Browsing Tag

collapsed tunnel

ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ, ଆଜି ରାତି କିମ୍ବା ଆସନ୍ତାକାଲି ଓଡ଼ିଶା ଅଣାଯିବ

ରିଷିକେଶ ଏମ୍ସ ହସପିଟାଲରୁ ଡିସଚାର୍ଜ ହେଲେ ସମସ୍ତ ୫ ଓଡ଼ିଆ ଶ୍ରମିକ । ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ନିଆଯାଉଛି । ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ସେମାନଙ୍କୁ ଓଡ଼ିଶା ଅଣାଯିବା ନେଇ ସୂଚନା ମିଳିଛି । ରାଜ୍ଯ ସରକାରଙ୍କ ଅଧିକାରୀ ଶ୍ରମିକଙ୍କୁ ସୁରକ୍ଷିତ ଓଡ଼ିଶା ପହଞ୍ଚାଇବେ । ଟନେଲରୁ…

ଉଦ୍ଧାର ଶ୍ରମିକଙ୍କୁ ଏମ୍ସ ଏୟାରଲିଫ୍ଟ

ପାଖାପାଖି ୪୦୦ ଘଣ୍ଟାର ଅପରେସନ୍ । ୧୭ ଦିନ ପରେ ମିଳିଲା ପୁନର୍ଜୀବନ । ଟନେଲର ଅନ୍ଧାରି ଅଞ୍ଚଳରୁ ବାହାରି ନୂଆ ସୂର୍ଯ୍ୟୋଦୟ ଦେଖିଲେ ୪୧ ଶ୍ରମିକ । ଉତ୍ତରକାଶୀ ଟନେଲ୍ ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସାରା ଦେଶ ଆଶ୍ବସ୍ତ ହୋଇଛି । ଉତ୍ତରକାଶୀ ଟନେଲରୁ ଉଦ୍ଧାର ସମସ୍ତ ୪୧ ଶ୍ରମିକ ସୁସ୍ଥ ଓ…

ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସବୁ ଏଜେନ୍ସୀ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ଟନେଲରୁ ଉଦ୍ଧାର ପରେ ୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେମାନଙ୍କର ସାହସ ଓ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି । ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସମସ୍ତ ଏଜେନ୍ସୀ, ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ…

ଟନେଲର ଅନ୍ଧାରି ଅଞ୍ଚଳରୁ ବାହାରି ନୂଆ ସୂର୍ଯ୍ୟୋଦୟ ଦେଖିଲେ ୫ ଓଡ଼ିଆ, ଆସନ୍ତାକାଲି ସୁଦ୍ଧା ଫେରିବେ ଓଡ଼ିଶା

କେନ୍ୟୁଜ(ବ୍ୟୁରୋ) : ଉତ୍ତରକାଶୀ ସୁଡଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଭିତରେ ଥିଲେ ୫ ଓଡ଼ିଆ । ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଅଛି । ଅଧିକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୨୪ ଘଣ୍ଟା ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ।…

୧୭ଦିନ ପରେ ନୂଆ ସୂର୍ଯ୍ୟୋଦୟ, ଟନେଲରୁ ବାହାରିଲେ ସମସ୍ତ ୪୧ ଶ୍ରମିକ, କେମିତି ଥିଲା ୪୦୦ ଘଣ୍ଟାର ଅପରେସନ୍

ସୁଡ଼ଙ୍ଗ ମଧ୍ୟରେ ୧୭ଦିନ। ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ପ୍ରକ୍ରିୟା ନଥିଲା ସହଜ। ନାନା ବାଧା, ବହୁ ବିଘ୍ନ ମଧ୍ୟରେ ଚାଲିଥିଲା ରେସକ୍ୟୁ ଅପରେସନ। ୪୦୦ ଘଣ୍ଟାର ଅପରେସନ୍ ପରେ ବାହାରିଲେ ସମସ୍ତ ଶ୍ରମିକ। ପାଇପ ଯୋଗେ ଏନଡିଆରଏଫ ଓ ଏସଡିଆରଏଫ ସଦସ୍ୟ ସେମାନଙ୍କୁ…

ରାଟ୍‌ ହୋଲ୍‌ ମାନର୍‌ କଣ ? ଆସନ୍ତୁ ଜାଣିବା କିପରି କରନ୍ତି ଖନନ କାର୍ଯ୍ୟ

ଉତ୍ତରକାଶୀ ଟନେଲ ତଳୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଚାଲିଛି ଜୋରଦାର୍ ପ୍ରୟାସ ।ଫେଲ୍‌ ମାରିଲା ବଡ଼ ବଡ଼ ମେସିନ୍‌ । କମାଲ୍‌ ଦେଖାଇଲା ରାଟ୍‌- ହୋଲ୍‌ ମାନର୍‌ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ନୂଆ ଜୀବନ ପାଇବେ ଶ୍ରମିକ । ଦେଖିବେ ସୂର୍ଯ୍ୟର ଆଲୋକ। ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଏ…

ଶ୍ରମିକଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା, ଉଦ୍ଧାର ହେବାକୁ ଆହୁରି ମାସେ

ଆଜିକୁ ୧୫ ଦିନ ହେବ ଚାଲିଛି ଉଦ୍ଧାର କାର୍ଯ୍ୟ । କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ୪୧ ଶ୍ରମିକ? ଦିନ ଯେତେ ଗଡୁଛି, ସୁରକ୍ଷିତ ଉଦ୍ଧାର ନେଇ ବଢୁଛି ଦେଶବାସୀଙ୍କ ଉତ୍କଣ୍ଠା । ଏବେ ଟନେଲରେ ଫସିରହିଥିବା ଶ୍ରମିକ ମାନଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା । ବିଏସଏନଏଲ ପକ୍ଷରୁ…

ଟନେଲରେ ଓଡ଼ିଆ ଶ୍ରମିକ: ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟିଲେ ପରିବାର ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା…

ଟେକ୍ନିକାଲ୍ ସମସ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ, ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ

ନୂଆଦିଲ୍ଲୀ : କେବେ ଘଟିବ ଅପେକ୍ଷାର ଅନ୍ତ ? କେବେ ସରିବ ଉତ୍ତରକାଶୀରେ ଟନେଲ ରେସକ୍ୟୁ ଅପରେସନ୍ ? ନୂଆ ସୂର୍ଯ୍ୟୋଦୟ ଅପେକ୍ଷାରେ ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଆଉ ୧୪ ମିଟର ବାକି ରହିଛି । କିନ୍ତୁ ଟେକ୍ନିକାଲ୍ ସମସ୍ୟା ଯୋଗୁ ପୁଣି ଥରେ…

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ଯିବେ ସେମାନଙ୍କ ପରିବାର

ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ଯିବେ ସେମାନଙ୍କ ପରିବାର। ଆସନ୍ତାକାଲି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ଓଡ଼ିଆ ସମେତ ଦୁଇ ଜଣ ଲେବର ଅଫିସର । ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫସିଥିବା…

ଆଉ କିଛି ସମୟର ଅପେକ୍ଷା: ହଟିବ ଅନ୍ଧାର, ବଞ୍ଚିବ ଜୀବନ; ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ଉତ୍କଣ୍ଠାରେ ସାରା ଦେଶ । ହଟିବ ଅନ୍ଧାର, ବଞ୍ଚିବ ଜୀବନ। ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ। ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ ।…

୧୦ ଦିନ ହେଲାଣି ଅନ୍ଧାରୀ ସୁଡ଼ଙ୍ଗ ଭିତରେ ଫସିଛି ଜୀବନ, ଉଦ୍ଧାର ଅପେକ୍ଷାରେ ୪୧ ଶ୍ରମିକ

ନୂଆଦିଲ୍ଲୀ : ଦିନ ପରେ ଦିନ ବିତୁଛି । ୧୦ ଦିନ ହେଲାଣି, ସରୁନି କାମ । ଉତ୍ତରକାଶୀରେ ଟନେଲ୍ ଧ୍ବଂସାବଶେଷ ତଳେ ଉଦ୍ଧାର ଅପେକ୍ଷାରେ ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର ପାଇଁ କୌଣସି ଯୋଜନା ସଫଳ ହୋଇନାହିଁ । ସୁଡଙ୍ଗରେ ଅଗର ମେସିନ୍ ଦ୍ବାରା ଚାଲିଥିବା ଡ୍ରିଲିଂ କାମ ଏବେ ବନ୍ଦ…