Browsing Tag

china

ଚୀନରୁ ପୁଣି ମାନବ ସଭ୍ୟତା ପ୍ରତି ବିପଦ : କୋଭିଡ ପରେ ବବୋନିକ ପ୍ଲେଗ, ୧୪ ଶତାବ୍ଦୀରେ ୫ କୋଟି ଜୀବନ ନେଇଥିଲା ୟୁରୋପରେ

ଚୀନରୁ ପୁଣି ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି ହୋଇଛି । କୋଭିଡ ପରେ ଦେଖା ଦେଇଛି ବବୋନିକ ପ୍ଲେଗ। ଚୀନରୁ ୨ଟି ମାମଲା ଚିହ୍ନଟ ପରେ ବଢ଼ିଲା ଆଶଂକା। ରୋଗ ବ୍ୟାପିଲେ ମହାମାରୀର ରୂପ ନେଇପାରେ। ତେବେ ଠିକ ସମୟରେ ରୋଗ ନିରୂପଣ ହୋଇପାରିଲେ ଏହାର ଚିକିତ୍ସା ସମ୍ଭବ। ଚତୁର୍ଦ୍ଦଶ ଶତାବ୍ଦୀରେ…

ଚୀନରେ ୫.୫ ତୀବ୍ରତାର ଭୂମିକମ୍ପ: ଭାଙ୍ଗିଲା ଘରଦ୍ୱାର, ୧୦ ଆହତ

ଚୀନର ପୂର୍ବ ପ୍ରାନ୍ତରେ ୫.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ହୋଇ ଅନେକ ଘରଦ୍ବାରା ଭାଙ୍ଗିଯିବା ସହିତ ୧୦ଜଣ ଲୋକ ଆହତ ହୋଇଛନ୍ତି । ରବିବାର ରାତି ୩ଟା ସମୟରେ ହୋଇଛି ଭୂମିକମ୍ପ । ତେବେ ଭୂମିକମ୍ପରେ କାହାର ମୃତ୍ୟୁ ହୋଇନାହିଁ । ରିପୋର୍ଟ ଅନୁଯାୟୀ, ଭୂକମ୍ପ ଯୋଗୁଁ ଅନେକ…

ଚୀନ୍‌ରେ ଟାଇଫୁନ୍‌ର ତାଣ୍ଡବ: ଭୟଙ୍କର ପବନରେ ଉଡ଼ାଇଲା ଓ ଭାଙ୍ଗିଲା, ଜଳଘେରରେ ସହର

ନୂଆଦିଲ୍ଲୀ : ଚୀନ୍‌ରେ ତାଣ୍ଡବ ରଚିଛି ଟାଇଫୁନ୍‌ । ଲାଣ୍ଡଫଲ୍‌ ପରେ କରାଳ ରୂପ ଦେଖାଇଥିଲା ଡୋକସୁରୀ । ସାଙ୍ଗରେ ଆଣିଥିଲା ମହାପ୍ରଳୟ । ବହିଥିଲା ଭୟଙ୍କର ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା ଓ ଭାଙ୍ଗିଲା । ଗତକାଲି ଫୁଜିଆନ୍‌ ପ୍ରଦେଶର ଜିନଜିଆଙ୍ଗରେ ଲାଣ୍ଡଫଲ୍‌ କରିଥିଲା ଶକ୍ତିଶାଳୀ…

ଚୀନ୍‌ରେ ବଡ଼ ଦୁର୍ଘଟଣା: କସରତ କରୁଥିବାବେଳେ ଭୁଶୁଡ଼ିଲା ବିଦ୍ୟାଳୟ ଜିମ୍‌ର ଛାତ, ୧୧ ଭଲିବଲ୍‌ ଖେଳାଳିଙ୍କ ମୃତ୍ୟୁ

ଚୀନର ଉତ୍ତର-ପୂର୍ବ ରାଜ୍ୟରେ ଏକ ଜିମ୍ନାସିୟମ୍ ବିଦ୍ୟାଳୟର ଛାତ ଭୁଶୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛୋଟ ପିଲା। ଏମାନେ ସମସ୍ତେ ବିଦ୍ୟାଳୟ ଭଲିବଲ୍ ଦଳର ସଦସ୍ୟ ଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ।…

ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍‌ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ

ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍‌ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି ଚ୍ୟାନେଲର ମହିଳା ସାମ୍ବଦିକ…

ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ କଲା ଯୁବକ, ୬ ମୃତକଙ୍କ ମଧ୍ୟରେ ୩ ଜଣ ପିଲା ସାମିଲ

ଚୀନର ଏକ ନର୍ସରୀ ସ୍କୁଲରେ ଛୁରୀରେ ଆକ୍ରମଣ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ, ୩ ଜଣ ପିଲା ଏବଂ ସ୍ୱାମୀ ଓ ସ୍ତ୍ରୀ ରହିଛନ୍ତି। ଘଟଣା ପରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିଛି । ସ୍କୁଲରେ ଏମିତି ଘଟଣା ଯୋଗୁଁ ପିଲା ଏବଂ…

ପାଟ୍ରୋଲିଂ ନାଁରେ ଡ୍ରାଗନର ଦାଦାଗିରି, ୨୪ଘଣ୍ଟାରେ ୨୪ ଫାଇଟର ଜେଟ୍‌

୨୪ଘଣ୍ଟାରେ ୨୪ ଫାଇଟର ଜେଟ୍‌। ବାରମ୍ବାର ତାଇଓ୍ଵାନକୁ ନାଲି ଆଖି ଦେଖାଉଛି ଚୀନ। ପାଟ୍ରୋଲିଂ ନାଁରେ ଡ୍ରାଗନର ଦାଦାଗିରି। ସପ୍ତାହ ଧରି ତାଇଓ୍ଵାନର ମେଡିଆନ ଲାଇନକୁ କ୍ରସ କରୁଛନ୍ତି ଚୀନ ସେନା। ଆଜି ୨୪ଟି ଏୟାର କ୍ରାଫ୍ଟ, ୪ଟି ଯୁଦ୍ଧପୋତ ତାଇଓ୍ଵାନର ମେଡିଆନ ଲାଇନକୁ ପାର କରିଥିବା…

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ…ଜାତିସଂଘରେ ବଡ଼ ବୟାନ ଦେଲେ ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି

ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହେଲି ବଡ଼ ବୟାନ ଦେଇଛନ୍ତି। ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନିକ୍କି ନିଜର ଦାବି ଉପସ୍ଥାପନ କରିଛନ୍ତି। ନିକଟରେ ସେ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି କି, ଚୀନ ଆମେରିକା ବିରୋଧରେ ଯୁଦ୍ଧ ପାଇଁ…

ଚୀନର ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ, ୩୧ ମୃତ

ଚୀନର ୟିନଚୁଆନ୍‌ ପ୍ରାନ୍ତରେ ଏକ ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ୩୧ ଜଣଙ୍କର ଜୀବନ ଚାଲିଯାଇଛି । ୭ ଜଣ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ଉତ୍ତର ପଶ୍‌ଚିମ ଚୀନର ୟିନଚୁଆନ୍‌ ବୁଧାବର ରାତିରେ ଏକ ବାରବିକ୍ୟୁ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ହୋଇଛି…

ଲିଓନେଲ ମେସିଙ୍କୁ କୁଣ୍ଢାଇ ପକାଇଥିବା ଫ୍ୟାନ୍‌ଙ୍କୁ ଗିରଫ କଲା ଚୀନ ପୋଲିସ, ମିଳିଲା ଦଣ୍ଡ

ଆର୍ଜେଣ୍ଟିନା ଫିଫା ବିଶ୍ବକପ ଟାଇଟଲ ଜିତିବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି ।  ଚୀନର ରାଜଧାନୀ ବେଜିଂରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୦ରେ ହରାଇଛି । ଏହି ମୁକାବିଲାରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କ ଗୋଲ୍‌ ଯୋଗୁଁ…

ମରୁଭୂମିରେ ଚୀନ ଖୋଳୁଛି ୧୧ କିଲୋମିଟର ଗଭୀର ଗାତ, ଗଭୀରତା ଏଭେରେଷ୍ଟ ଠାରୁ ବି ଉଚ୍ଚ, କ’ଣ କାରଣ ?

ବେଜିଂ: ଚୀନ ଟକଲାମକାନ୍‌ ମରୁଭୂମିରେ ଖୋଳୁଛି ୧୧ କିଲୋମିଟରର ଗାତ । ଏହା ବିଶ୍ୱର ସବୁଠୁ ଦୀର୍ଘତମ ଗାତ ମଧ୍ୟରୁ ଗୋଟିଏ । କୁହାଯାଏ ଏହା ସର୍ବବୃହତ୍ତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚ । ତେବେ ଏତେ ଗଭୀର ଗାତ ଖୋଳିବା ପଛରେ କାରଣ କ’ଣ । ଭାରତ ପ୍ରତି ଏହାର କିଛି ବିପଦ ରହିଛି…

ଚୀନ୍‌ର ସିଚୁଆନ୍‌ ପ୍ରଦେଶରେ ଭୀଷଣ ଭୂସ୍ଖଳନ, ୧୯ ମୃତ; ଉଦ୍ଧାର କାର୍ଯ୍ୟରେ ୧୮୦ ଯବାନ

ଚୀନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଜୁନ୍ ୩ ସକାଳେ ଲେଶାନ୍‌ ସହର ନିକଟ ଜିଙ୍କୋହେରେ ଥିବା ଭାନିକି ଷ୍ଟେସନ ଉପରେ ପାହାଡ଼ର କିଛି ଅଂଶ ଭୁଶୁଡି…