Below header
Browsing Tag

corona vaccine

କରୋନା ଟିକା ପରୀକ୍ଷଣରେ ସାମିଲ ହୋଇଥିବା ବ୍ଯକ୍ତିଙ୍କ ପାର୍ଶ୍ବ ପ୍ରତିକ୍ରିୟା ଆରୋପ ମିଥ୍ଯା: ସିରମ ଇନଷ୍ଟିଚ୍ଯୁଟ୍

ସିରମ୍ ଇନଷ୍ଟିଚ୍ଯୁଟ୍ ଦ୍ବାରା ପ୍ରସ୍ତୁତ ଅକ୍ସଫୋର୍ଡ ଟିକା (କୋଭିସିଲ୍ଡ)ର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଥିଲେ। ଚେନ୍ନାଇର ଜଣେ ବ୍ୟକ୍ତି ଟିକା ନେବା ପରେ ତାଙ୍କର ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେ ମାନସିକ ରୋଗର ଶିକାର ହେବା…

ଭାରତରେ ତିଆରି ହେବ କୋଭିଡ୍‌ ଭ୍ୟାକସିନ୍‌ Sputnik-V ର ୧୦ କୋଟି ଡୋଜ୍‌, ହେଟରୋ ସହ ଡିଲ୍‌ ଫାଇନାଲ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଖୁବ୍‌ଶୀଘ୍ର ଆସିବାକୁ ଯାଉଛି କରୋନା ଭାଇରସ୍‌ ଭ୍ୟାକସିନ୍‌। ଏହି ମାମଲାରେ ଭାରତୀୟଙ୍କ ପାଇଁ ଏକ ଖୁସିଖବର। ଋଷର କରୋନା ଭାଇରସ୍‌ ଭ୍ୟାକସିନ୍‌ ସ୍ଫୁଟନିକ୍‌ ଭି ଭାରତରେ ତିଆରି ହେବ। ଋଷର Russia's sovereign wealth fund ଓ ଭାରତୀୟ ଔଷଧ କମ୍ପାନୀ ହେଟରୋ…

ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପ୍ରସୂତୀ ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ଦିଆଯିବ ପ୍ରାଥମିକତା:…

ଭୁବନେଶ୍ବର: ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପ୍ରସୂତୀ ଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ଦିଆଯିବ ପ୍ରାଥମିକତା । କୋଭିଡ ପରିଚାଳନା ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।…

ଭାରତ ପାଇଁ ଚ୍ୟାଲେଞ୍ଜ ଭାବରେ ଛିଡା ହୋଇଛି “ଫାଇଜର” ଟୀକା, ଯାହାକୁ ରଖିବାକୁ ଆବଶ୍ୟକ -୭୦ ଡିଗ୍ରୀ…

କରୋନା ଭାଇରସ୍‌ ଟିକା ଫାଇଜର ଭାରତରେ ରଖିବା କଷ୍ଟକର । କହିରଖିବା ଉଚିତ ହେବକି, ଫାଇଜର ଟିକା ରଖିବାକୁ ଆବଶ୍ୟକ -୭୦ ଡିଗ୍ରୀ ସେଲସିୟସ ତାପମାତ୍ରା ଆବଶ୍ୟକ । ଯାହା ଭାରତ ଭଳି ବିକାଶଶୀଳ ଦେଶ ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଛିଡା ହୋଇଛି । ଫାଇଜର ଟିକାକୁ ନେଇ ଏପରି ଉଦ୍‌ବେଗ ପ୍ରକାଶ…

ପ୍ରଥମେ ଡାକ୍ତର, ଏମ୍‌ବିବିଏସ୍‌ ଛାତ୍ରଙ୍କ ସହ ୩୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା, ପ୍ରସ୍ତୁତ ହେଲାଣି ବ୍ଲୁ…

କେନ୍ୟୁଜ୍(ବ୍ୟୁରୋ):  କରୋନା ଟିକା ବଣ୍ଟନ ପାଇଁ ପ୍ରସ୍ତୁତ ହେଲାଣି ବ୍ଲୁ ପ୍ରିଣ୍ଟ । ପ୍ରଥମେ କରୋନା ଟିକା ଡାକ୍ତର, ଏମ୍‌ବିବିଏସ୍‌ ଛାତ୍ରଙ୍କ ସହ ୩୦ କୋଟି ଲୋକଙ୍କୁ ଦିଆଯିବ । ଆସନ୍ତାବର୍ଷ ଫେବ୍ରୁଆରୀରେ କୋଭାକ୍ସିନ୍‌ ଲଞ୍ଚ କରିବାକୁ ଲକ୍ଷ୍ୟ ରହିଛି ଭାରତ ବାୟୋଟେକ୍‌ । ଏହା ଭାରତରେ…

କରୋନା ଭ୍ୟାକସିନ ପ୍ରସ୍ତୁତିରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭଜି, ସୋସିଆଲ ମିଡିଆରେ ଦେଲେ ଏମିତି କିଛି…

ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନ କୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ତ ଦ୍ଵିତୀୟ ଥର ପାଇଁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୬ ହଜାର ୭୨୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାର ତୃତୀୟ ପ୍ରଭାବ…

ଓଡ଼ିଶାରେ ଖୁବ କମ ଦିନ ଭିତରେ ଆରମ୍ଭ ହେବ ସ୍ବଦେଶ ପ୍ରସ୍ତୁତ କରୋନା ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ରାଜ୍ୟରେ ଖୁବଶୀଘ୍ର କୋଭିଡ-19 ଭ୍ୟାକସିନର ତୃତୀୟ ସ୍ତର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି ।  ଏଥିନେଇ ସ୍ୱୀକୃତି ମିଳିଥିବା ଇନଷ୍ଟିଟ୍ୟୁଟ ଅଫ ମେଡିକାଲସ ସାଇନ୍ସ ଓ ସମ ହସ୍ପିଟାଲରେ ଏହି ପରୀକ୍ଷଣ କରାଯିବ ।  ଏହାସହ ଦେଶର ଅନ୍ୟ ୨୧ଟି ସଂସ୍ଥାନରେ ଏହି ପରୀକ୍ଷଣ କରାଯିବ ।  ଏଥିରେ ଦେଶର…

ଭାରତରେ ଖୁବଶୀଘ୍ର ସ୍ପୁଟନିକ୍‌-Vର ୩ୟ ପର୍ଯ୍ୟାୟ ପରୀକ୍ଷଣ, ଡିସିଜିଆଇର ଅନୁମତି ଲୋଡ଼ିଲା ଡକ୍ଟର ରେଡିଜ୍‌ ଲ୍ୟାବ୍‌

ପାଖେଇଲାଣି କୋଭିଡ ଟିକାକୁ ଅନୁମତି ମିଳିବା ସମୟ । ବିତରଣ ଏବଂ ଗଛିତ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି କେନ୍ଦ୍ର ସରକାର। ତେବେ ଏହା ଭିତରେ ବଡ଼ବଡ଼ କମ୍ପାନୀଙ୍କୁ ନିଜ କର୍ମଚାରୀଙ୍କ ପାଇଁ ସିଧାସଳଖ ଟିକା କିଣିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ସେପଟେ ଭାରତରେ ରୁଷ…

୨୨୨ ଟଙ୍କାରେ ମିଳିବ କରୋନା ଟିକା, ସେରମ ଇନଷ୍ଟିଚ୍ୟୁଟ ଯୋଗାଇ ଦେବ ୨୦ କୋଟି ଟିକା

କେନ୍ୟୁଜ (ବ୍ୟୁରୋ): କରୋନା ଚିନ୍ତା ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର। ୨୨୨ଟଙ୍କାରେ ମିଳିବ କରୋନା ଟିକା। ଟିକା ଉତ୍ପାଦନର ଅଗ୍ରଣୀ ପ୍ରତିଷ୍ଠାନ ସେରମ ଇନଷ୍ଟିଚ୍ୟୁଟ ୨୦ କୋଟି ଟିକା ଯୋଗାଇ ଦେବ। ପୂର୍ବରୁ ସେରମ ୧୦ କୋଟି ଟିକା ଯୋଗାଇବାକୁ ଚୁକ୍ତି କରିଥିବା ବେଳେ ବର୍ତ୍ତମାନ ଆଉ ଅଧିକ ୧୦…

ଆଜିଠୁ ଭାରତରେ ସେରମ୍‌ ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ, ୧୫୦ରୁ ୨୦୦ ସ୍ୱେଚ୍ଛାସେବୀଙ୍କୁ ଦିଆଯିବା…

ନୂଆଦିଲ୍ଲୀ: ଆଜିଠୁ ଭାରତରେ ସେରମ୍‌ ଟିକାର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ୧୫୦ରୁ ୨୦୦ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯିବା ସୂଚନା ରହିଛି । ଆଷ୍ଟ୍ରାଜେନେକା ସହ ମିଶି ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନ୍‌ଷ୍ଟିଚ୍ୟୁଟ ଭାରତରେ ଅକ୍ସଫୋର୍ଡ ଟିକା ଟ୍ରାଏଲ କରୁଛି…

ଭଲ କାମ ଦେଉଛି ରୁଷିଆର କୋଭିଡ୍ ଭ୍ୟାକସିନ୍‌, ସାଇଡ୍ ଇଫେକ୍ଟ ନାହିଁ

ବିଶ୍ୱରେ ପ୍ରଥମ କରି ଆସିଥିବା କୋଭିଡ୍ ଭ୍ୟାକସିନ୍ ଲୋକଙ୍କୁ ସୁସ୍ଥ କରିବାରେ ଭଲ କାମ ଦେଉଛି । ରୁଷିଆ ଦ୍ୱାରା ପ୍ରସ୍ତୁତ ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏହି ଟିକାର ଭଲ ଭାବେ ଯାଞ୍ଚ କରାଯିବା ପରେ ଏ ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆହୁରି ମଧ୍ୟ ଏହି ଟିକା…

ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା

ଆମେରିକା: ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା । ବଣ୍ଟନ ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଛି, ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ, ସିଡିସି । ପ୍ରଥମେ…