ଶବ ବ୍ୟବଚ୍ଛେଦ କରିବାର ନୂଆ ଟେକନିକ୍ ‘ଭର୍ଚୁଆଲ ଅଟୋପ୍ସି’, କେମିତି ହୁଏ ଜାଣନ୍ତୁ..
ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ହସାଇବାକୁ ନାହାନ୍ତି। ୪୨ ଦିନ ପର୍ଯ୍ୟନ୍ତ ଜୀବନ ସହିତ ସଂଘର୍ଷ କରି ଶେଷରେ ଗତକାଲୀ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ରାଜୁଙ୍କୁ ୫୮ ବର୍ଷ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଏହା…