Browsing Tag

corona positive

ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଙ୍ଗରୋଧରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର, ସେ ନୂଆଦିଲ୍ଲୀରୁ…

ଦେଶରେ ୩ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୪୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୩୮୬ ଜଣଙ୍କ ଜୀବନ ନେଇଛ ମାରାତ୍ମକ ଭାଇରସ । ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୮ ହଜାର…

ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସି କରୋନା ପଜିଟିଭ୍‌

ଗଞ୍ଜାମ : ଗଞ୍ଜାମ ଛତ୍ରପୁର ଏସ୍‌ଡିପିଓ କରୋନା ପଜିଟିଭ୍‌ । ଛତ୍ରପୁର ଆଇଆଇସି ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି । ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସ୍‌ପି ।

ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର

ଭୁବନେଶ୍ୱର: ଡିସଚାର୍ଜ ହେଲେ ଭୁବନେଶ୍ୱର ଏମସ୍‌ର ପ୍ରଥମ କୋଭିଡ୍‌ ପଜିଟିଭ୍‌ ଡାକ୍ତର। ଗତକାଲି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି । ଏ ନେଇ ଏମସ୍‌ର ନିର୍ଦ୍ଦେଶିକା ଗୀତାଞ୍ଜଳି ବାଟମାନାବାନେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସମସ୍ତ ଡାକ୍ତର,…

ରାଜ୍ୟରେ ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ର

ମାହାଙ୍ଗା(କେନ୍ୟୁଜ୍): ରାଜ୍ୟରେ  ପୁଣି ୨୬ କରୋନା ଆକ୍ରାନ୍ତ ଚିହ୍ନଟ।  କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ  ୨୨ କ୍ୱାରେଣ୍ଟିନ୍ ସେଣ୍ଟର, ୪ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଏନେଇ ବିଡିଓ…

ଅନୁଗୁଳ ଜିଲ୍ଲାରୁ  ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ୍ (ବ୍ୟୁରୋ): ଅନୁଗୁଳ ଜିଲ୍ଲାରୁ  ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଅନୁଗୁଳ ଜିଲ୍ଲା…

ଭୁବନେଶ୍ୱରରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ, ଜଣେ ସୁସ୍ଥ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆପୋଲୋ ହସ୍ପିଟାଲର ଜଣେ ୨୫ ବର୍ଷୀୟ କର୍ମଚାରୀଙ୍କୁ କରୋନା ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ନୟାପଲ୍ଲୀ ଅଞ୍ଚଳର ୬୭ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଅନ୍ଯପଟେ କଳିଙ୍ଗ ବିହାର ଅଞ୍ଚଳର ଜଣେ ୩୦…

ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ । ବରଗଡ ପୌର ପରିଷଦ ଅଧିନ ମାଷ୍ଟର ଟିକ୍ରା ବାସିନ୍ଦା ତଥା ମୁମ୍ବାଇ ଫେରନ୍ତା ଜଣେ ମହିଳା ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଘର…

ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟା ଓ ତାଙ୍କ ମା’ଙ୍କୁ କରୋନା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବରିଷ୍ଠ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କୁ କରୋନା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀର ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ସିନ୍ଧିୟା ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିୟାଙ୍କର ରିପୋର୍ଟ କରୋନା ପଜିଟିଭ୍‌ ବାହାରିଛି। ଗତ ୪ ଦିନ ହେଲା ସେ…

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ, ସଂଶ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ…

ନୟାଗଡ଼: ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ କାର୍ଯ୍ୟରତ ଡାକ୍ତର ଓ ନର୍ସ କରୋନା ପଜିଟିଭ। ଉଭୟଙ୍କ ସ୍ୱାବ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଦୁଇ ଜଣଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ସେମାନଙ୍କଠାରେ କୌଣସି ବି ଲକ୍ଷଣ ଦେଖାଯାଇନଥିଲା।…

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ପଶିଲା କରୋନା, ଦୁଇ ସେନା କର୍ମଚାରୀ ପଜେଟିଭ ଚିହ୍ନଟ

ବାଲେଶ୍ୱର (କେ ନ୍ୟୁଜ୍‌) : ଚାନ୍ଦିପୁର ସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ ପ୍ରତିରକ୍ଷା କର୍ମଚାରୀ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା ସତ୍ତ୍ବେ ପ୍ରତିରକ୍ଷା ବିଭାଗରେ ଏହି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ…

ଆସିଷ୍ଟାଣ୍ଟ ପ୍ରଫେସରଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ସିଲ୍ ହେଲା ICT

ଭୁବନେଶ୍ବର(କେନ୍ଯୁଜ୍): ଗଜପତି ନଗରରେ ରାସାୟନିକ ପ୍ରୌଧୋଗିକି ସଂସ୍ଥାନ (ICT) ଗତ ଶନିବାର ଦିନ କରୋନା ଭାଇରସ ପାଇଁ ଏକ ସହାୟକ ପ୍ରଫେସରଙ୍କ ଦ୍ବାରା ପରୀକ୍ଷଣ କରାଯିବା ପରେ ସିଲ୍ କରାଯାଇଥିଲା। ସୂଚନା ମୁତାବକ ଉତ୍କଳ ବିଶ୍ବବିଦ୍ଯାଳୟର ତିନଟି ବିଭାଗର ସଦସ୍ଯଙ୍କ ଠାରେ କୋଭିଡ୍‌ର କିଛି…