ପେଟ ସଫା ହେବାରେ ହେଉଛି କି ସମସ୍ୟା, ତେବେ ଆପଣାନ୍ତୁ ଏହି ଉପାୟ ଚୁଟକିରେ ହେବ ସମସ୍ୟା ଦୂର
ଖାଦ୍ୟପେୟରେ ଅନିୟମିତତା କାରଣରୁ କମ୍ ବୟସରେ ଏଣିକି ପେଟ ସମସ୍ୟା ଦେଖାଯାଉଛି। ଏପରିକି ପେଟ ସଫା ନରହିଲେ ପେଟ ଗୋଳମାଳିଆ ଲାଗିଥାଏ । ଠିକ୍ ସମୟରେ ନଖାଇବା, ଶୋଇବାରେ ସମୟସୀମା ନରହିବା କାରଣରୁ ଏଭଳି ପରିସ୍ଥିତିକୁ ସାମ୍ନା କରିବାକୁ ପଡିଥାଏ। ତେଣୁ ଥରକରେ ପେଟ ସଫା ନହେବା ଏବେ ସାଧାରଣ…