Below header
Browsing Tag

corona positive

ଭୁବନେଶ୍ବରରୁ ୬ ଜଣ ଓ କଟକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ୬ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ  ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ ଜଣ ଲୋକାଲ୍ କେସ୍ ହୋଇଥିବା ନେଇ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି…

କଟକ: ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲେ ଆହାର କେନ୍ଦ୍ର କର୍ମଚାରୀ

କଟକ(କେନ୍ୟୁଜ୍): ପୁଣି କ୍ୟାନସର ହସ୍ପିଟାଲରେ ୬ କରୋନା ଆକ୍ରାନ୍ତ ଚିହ୍ନଟ। ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସୂଚନା ଦେଇଛନ୍ତି CDMO ସତ୍ୟବ୍ରତ ଛୋଟରାୟ।  ଗତକାଲି ୨ ଜଣ ନର୍ସ ଓ ପୂର୍ବରୁ…

ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ ,…

ଭୁବନେଶ୍ବରରେ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୨୫ ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ୧୩ ଜଣ ଲୋକାଲ୍ କେସ୍। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। 38 new COVID positive cases in Bhubaneswar today. Total active cases…

ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍, ବ୍ୟାଙ୍କକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍ ଚିହ୍ନଟ । ଜଣାପଡିବାପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାରେ ବଢୁଛନ୍ତି ପଜିଟିଭ୍‌ ।…

କଟକର କ୍ୟାନସର ହସ୍ପିଟାଲରେ ପଶିଲା କରୋନା, କେମୋ ଓ୍ୱାର୍ଡ ସିଲ୍

କେନ୍ୟୁଜ୍ (ବ୍ୟୁରୋ):କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କରୋନା ପଜିଟିଭ୍‌ ଚିହ୍ନଟ । ସଂକ୍ରମିତ ରୋଗୀ ଜଣଙ୍କ ଜରୁରୀକାଳୀନ ଓ୍ଵାର୍ଡରେ ଥିଲେ । ତାଙ୍କ ଘର ଗଂଜାମ ଜିଲ୍ଲାରେ । ଗତ ୧୯ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ…

କରେନା ପଜିଟିଭ୍‌ ହେଲେ ମିଳିବ ଟଙ୍କା ! ବହୁତ ଜଲଦି ଆସୁଛି ଆପଣଙ୍କ ପାଇଁ ଏହି ନୂଆ ସ୍କିମ

ଏବେ ପ୍ରତ୍ୟେକ ଲୋକ କରୋନା ଭାଇରସ୍‌ ଠାରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜୁଛନ୍ତି। କଣ କରିହେବ କେମିତି ଏହି କିଲର ଭାଇରସ ଠାରୁ ରକ୍ଷା ପାଇହେବ ତାକୁ ନେଇ ସମସ୍ତଙ୍କ ଚିନ୍ତା। କିନ୍ତୁ ଏହାରି ଭିତରେ ଆପଣଙ୍କ ପାଇଁ ଖୁସି ଖବର। ଏକ ବହୁତ ଭଲ ସ୍କିମ ଆପଣଙ୍କ ପାଇଁ ଆମେ ନେଇଆସିଛୁ। ଏହି ସ୍କିମ…

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ, ଗତକାଲି କରାଯାଇଥିଲା କୋଭିଡ-୧୯ ଟେଷ୍ଟ

ପୁରୀ: ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୧୪୩ଜଣ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ରଥଯାତ୍ରା ପୂର୍ବରୁ ଏଭଳି କରାଯିବାକୁ ନିର୍ଦ୍ଦେଶ…

ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରେ ପୁଣି ୧୧ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ପଜିଟିଭ୍ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଭୁବନେଶ୍ବର ମୁନିସିପାଲିଟି ଅଞ୍ଚଳରେ ମୋଟ ପଜିଟିଭ୍ ସଂଖ୍ଯା ୧୯୬ରେ ପହଁଚିଛି । ତେବେ ବର୍ତ୍ତମାନ ଏଠାରେ ୯୯ ଆକ୍ଟିଭ୍ କେସ୍…

ଦେଶରେ ଅଣାୟତ୍ତ କରୋନା, ୨୪ ଘଣ୍ଟାରେ ୧୪ହଜାର ୮୨୧ ଆକ୍ରାନ୍ତ ଚିହ୍ନଟ

କେନ୍ଯୁଜ୍: ଦେଶରେ ଅଣାୟତ୍ତ ହେଉଛି କରୋନା । ପ୍ରତିଦିନ ରେକର୍ଡ କରୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୪ହଜାର ୮୨୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୪୫ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ନୂଆ ପଜିଟିଭ୍‌ ଚିହ୍ନଟ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୨୫ହଜାର ୨୮୨ରେ…

ପୁଣି ରାଜ୍ଯରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ଯା ୫୩୦୩କୁ ବୃଦ୍ଧି

କେନ୍ଯୁଜ୍:  ଆଜି ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତ ସଂଖ୍ୟା ୫୩୦୩ ଛୁଇଁଛି। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ନୟାଗଡରୁ ୧୩, ବାଲେଶ୍ବର ୧୩, କଟକ ୨୦,…

କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କରେ ପଶିଲା କରୋନା, ୨୪ ଘଣ୍ଟା ପାଇଁ ରକ୍ତ ଭଣ୍ଡାର ବନ୍ଦ

କେନ୍ୟୁଜ୍ (ବ୍ୟୁରୋ):  କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍ ବ୍ୟାଙ୍କରେ କରୋନା ପଜିଟିଭ୍‌ । ବ୍ଲଡ୍ ବ୍ୟାଙ୍କର ଜଣେ ଟେକନିସିଆନଙ୍କୁ କରୋନା ପଜିଟିଭ୍‌ । ଏହା ଜଣାପଡିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଛି । ଏହାସହ ୨୪ ଘଣ୍ଟା ପାଇଁ ବ୍ଲଡ୍ ବ୍ୟାଙ୍କକୁ ବନ୍ଦ କରାଯାଇଛି ।…