Below header
Browsing Tag

china

ତିବ୍ଦତର ନିଙ୍ଗଚିରେ ହିମସ୍ଖଳନ: ୮ ମୃତ, ଅନେକ ନିଖୋଜ

ତିବ୍ଦତ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ନିଙ୍ଗଚି ସହରରେ ହିମସ୍ଖଳନ ହୋଇଛି । ବୁଧବାର ବିଳମ୍ବିତ ରାତିରେ ପାର୍ବତ୍ୟ ତିବ୍ଦତରେ ହିମସ୍ଖଳନ ଯୋଗୁଁ ୮ ଜଣକଙ୍କର ମୃତ୍ୟୁହୋଇଛି । ଚୀନ ସରକାର ମୃତକଙ୍କ ଶବକୁ ଜବତ କରିଥିବା ବେଳେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରିଛି । ହିମସ୍ଖଳନ…

ଦୀର୍ଘ ୩ ବର୍ଷ ପରେ ବିଦେଶୀ ଯାତ୍ରୀଙ୍କ ପାଇଁ କୋଭିଡ୍‌ ପ୍ରତିବନ୍ଧକ ହଟାଇଲା ଚୀନ୍‌, ସଂକ୍ରମଣ ବଢିବା ଆଶଙ୍କା

ନୂଆଦିଲ୍ଲୀ : କୋଭିଡ୍‌ ଭୟାବହତା ଭିତରେ ସୀମା ଖୋଲିଲା ଚୀନ୍‌ । ଦୀର୍ଘ ୩ ବର୍ଷ ପରେ ବିଦେଶୀ ଯାତ୍ରୀଙ୍କ ପାଇଁ କୋଭିଡ୍‌ ପ୍ରତିବନ୍ଧକ ହଟାଇଛି ଚୀନ୍‌ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ନିୟମକୁ ଉଠାଇଛି । ଚୀନକୁ ଗଲେ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ ନୁହଁ। ୨୦୨୦…

ଚୀନରେ ଭୟଙ୍କର ଦୁର୍ଘଟଣା: ୧୭ ମୃତ, ୨୨ ଗୁରୁତର

ପୂର୍ବ ଚୀନ୍ର ଜିୟାଂସି ପ୍ରଦେଶର ନାନଚାଙ୍ଗ କାଉଣ୍ଟିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଦୁର୍ଘଟଣା କେଉଁଥି ପାଇଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସ୍ଥାନୀୟ ସମୟ ଅନୁସାରେ…

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଜୀବନକୁ ବିପଦ! ଚୀନ ମହିଳା ଗୁପ୍ତଚରଙ୍କୁ ଖୋଜୁଛି ପୋଲିସ, ଦିଆଯାଇଛି ୪ ପର୍ଯ୍ୟାୟର…

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ସୁରକ୍ଷାକୁ ନେଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ସୂଚନା ପରେ ତାଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଜଣେ ଚୀନ ମହିଳା ଗୁପ୍ତଚରଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା କୁହାଯାଉଛି। ପୋଲିସ ସମ୍ପୃକ୍ତ ମହିଳାଙ୍କ ସ୍କେଚ୍‌ ଜାରି କରିବା ସହିତ ତାଙ୍କୁ…

ଚୀନ୍‌ରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କୋଭିଡ୍‌-୧୯ ପରୀକ୍ଷା ବାଧ୍ୟତାମୂଳକ କଲା ଆମେରିକା, ଜାନୁୟାରୀ ୨ ରୁ ହେବ…

ନୂଆଦିଲ୍ଲୀ : ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ କ୍ଷେତ୍ରରେ କୋଭିଡ୍‌-୧୯ ପରୀକ୍ଷା ଆବଶ୍ୟକ ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆମେରିକୀୟ ପ୍ରଶାସନ ଘୋଷଣା କରିଛି। ଏହା ଅଧୀନରେ, ବର୍ତ୍ତମାନ ଚୀନ୍ ରୁ ଆମେରିକା ଆସୁଥିବା ସମସ୍ତ ଯାତ୍ରୀଙ୍କ ଯାତ୍ରା କରିବାର ଦୁଇ…

ତାଇଓ୍ଵାନକୁ ୨୪ ଘଣ୍ଟାରେ ୭୧ଟି ଲଢୁଆ ଜାହାଜ ପଠାଇଲାଣି ଚୀନ, ବଢିଲାଣି ତିକ୍ତତା

ଚୀନ ଏବଂ ତାଇଓ୍ଵାନ ମଧ୍ୟରେ ଚାଲିଥିବା ତିକ୍ତତା ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନ ସେନା ପକ୍ଷରୁ ୭୧ଟି ଲଢୁଆ ବିମାନ ଏବଂ ୭ଟି ଜାହାଜ ସମରାଭ୍ୟାସ ପାଇଁ ପଠାଯାଇଛି ବୋଲି ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଚୀନ ପକ୍ଷରୁ ପଠାଯାଇଥିବା ବିମାନ ମଧ୍ୟରେ ୧୮ଟି ଜି-୧୬…

ଚୀନରେ ଭୟଙ୍କର ସ୍ଥିତି! ଔଷଧର ଘୋର ଅଭାବ; କମଳା ଓ ଲେମ୍ବୁ ଖାଇବାକୁ ଡହଳ ବିକଳ ହେଉଛନ୍ତି ରୋଗୀ

କରୋନା ପୁଣିଥରେ ଭୟଙ୍କର ରୂପ ଧାରଣ କରୁଛି। ଚୀନରେ ସ୍ଥିତି ବହୁତ ଖରାପ ରହିଛି। ଏଠି କରୋନା ମାମଲା ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଲକ୍ଷାଧିକ ମାମଲା ସାମ୍ନାକୁ ଆସୁଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏ ଭିତରେ ଚୀନରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସେଠାକାର…

ଚୀନ ସମେତ ଏହି ୫ ଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ RT-PCR ଟେଷ୍ଟ; କରୋନା ସଂକ୍ରମିତ ମିଳିଲେ ହେବେ କ୍ୱାରେଣ୍ଟାଇନ

ବିଶ୍ୱସ୍ତରରେ ବଢ଼ୁଥିବା କରୋନା ସଂକ୍ରମଣକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା କହିଛନ୍ତି ଯେ ଚୀନ, ଜାପାନ, ହଂକଂ, ବ୍ୟାଙ୍କକ୍‌ ଏବଂ ଦକ୍ଷିଣ କୋରିଆରୁ ଭାରତ ଆସୁଥିବା ଯାତ୍ରୀଙ୍କର RT-PCR ଟେଷ୍ଟ ବାଧ୍ୟତାମୂଳକ…

ଚୀନ୍‌ରେ ମୃତ୍ୟୁର ତାଣ୍ଡବ କରୁଛି ମହାମାରୀ: ମରୁଛନ୍ତି ଶହ ଶହ ଲୋକ, ଶେଷକୃତ୍ୟ ପାଇଁ ଶ୍ମଶାନରେ ଲାଗୁଛି ଲମ୍ବା ଲାଇନ୍‌

ନୂଆଦିଲ୍ଲୀ : ଚୀନ୍‌ରେ ପୁଣି ମହାବିପର୍ଯ୍ୟୟ ଆଣିଛି ମହାମାରୀ । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ BF.7 ସଂକ୍ରମଣର ସୁନାମୀ ଆଣିଛି । ହାହାକାର ସ୍ଥିତି । ପ୍ରତିଦିନ ହଜାର ହଜାର ସଂକ୍ରମିତ ହେଉଛନ୍ତି । ଭାଇରସ୍‌ ଯେତିକି ମାଡୁଛି ସେତିକି ମାରୁଛି । ଚୀନ୍‌ରେ ମୃତ୍ୟୁର ତାଣ୍ଡବ କରୁଛି ମହାମାରୀ ।…

ଚୀନରେ କୋଭିଡ୍‌ ସ୍ଥିତି ବେହାଲ…ହସ୍ପିଟାଲ, ଶ୍ମଶାନରେ ଲମ୍ବା ଲାଇନ୍‌; ଦ୍ରୁତ ସଂକ୍ରମଣ ହେତୁ ମରିପାରନ୍ତି ଲକ୍ଷ ଲକ୍ଷ…

ଚୀନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଚୀନର ବଡ଼ ବଡ଼ ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ସବୁଠି କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ପୁଣିଥରେ କରୋନା ବିସ୍ଫୋରଣ ହେବାର ସମ୍ଭାବନା ଉପୁଜିଛି। ବରିଷ୍ଠ ମହାମାରୀ ବିଶେଷଜ୍ଞ ଚୀନର ୬୦…

ମଣିଷ ତିଆରି କରିଥିଲା କୋଭିଡ୍‌ ଭାଇରସ୍‌! ବୁହାନ ଲ୍ୟାବର ପୂର୍ବତନ ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

କରୋନା ମହାମାରୀ ବିସ୍ତାର କରିଥିବା କୋଭିଡ୍-୧୯ ଭାଇରସ୍‌କୁ ନେଇ ପ୍ରଥମରୁ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଏବେ ସତ ପ୍ରମାଣିତ ହେଉଛି। ଚୀନର ବୁହାନ ଲ୍ୟାବରେ କାମ କରିଥିବା ଜଣେ ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କୋଭିଡ୍‌-୧୯ ଭାଇରସ୍‌ ମାନବ ନିର୍ମିତ…

ଚୀନର ଅଜବ ପ୍ରଥା! ଅବିବାହିତ ପୁରୁଷଙ୍କ କବରରେ ପକାଯାଏ ମହିଳାଙ୍କ ହାଡ଼, ପରେ କରାଯାଏ ବାହାଘର, ମହିଳାଙ୍କ ଶବର ନିଲାମ…

ଦୁନିଆରେ ପ୍ରତ୍ୟେକ ସ୍ଥାନରେ ଥିବା ଲୋକ ନିଜର ଭିନ୍ନ ଭିନ୍ନ ମାନ୍ୟତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏ ପ୍ରତ୍ୟେକଟି ସ୍ଥାନର ବିଶ୍ୱାସ ଅନ୍ୟଠାରୁ ରହିଥାଏ ସମ୍ପୂର୍ଣ୍ଣ ଭିନ୍ନ। ଯାହାକୁ ଶୁଣିଲା ପରେ ଆମେ ବି ଆଶ୍ଚର୍ଯ୍ୟ ହୋଇଯାଉ। ବିଶ୍ୱାସ ବି କରିବାକୁ ଟିକେ କଷ୍ଟ ଲାଗେ। ତେବେ ସବୁ ଦେଶ…