବାର ଦିନ କମଲେଶ ମୌର୍ଯ୍ୟଙ୍କ ପୁତ୍ର ଅଂଶ ମୌର୍ଯ୍ୟ (୮) ଘର…

ବଡ଼ ବାବୁଙ୍କ ବଡ଼ ହୃଦୟ, ନିଜ ଅଫିସରୁ ଏସି ଖୋଲି ଶିଶୁଙ୍କ ୱାର୍ଡରେ ଲଗାଇଲେ କଲେକ୍ଟର

ମଧ୍ୟପ୍ରଦେଶ : ଜିଲ୍ଲାପାଳ ଭାବେ ଆପଣ ଅନେକ ଆଇଏସଙ୍କୁ ବିଷୟରେ ଜାଣିଥିବେ ଯେଉଁ ମାନେ ପ୍ରଶାସନିକ ସେବାରେ ଦୁର୍ନୀତି ସହ ଜଡିତ ଥିବେ। କିମ୍ବା ଲୋକ ସେବାରେ ଦୁର୍ବଳ ଥିବେ। କିନ୍ତୁ ଏଭଳି ଜଣେ ଜିଲ୍ଲାପାଳଙ୍କ ବିଷୟରେ ଶୁଣିନଥିବେ ଯିଏ ମାନବିକତାର ଚରମ ଶୀର୍ଷକୁ ଯାଇ ସମାଜ ପାଇଁ ଉଦାହାରଣ…