Below header
Browsing Tag

china

ମରୁଭୂମିରେ ଚୀନ ଖୋଳୁଛି ୧୧ କିଲୋମିଟର ଗଭୀର ଗାତ, ଗଭୀରତା ଏଭେରେଷ୍ଟ ଠାରୁ ବି ଉଚ୍ଚ, କ’ଣ କାରଣ ?

ବେଜିଂ: ଚୀନ ଟକଲାମକାନ୍‌ ମରୁଭୂମିରେ ଖୋଳୁଛି ୧୧ କିଲୋମିଟରର ଗାତ । ଏହା ବିଶ୍ୱର ସବୁଠୁ ଦୀର୍ଘତମ ଗାତ ମଧ୍ୟରୁ ଗୋଟିଏ । କୁହାଯାଏ ଏହା ସର୍ବବୃହତ୍ତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚ । ତେବେ ଏତେ ଗଭୀର ଗାତ ଖୋଳିବା ପଛରେ କାରଣ କ’ଣ । ଭାରତ ପ୍ରତି ଏହାର କିଛି ବିପଦ ରହିଛି…

ଚୀନ୍‌ର ସିଚୁଆନ୍‌ ପ୍ରଦେଶରେ ଭୀଷଣ ଭୂସ୍ଖଳନ, ୧୯ ମୃତ; ଉଦ୍ଧାର କାର୍ଯ୍ୟରେ ୧୮୦ ଯବାନ

ଚୀନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଜୁନ୍ ୩ ସକାଳେ ଲେଶାନ୍‌ ସହର ନିକଟ ଜିଙ୍କୋହେରେ ଥିବା ଭାନିକି ଷ୍ଟେସନ ଉପରେ ପାହାଡ଼ର କିଛି ଅଂଶ ଭୁଶୁଡି…

୬ ମାସ ପରେ ପୃଥିବୀକୁ ଫେରିଲେ ଚୀନ ମହାକାଶଚାରୀ, ବଖାଣିଲେ ଅଭିଜ୍ଞତା

ବେଜିଂ : ଚୀନ ମହାକାଶଚାରୀ ଆଜି (ରବିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଟକୁ ଫେରିଛନ୍ତି । ସେନଝୋଉ -୧୫ରେ ପୃଥିବୀ ପୃଷ୍ଟକୁ ଫେରିଥିବା ଯାତ୍ରୀ ୬ ମାସ ଧରି ମହାକାଶରେ ଥିଲେ । ଏମାନେ ମହାକାଶରେ ଚୀନ ସ୍ପେଶ ଷ୍ଟେସନ ନିର୍ମାଣ ମିଶନରେ ଥିଲେ । ଏହି ଜୁନଲାଙ୍ଗ, ଦେଙ୍ଗ କ୍ୱିଗମିଙ୍ଗ ଓ…

ଭାରତ ମହାସାଗରରେ ଓଲଟିଲା ଚୀନ ଡଙ୍ଗା, ୩୯ ଲୋକ ନିଖୋଜ

ଭାରତ ମହାସାଗରେ ଚୀନର ଏକ ମାଛଧରା ଡଙ୍ଗା ଓଲଟିପଡିବାରୁ ୩୯ ଜଣ ନିଖୋଜ ରହିଛନ୍ତି । ଏହି ଘଟଣାରେ ଉଦ୍ଧାରକାର୍ଯ୍ୟ ଚାଲୁ ରହିଛି । ଏହି ଜାହାଜ ସ୍ଥାନୀୟ ସମୟ ଅନୁସାରେ ପାଖାପାଖି ୩ଟା ବେଳେ ଓଲଟିଛି । ଏହି ଜାହାଜରେ ମୋଟ ୩୯ ଲୋକ ଥିଲେ । ୧୭ ଚୀନ ଏବଂ ୧୭ ଇଣ୍ଡୋନେସିଆ ଲୋକ ରହିଥିବା ବେଳେ ୫…

ବର୍ଷକୁ ହାରାହାରି ୩.୫ ମିଲିମିଟର ବଢୁଛି ସମୁଦ୍ରର ଜଳସ୍ତର, ଡୁବିଯିବ ବିଶ୍ୱର ବଡ଼ ବଡ଼ ସହର

କେନ୍ୟୁଜ୍‌(ବ୍ୟୁରୋ): ବୈଜ୍ଞାନିକଙ୍କ ଚେତାବନୀ । ବଢୁଛି ସମୁଦ୍ରର ଜଳସ୍ତର । ସମୁଦ୍ର ଭିତରେ ଡୁବିଯିବ ଅନେକ ଦ୍ୱିପ । ଏହାସହ ମହାସାଗରରେ ଳୀନ ହୋଇଯିବ ସମୁଦ୍ରକୂଳିଆ ଅଞ୍ଚଳ । ବିଭିନ୍ନ ଦେଶପାଇଁ ଆଣିପାରେ ବଡ଼ ବିପଦ । ଚୀନ ବି ଧିରେ ଧିରେ ସମୁଦ୍ରରେ ଡୁବିବାକୁ ଲାଗିଲାଣି । ଯେଉଁ ପ୍ରକ୍ରିୟା…

ଚୀନରେ ଆଉ ଏକ ଭାଇରସ୍‌ର ଆତଙ୍କ, H3N8 ବାର୍ଡ ଫ୍ଲୁରେ ପ୍ରଥମ ମୃତ୍ୟୁ; ଚେତାବନୀ ଦେଲା WHO

ଚୀନରେ avian influenza A (H3N8) ଭାଇରସ୍‌ରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏହି ସୂଚନା ଦେଇଛି। ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରହୁଥିବା ୫୬ ବର୍ଷୀୟା ମହିଳା ୨୨ ଫେବୃୟାରୀରେ ପ୍ରଥମେ ଭାଇରସ୍‌ କବଳରେ ଆସିଥିଲେ। ମାର୍ଚ୍ଚ ୩ରେ ସେ ଗମ୍ଭୀର ରୂପେ…

ପୁଣି ଚୀନର ଦାଦାଗିରି, ଅରୁଣାଚଳ ପ୍ରଦେଶର ୧୧ଟି ନୂଆ ଅଞ୍ଚଳକୁ ନୂଆ ନାଁ ଦେଇଛି ଡ୍ରାଗନ୍‌, ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଳୀ : ପୁଣି ଚୀନର ଦାଦାଗିରି । ଅରୁଣାଚଳ ପ୍ରଦେଶର ୧୧ଟି ନୂଆ ଅଞ୍ଚଳକୁ ନୂଆ ନାଁ ଦେଇଛି ଡ୍ରାଗନ୍‌ । ଏପଟେ ଚୀନ୍‌ର ତୃତୀୟ ତାଲିକାକୁ ପ୍ରତ୍ୟାଖ୍ୟାନ କରିଛି ଭାରତ । ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବୈଦେଶିକ ବ୍ୟାପାର ବିଭାଗ ସ୍ପଷ୍ଟ କରିଛି । ବଦମାସ…

ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼: ବାୟୁମଣ୍ଡଳ ଅଶାନ୍ତ, କବାଟ ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ବେଜିଂରେ ଧୂଳିଝଡ଼, ବାୟୁମଣ୍ଡଳ ଅଶାନ୍ତ । ଚୀନ ରାଜଧାନୀ ବେଜିଂରେ ପ୍ରବଳ ଧୂଳିଝଡ଼ ପରିବେଶକୁ ଅଶାନ୍ତ କରିଦେଇଛି । ଏହା ଏମାସର ତୃତୀୟ ଧୂଳିଝଡ଼ । ଛୋଟବଡ଼ ଧୂଳିକଣା ବାୟୁମଣ୍ଡଳରେ ଉଡ଼ି ବୁଲି ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ କବାଟ ବନ୍ଦ କରି…

ଚୀନ ଗୁଇନ୍ଦା ବେଲୁନକୁ ଖସାଇଲା ଆମେରିକାର ସୁପରସୋନିକ ମିଶାଇଲ, ଦେଖନ୍ତୁ ଭିଡିଓ

ଆମେରିକା ସେନା ଉପରେ ନଜର ରଖୁଥିବା ଗୁପ୍ତଚର ବେଲୁନ ଗୁଳିକରି ଖସେଇ ଦିଆଯାଇଛି । ଗତ କିଛି ଦିନ ହେବ ଆମେରିକାରେ ଦେଖାଯାଇଥିଲା ଏହି ବେଲୁନ । ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶ ପରେ ଏପରି କାର୍ଯ୍ୟ କରାଯାଇଛି । ଏହି ବେଲୁନକୁ ସମୁଦ୍ରରେ ପକାଇ ଦିଆଯାଇଛି । ଖବର ଅନୁଯାୟୀ, ଏହି…

ଆମେରିକା ଉପରେ ପୁଣି ଉଡୁଛି ଚୀନର ଗୁଇନ୍ଦା ବେଲୁନ, ବିଦେଶ ମନ୍ତ୍ରୀ ରଦ୍ଦ କଲେ ଚୀନ ଗସ୍ତ

ଆମେରିକାର କେତେକ ପ୍ରତିରକ୍ଷା ପ୍ରତିଷ୍ଠାନ ଉପରେ ଚୀନ୍ର ଗୁଇନ୍ଦା ବେଲୁନ ଉଡ଼ିବା ଏବେ ହଇଚଇ ସୃଷ୍ଟି କରିଛି । ଏହି ଗୁଇନ୍ଦା ବେଲୁନ ଆମେରିକାର ମୋଣ୍ଟାନା ସହିତ ଅନେକ ସମ୍ବେଦନଶୀଳ ଅଞ୍ଚଳରେ ଉଡୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଏବେ ଉତ୍ତେଜନା ଲାଗି…

ନିଜ ଫାଶରେ ନିଜେ ଫସିଲା ଚୀନ,ହସ୍ପିଟାଲରେ କୋଭିଡ ରୋଗୀ ପୂର୍ଣ୍ଣ,ସପ୍ତାହରେ ୧୩ ହଜାର ମୃତ୍ୟୁ

ବେଜିଂ : ଚୀନରେ ଏବେ ନିଜ କୋଭିଡ ନୀତି ନିଜ ପାଇଁ ଚ୍ୟାଲେଞ୍ଜ ହୋଇଛି । ଚୀନ ସରକାରଙ୍କ ତ୍ରୁଟି ପୂର୍ଣ୍ଣ ନୀତି ଓ ନିଜସ୍ୱ ଉତ୍ପାଦିତ ପ୍ରଭାବହୀନ ଟିକା ଏବେ ସେଠାରେ କୋଭିଡ ରୋଗୀ ବୃଦ୍ଧିର କାରଣ ହୋଇଛି । ଜିଓ ପଲଟିକାଲ ଇନଫୋ ରିପୋର୍ଟରେ ଏହା ଦାବି କରାଯାଇଛି । ଚୀନ ହସିପିଟାଲରେ କୋଭିଡ…

ତିବ୍ଦତର ନିଙ୍ଗଚିରେ ହିମସ୍ଖଳନ: ୮ ମୃତ, ଅନେକ ନିଖୋଜ

ତିବ୍ଦତ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଙ୍ଗଚି ସହରରେ ହିମସ୍ଖଳନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପାର୍ବତ୍ୟ ତିବ୍ଦତରେ ହିମସ୍ଖଳନ ଯୋଗୁଁ ୮ ଜଣକଙ୍କର ମୃତ୍ୟୁହୋଇଛି । ଚୀନ ସରକାର ମୃତକଙ୍କ ଶବକୁ ଜବତ କରିଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରିଛି । ହିମସ୍ଖଳନ…