Browsing Tag

corona death

ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ, RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ ଘୋଷଣା

ରାଉରକେଲା: ରାଉରକେଲାରେ ପ୍ରଥମ ଜୀବନ ନେଲା କରୋନା ମହାମାରୀ। ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତ ବ୍ଯକ୍ତି ଜଣଙ୍କ ରାଉରକେଲା IGHରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ପରେ RMC ପକ୍ଷରୁ କିଛି ସ୍ଥାନ କଣ୍ଟେନ୍‌ମେଣ୍ଟ…

ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ : ଅନୁଗୁଳ ଜିଲ୍ଲାରେ ହେଲା ପ୍ରଥମ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ପୁଣି କରୋନା ନେଲା ଆଉ ୨ ଜୀବନ। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଉଭୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅନୁଗୁଳ ଜିଲ୍ଲାର…

ରାଜ୍ଯରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୃତକ ଉଭୟ ମହିଳା

ଗଞ୍ଜାମ: ରାଜ୍ୟରେ ପୁଣି ୨ କରୋନା ସଂକ୍ରମିତଙ୍କ ମୃତ୍ୟୁ । ଏହି ମୃତକ ଦୁଇଜଣ ଗଞ୍ଜାମ ଜିଲ୍ଲାର । ମୃତକ ଉଭୟ ମହିଳା ବୋଲି ଜଣାପଡିଛି । ଜଣେ ୪୮ ବର୍ଷୀୟ ଓ ଅନ୍ୟ ଜଣେ ୩୯ ବର୍ଷୀୟ । ଏମାନେ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି…

ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ, ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ମୃତକଙ୍କ ସଂଖ୍ଯା ୧୮କୁ ବୃଦ୍ଧି ପାଇଛି ।ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷିୟ ପୁରୁଷ। ସେ ବିଭିନ୍ନ ରୋଗରେ ପୀଡିତ ଥିଲେ । ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ଆଉ ୧୭୦ କରୋନା…

ପୁଣି ରାଜ୍ଯରେ କରୋନା ମୃତ୍ୟୁ, ଭାଇରସ ନେଲା ଆଉ ଏକ ଜୀବନ

ଗଂଜାମ(କେନ୍ଯୁଜ୍): ପୁଣି ରାଜ୍ଯରେ କରୋନା ମୃତ୍ୟୁ । କରୋନା ସଂକ୍ରମଣ କାରଣରୁ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଓଡିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ଯା ୧୫ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ। ମୃତକ ଜଣକ ଗଂଜାମ ଜିଲ୍ଲାର ୪୬ ବର୍ଷୀୟ ବ୍ଯକ୍ତି…

ଚରମ ଅବହେଳାର ଉଦାହରଣ, ୮ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ବାଥରୁମ ଭିତରେ ପଡିରହିଥିଲା କରୋନା ରୋଗୀଙ୍କ ଶବ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସମୟରେ ମହାରାଷ୍ଟ୍ରର ଜଲଗାଓଁ ସିଭିଲ ହସପିଟାଲରେ ଚରମ ଅବହେଳା ସାମ୍ନାକୁ ଆସିଛି । ଏଠାରେ ଜୁନ୍ ୨ ତାରିଖରୁ ନିଖୋଜ ଥିବା କରୋନା ପଜିଟିଭ୍ 80 ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ହସ୍ପିଟାଲର ବାଥରୁମରେ…

ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଲା, ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ପ୍ରାଣ ନେଲା ମହାମାରୀ

ଭୁବନେଶ୍ବର: ରାଜ୍ଯରେ ଦୁଇ ଅଙ୍କ ଛୁଇଁଲା କରୋନା ମୃତ୍ୟୁ ସଂଖ୍ଯା । ଭୁବନେଶ୍ବରରେ ଜଣେ ୩୮ବର୍ଷିୟା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ଯରେ କରୋନା ମୃତ୍ୟୁ ସଂଖ୍ଯା ୧୦ରେ ପହଁଚିଛି। ତେବେ ସୂଚନା ଥାଉକି, ମହିଳା ଜଣଙ୍କ ସୋରିୟାସିସ୍ ପାଇଁ ଦୀର୍ଘ ଦିନ ଧରି…

ଜନ୍ମ ଦିନରେ ମୃତ୍ୟୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ଦେହାନ୍ତ, କରୋନାରେ ହୋଇଥିଲେ ସଂକ୍ରମିତ

ତାମିଲନାଡୁ: ତାମିଲନାଡୁର ବିଧାୟକ ଜେ. ଅନ୍‌ବାଝାଗନଙ୍କ ମୃତ୍ୟୁ । ୬୨ ବର୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସବୁଠାରୁ ଦୁଃଖର କଥା ଆଜି ତାଙ୍କର ଜନ୍ମ ଦିନ ଥିବାବେଳେ ତାଙ୍କର ଜୀବନ ମଧ୍ଯ ଆଜି ଯାଇଛି। ତେବେ କରୋନାରେ ସଂକ୍ରମିତ ହୋଇ ଚେନ୍ନାଇର ଏକ କୋଭିଡ୍‌ ହସ୍ପିଟାଲରେ…

ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା…

ବିଶ୍ୱରେ କରୋନା ସଂକ୍ରମଣରେ ୧୦ ନମ୍ବର ସ୍ଥାନରେ ଭାରତ: ୨୪ ଘଣ୍ଟାରେ ଭିତରେ ୬ ହଜାର ୯୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବ୍ୟାପିବାରେ ଲାଗିଛି ସଂକ୍ରମଣ। ବିଶ୍ୱରେ କରୋନା ପ୍ରଭାବିତ ତାଲିକାର ୧୦ ତମ ତାଲିକାରେ ରହିିଛି ଭାରତ । ଏଯାଏ ଦେଶରେ ୧ ଲକ୍ଷ ୩୮ ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ଯକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ରାଜ୍ୟରେ ସପ୍ତମ କରୋନା ମୃତ୍ୟୁ, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ବର : ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ସେ ନିକଟରେ ସୁରତରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗଞ୍ଜାମରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି…