ମହିଳା ହାବିଲଦାରଙ୍କୁ ନିର୍ଯାତନା ପ୍ରସଙ୍ଗ, ରିଜର୍ଭ ଇନ୍ସପେକ୍ଟର ଓ ହାବିଲଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଅନୁଗୁଳ: ଅନୁଗୁଳର ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ପ୍ରସଙ୍ଗ । ରିଜର୍ଭ ଇନ୍ସପେକ୍ଟର ଗୋବର୍ଦ୍ଧନ ମହାରୀ ଏବଂ ହାବିଲଦାର ଶୁଭକାନ୍ତ ସାହୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ଓଡ଼ିଶା ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘର ଅନୁଗୁଳ ଶାଖା । ସଂଘ ଏହି ଦୁଇ ଜଣଙ୍କ ବିରୋଧରେ ଅନୁଗୁଳ…