Browsing Tag

church

ଆଜି ପବିତ୍ର ବଡଦିନ: ଏଥିପାଇଁ ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ। ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକମାଳାରେ ବେଶ ଆକର୍ଷଣୀୟ ହୋଇଥିଲା ଚର୍ଚ୍ଚ।…

କ’ଣ ରହିଛି ଇସ୍ରାଏଲ୍‌ର ଏହି ବିବାଦୀୟ ସିଡିର କାହାଣୀ, ଜାଣନ୍ତୁ କାହିଁକି ବର୍ଷ ବର୍ଷ ଧରି ସେହିଠାରେ ପଡ଼ିଛି

ହମାସ ସହ ଯୁଦ୍ଧ ଯୋଗୁ ଏବେ ଇସ୍ରାଏଲ୍ ଚର୍ଚ୍ଚାରେ ରହିଛି । ଲୋକମାନେ ଏହି ଛୋଟିଆ ଦେଶ ଏବଂ ଏହାର ନାଗରିକମାନଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଚାହୁଁଛନ୍ତି। ହେଲେ ଆଜି ଆମେ ଆପଣଙ୍କୁ ଏହି ଦେଶ କିମ୍ବା ଏହାର ନାଗରିକମାନଙ୍କ ବିଷୟରେ ନୁହେଁ, ବରଂ ଏହାର ଏକ ସହର ‘ଜେରୁଜେଲମ୍‌’ରେ ଥିବା ଏକ…

ଗାଜାରେ ୯୦୦ ବର୍ଷ ପୁରୁଣା ଚର୍ଚ୍ଚ ଉପରେ ଆକ୍ରମଣ, ଇସ୍ରାଏଲ୍‌କୁ ଦାୟୀ କଲା ହମାସ୍‌

ଇସ୍ରାଏଲ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛି ହମାସ୍‌। ୯୦୦ ବର୍ଷ ପୁରୁଣା ଏକ ଚର୍ଚ୍ଚ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ ଅଭିଯୋଗ କରିଛି। ଏହି ଆକ୍ରମଣରେ ବହୁ ସଂଖ୍ୟକ ବିସ୍ଥାପିତ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ କହିଛି। ହମାସ ଦ୍ୱାରା ନିୟନ୍ତ୍ରିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…

ପ୍ରାର୍ଥନା ଚାଲିଥିବା ବେଳେ ଖସିପଡିଲା ଚର୍ଚ୍ଚ ଛାତ, ୭ ମୃତ, ଅନେକ ଫସିଥିବା ଆଶଙ୍କା

ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ବେଳେ ଖସିପଡିଲା ଛାତ । ଘଟଣାରେ ୭ ଜଣ ମରିଥିବା ବେଳେ ୩୦ ଜଣ ଫସିଥିବା ଆଶଙ୍କା କରାଯାଉଛି । ଉତ୍ତର ମେକ୍ସିକୋର ତମୁଲିପାସ ଷ୍ଟେଟ କହିଛି କି, ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଖାପାଖି ୧୦୦ ଲୋକ ଥିଲେ । ଏହି ଘଟଣାରେ ମେକ୍ସିକାନ କାଉନସିଲ ଅଫ ବିଶପ୍ସ ବୟାନ…

ବିଳମ୍ବିତ ରାତିରେ ଚର୍ଚ୍ଚରେ ଭୟଙ୍କର ଗୁଳିମାଡ଼: ୬ ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ : ଜର୍ମାନୀ ହମବର୍ଗର ଏକ ଚର୍ଚ୍ଚରେ ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସର କହିବାନୁସାରେ, ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।…

ଇଜିପ୍ଟ: ସଭା ଚାଲିଥିବା ବେଳେ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ; ୪୧ ଜଣ ଜୀବନ୍ତ ଦଗ୍ଧ

ଇଜିପ୍ଟର ଏକ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଇଜିପ୍ଟର କୋପ୍ଟିକ୍‌ ଚର୍ଚ୍ଚ ସୂତ୍ରରୁ ଜଣାପଡ଼ିଛି ଯେ କାହିରାସ୍ଥିତ ଚର୍ଚ୍ଚରେ ଏହି ଅଗ୍ନିକାଣ୍ଡ ଦ୍ୱାରା ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି। ନିଆଁ…

ଦକ୍ଷିଣ ନାଇଜେରିଆର ଚର୍ଚ୍ଚ ଭିତରେ ଠେଲାପେଲା: ୩୧ ମୃତ, ୭ ଆହତ; ଘଟଣାକୁ ନେଇ ପୁରା ଅଞ୍ଚଳ ସିଲ୍‌ କଲା ପୋଲିସ

ନୂଆଦିଲ୍ଲୀ : ଦକ୍ଷିଣ ନାଇଜେରିଆର ଏକ ଗିର୍ଜାଘରେ ଶନିବାର ବଡ ଧରଣର ଅଘଟଣ ଘଟିଛି। ଏଠାରେ ଚର୍ଚ୍ଚକୁ ଭୋଜନ ନେବାକୁ ଆସିଥିବା ବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ମିକିଛି। ଏଥିରେ ୭ ଜଣ ଆହତ…

ବିଏମସିର କଟକଣା: ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ, ପ୍ରତି ଲୋକଙ୍କ ମଧ୍ୟରେ ରହିବ ୬ ଫୁଟ୍ ବ୍ୟବଧାନ

ଭୁବନେଶ୍ବର(କେନ୍ଯୁଜ୍): ଡବଲ ଡୋଜ୍‌ ନେଇଥିଲେ ଚର୍ଚ୍ଚକୁ ପ୍ରବେଶ ଅନୁମତି । ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ୍‌ ଟିକା ନେଇଥିଲେ, ସେମାନଙ୍କୁ ହିଁ ଚର୍ଚ୍ଚକୁ ଭିତରକୁ ପ୍ରବେଶ ପାଇଁ ଅନୁମିତି ଦିଆଯିବ । ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରିବା ସହ ଲକ୍ଷଣଯୁକ୍ତ ଲୋକଙ୍କୁ…

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ:  ଘରେ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଅନୁରୋଧ

ଭୁବନେଶ୍ବର(କେନ୍ୟୁଜ୍):  ଆଉ ୨ଦିନ ପରେ କ୍ରିସମାସ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା। ଏହାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ । ଚର୍ଚ୍ଚରେ ବଡ଼ଧରଣର ସାଜସଜ୍ଜା ମଧ୍ୟ ହେବନାହିଁ। ପ୍ରଭୁ ଯୀଶୁଙ୍କ…

ପୃଥିବୀର ଏମିତି ଏକ ଚର୍ଚ୍ଚ ଯାହାକୁ ୪୦ ହଜାର ଲୋକଙ୍କ ହାଡ଼ରେ ସଜାଯାଇଛି

ଚର୍ଚ୍ଚ, ମସଜିଦ, ମନ୍ଦିର ଆଦି ସ୍ଥାନମାନଙ୍କୁ ଧାର୍ମିକ ସ୍ଥଳ ଭାବେ ଧରାଯାଇଥାଏ । ଏହି ପରି ସ୍ଥାନକୁ ସାଧାରଣତଃ ଲୋକମାନେ ସାଧାରଣତଃ ଭଗବାନଙ୍କୁ ସ୍ମରଣ କରିବାକୁ ଯାଇଥାନ୍ତି । କିନ୍ତୁ ଏପରି ଧର୍ମ ସ୍ଥଳକୁ ଯେ ମଣିଷ ହାଡ ଦ୍ୱାରା ସଜାଯିବ, ତାହା ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ହଁ…

ଚର୍ଚ୍ଚରେ ଥିବା ଏହି ପୁରୁଣା ପରମ୍ପରା ପାଇଁ ସମାଜରେ ବଢ଼ୁଛି ମହିଳାଙ୍କ ଯୌନଶୋଷଣ, ଜାଣନ୍ତୁ କିପରି ?

'କନଫେସନ' ଅର୍ଥାତ୍ ନିଜ ଭୁଲ ବିଷୟରେ ଜଣଙ୍କ ସାମ୍ନାରେ ଖୋଲି କହିବା। ଏହା ଦ୍ବାରା ଜଣଙ୍କ ମନର ବୋଝ ତ କମ ହୋଇଥାଏ ତାହା ସହ ସେହି ଭୁଲ ଆଉଥରେ ହେବନାହିଁ ବୋଲି କୁହାଯାଇଥାଏ। ଖ୍ରୀଷ୍ଟିଆନ ଧର୍ମରେ କ୍ୟଥୋଲିକ୍ ଏବଂ ଅର୍ଥୋଡ଼କ୍ସ ଚର୍ଚ୍ଚରେ କନଫେସନ କରିବା ଏକ ସାଧାରଣ କଥା। ଲୋକ ସାଧାରଣତଃ…

ବଡ଼ଦିନ ପାଇଁ ବଡ଼ ପ୍ରସ୍ତୁତି, ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜ୍ୟର ବିଭିନ୍ନ ଚର୍ଚ୍ଚ

ଭୁବନେଶ୍ବର : ବଡ଼ଦିନ ପାଇଁ ବଡ଼ ପ୍ରସ୍ତୁତି । ଜମି ଆସିଲାଣି ଖ୍ରୀଷ୍ଟମାସ୍‌ ମାହୋଲ । ରଙ୍ଗୀନ ଆଲୋକମାଳାରେ ଝଲସୁଛି ରାଜ୍ୟର ବିଭିନ୍ନ ଚର୍ଚ୍ଚ । ଜୋରସୋରରେ ଚାଲିଛି ସାଜସଜ୍ଜା । କେହି କେହି ଗୀତ ନାଚ ପାଇଁ ବି ପ୍ରସ୍ତୁତି ଚଳାଇଛନ୍ତି । ପ୍ରଭୁ ଯୀଶୁଙ୍କ ଜନ୍ମୋତ୍ସବ ପାଇଁ ଉତ୍କଣ୍ଠାର ସହ…