Browsing Tag

china

ରହସ୍ୟମୟୀ ନିମୋନିଆ, ଚାଇନାରେ କଲାଣି କାୟା ବିସ୍ତାର

୨୦୨୦ ମସିହାରେ ଚାଇନାର ୱୁହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଥିଲା । ଏହି ଭାଇରସ ବିଶ୍ୱର କୋଟି କୋଟି ଲୋକଙ୍କୁ ନିଜ ଘରେ ବନ୍ଦ ହୋଇ ରହିବାକୁ ବାଧ୍ୟ କରିଥିଲା । ଭାରତ ହେଉ କି ଆମେରିକା, ଚୀନ୍ କିମ୍ବା ନେପାଳ, ସମସ୍ତ ଦେଶକୁ ଲକଡାଉନର ସାହାଯ୍ୟ ନେବାକୁ…

ଚୀନରେ ରହସ୍ୟମୟ ରୋଗକୁ ନେଇ ସତର୍କ ହେଲା ଭାରତ, ସମସ୍ତ ରାଜ୍ୟକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ…

ଚୀନରେ ବୃଦ୍ଧି ପାଉଥିବା ନିମୋନିଆ ଭଳି ମାମଲା ଭାରତରେ ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଜନସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି ପଦକ୍ଷେପକୁ ତୁରନ୍ତ ସମୀକ୍ଷା କରିବାକୁ…

ମାଡ଼ି ଆସୁଛି ମହାବିପଦ ; ଆକାଶରୁ ଖସୁଛନ୍ତି ଅଗଣିତ ମୃତ ପକ୍ଷୀ

ଭୟଙ୍କର, ବିସ୍ମିତ ବିଚଳିତ କଲା ଭଳି ଦୃଶ୍ୟ । ମାଡ଼ି ଆସୁଛି ମହାବିପଦ । ଏ ହେଉଛି ତାର ପୂର୍ବ ସଂଙ୍କେତ । ଆକାଶରୁ ଖସୁଛନ୍ତି ଅଗଣିତ ମୃତ ପକ୍ଷୀ । ରାସ୍ତାରେ ବିଛାଡ଼ି ହୋଇ ପଡ଼ିଛନ୍ତି କୁଢ଼ କୁଢ଼ ପକ୍ଷୀ । ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଲୋମ ଟାଙ୍କୁରି ଯିବ । ଏହି ଦୃଶ୍ୟ ଯିଏ…

ଚୀନ: କୋଇଲା କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୨୫; ୫୦ରୁ ଅଧିକ ଆହତ

ଚୀନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଶାଙ୍କ୍‌ସି ପ୍ରଦେଶର ଲୁଲିୟାଙ୍ଗରେ ଥିବା ଏକ କୋଇଲା କମ୍ପାନୀର ବିଲ୍ଡିଂରେ ନିଆଁ ଲାଗି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସକାଳ ପ୍ରାୟ ୬ଟା ୫୦ ମିନିଟ୍‌ରେ ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଏ ପର୍ଯ୍ୟନ୍ତ ୬୩ ଜଣଙ୍କୁ…

ବିଶ୍ୱର ସବୁଠାରୁ ଲମ୍ବା ସମୁଦ୍ର ବ୍ରିଜ, ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୭ ବିଲିୟନ

ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ସେହିଭଳି ଏକ ବ୍ରିଜ ଚୀନରେ ରହିଛି । ଏହାକୁ ଯିଏ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ, କାରଣ ଏହି ବ୍ରିଜ ସମୁଦ୍ର ଉପରେ ନିର୍ମିତ । ତେବେ ଏହା ହେଉଛି ଚୀନର ହଂକଂ-ଜୁହାଇ-ମକାଉ ବ୍ରିଜ । ଏହା…

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ବହିଷ୍କୃତ, ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ବହିଷ୍କୃତ । ବହିସ୍କାର କଲା ଜିନପିଙ୍ଗ ପ୍ରଶାସନ। ପ୍ରତିରକ୍ଷା ମନ୍ତ୍ରୀ ଏବଂ ଷ୍ଟେଟ୍ କାଉନସିଲର ପଦବୀରୁ ତାଙ୍କୁ ବହିଷ୍କୃତ କରାଯାଇଛି। ତେବେ ବହିଷ୍କାରର କାରଣ କୁହାଯାଇ ନାହିଁ। ଗତ ଜୁଲାଇ ମାସରେ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା…

ଚୀନରେ ଇସ୍ରାଏଲ୍‌ କୂଟନୀତିଜ୍ଞଙ୍କ ଉପରେ ଛୁରୀରେ ମରଣାନ୍ତକ ଆକ୍ରମଣ, ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଚୀନରେ ଇସ୍ରାଏଲ୍ କୂଟନୀତିଜ୍ଞଙ୍କ ଉପରେ ଛୁରୀରେ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ଚୀନର ରାଜଧାନୀ ବେଜିଂରେ ହୋଇଥିବା ଏହି ଆକ୍ରମଣକୁ ଆତଙ୍କବାଦୀଙ୍କ ଆକ୍ରମଣ ବୋଲି କୁହାଯାଉଛି। ଇସ୍ରାଏଲ୍‌ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଟାଇମ୍ସ ଅଫ୍ ଇସ୍ରାଏଲକୁ ଦେଇଥିବା ସୂଚନାରେ ଏହା…

ୟୋଲୋ ସାଗରରେ ଚୀନର ପରମାଣୁ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ, ୫୫ ନାବିକଙ୍କ ମୃତ୍ୟୁ

ଚୀନରେ ଭୟଙ୍କର ବୁଡାଜାହାଜ ଦୁର୍ଘଟଣା । ଚୀନରେ ପରମାଣୁ ବୁଡାଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପିଏଲଏର ୫୫ ନାବିକଙ୍କ ଜୀବନ ଚାଲିଯାଇଛି । ୟେଲୋ ସିରେ ଏହି ଦୁର୍ଘଟଣା ଘଟିଛି । ନିଜ ଜାଲରେ ନିଜେ ଫସିଛି ଡ୍ରାଗନ । ବ୍ରିଟିଶ ଜାହାଜକୁ ଫସେଇବାକୁ ପ୍ରୟାସ କରିଥିଲା ଚୀନ । ତେବେ ନିଜ…

କ୍ଷମତାଶୀଳ ଦେଶରେ ଚୀନ ବିଛାଉଛି ଗୁଇନ୍ଦା ଜାଲ, ସୁନ୍ଦରୀ ଯୁବତୀଙ୍କ ଦ୍ୱାରା କରାଯାଉଛି ହନିଟ୍ରାପ୍‌

ଚୀନ ପୁରା ବିଶ୍ୱରେ ନିଜର ଗୁଇନ୍ଦାଗିରୀ କ ।ମ ପାଇଁ ବଦନାମ ହୋଇଛି । ଚୀନ ସବୁ ବଡ଼ ଦେଶଗୁଡିକରେ ତା’ର ଗୁଇନ୍ଦା ଏଜେନ୍ସି ଜରିଆରେ ନଜର ରଖିବାକୁ ଚାହୁଁଛି । ଯେଉଁଥିପାଇଁ ଚୀନ ଆରମ୍ଭ କରଛି ଡାର୍ଟି ଗେମ ବା କେଳଙ୍ଗାରୀ କାର୍ଯ୍ୟ । ଚୀନର ସୁନ୍ଦରୀ ଯୁବତୀମାନଙ୍କୁ ଏଥିରେ ନିୟୋଜି କରୁଛି ।…

ଚୀନରେ କ୍ଷମତା ଯୁଦ୍ଧ : ସଂକଟରେ କି ଜିନପିଙ୍ଗ ପ୍ରଶାସନ, ଅନ୍ତର୍ଦ୍ଧାନ ହେଉଛନ୍ତି ନେତା

ଚୀନରେ କ୍ଷମତା ଯୁଦ୍ଧ। ସଂକଟରେ କି ଜିନପିଙ୍ଗ ପ୍ରଶାସନ। ସମ୍ଭାବ୍ୟ ଅସ୍ଥିରତାକୁ ଇଂଗିତ କରୁଛି ଜଣଙ୍କ ପରେ ଜଣେ ନେତାଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନ। ପୂର୍ବରୁ ଚୀନ ବୈଦେଶିକ ମନ୍ତ୍ରୀ ଓ ୨ ଜଣ ରକେଟ ଫୋର୍ସ କମାଣ୍ଡର ନିଖୋଜ ଥିଲେ। ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କ ଅନ୍ତର୍ଦ୍ଧାନକୁ…

ଚୀନ ପ୍ରତିରକ୍ଷା ମନ୍ତ୍ରୀ ଗାଏବ, ଦୁଇ ସପ୍ତାହ ଧରି ଦେଖାଯାଇ ନାହାନ୍ତି; ପୂର୍ବରୁ ଗାଏବ ହୋଇଥିଲେ ବୈଦେଶିକ ମନ୍ତ୍ରୀ

ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ଚୀନ ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ମଧ୍ୟ ଗାଏବ ହୋଇଯାଇଛନ୍ତି। ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଗତ ଅନେକ ଦିନରୁ ସର୍ବସାଧାରଣରେ…

ମା’ ନା ରାକ୍ଷସୀ! ଲିଫ୍ଟରେ ଶିଶୁକୁ ଜନ୍ମ ଦେଲେ ମହିଳା, ପୁଣି ଡଷ୍ଟବିନ୍‌ରେ ଫିଙ୍ଗି ହୋଇଗଲେ ଫେରାର୍‌

ଚୀନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ତା’ ନବଜାତକକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି ଯେ ଜଣେ ଗର୍ଭବତୀ ମହିଳା ଛୁଟି କାଟିବା ପାଇଁ ସାଉଥ୍ ଓ୍ଵଷ୍ଟେ ଚୀନର ନଗରପାଳିକା ଚୋଙ୍ଗକିଙ୍ଗ୍…