Below header
Browsing Tag

corona vaccine

କରୋନା ଭ୍ୟାକ୍‌ସିନ୍‌ରେ ଚିପ୍‌ ଲାଗିଥିବା ନେଇ ମୌଲାନାଙ୍କ ଦାବି, ଦୃଢ଼ ବିରୋଧ କଲେ ମୁସ୍‌ଲିମ୍‌ ଧର୍ମଗୁରୁ

ସାରା ବିଶ୍ୱବାସୀ କରୋନା ଟୀକାକୁ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି। କରୋନା ମହାମାରୀ ସହ ଲଢ଼ିବା ପାଇଁ ଭ୍ୟାକ୍‌ସିନ୍‌ ଆସିବା ନିହାତି ଆବଶ୍ୟକ। କିଛି ଦେଶ ଟୀକା ତିଆରି କରିଥିବା ନେଇ ଦାବି କରୁଥିବା ବେଳେ ଆଉ କିଛି ଏବେ ବି ଚେଷ୍ଟା ଜାରି ରଖିଛନ୍ତି। ତେବେ ଭାରତରେ ଖୁବ୍‌ ଶୀଘ୍ର କରୋନା…

ପୋକଜୋକ ଖାଇ ପ୍ରଥମେ କରୋନା ସୃଷ୍ଟି କରିଥିଲା, ଏବେ ସେହି ପୋକରୁ ଭ୍ୟାକ୍‌ସିନ୍‌ ତିଆରି କରୁଛି ଚୀନ୍‌

ସାରା ବିଶ୍ୱରେ କରୋନା ଭ୍ୟାକ୍‌ସିନ୍‌ ତିଆରି କାମ ଜୋରସୋରରେ ଚାଲିଛି। କେତେକ ଭ୍ୟାକ୍‌ସିନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ କିଛିର ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟ ଚାଲିଛି। ଭ୍ୟାକ୍‌ସିନ୍‌ ପ୍ରସ୍ତୁତି କାମ ଭାରତ ସମେତ ଚୀନ୍‌, ବ୍ରିଟେନ୍‌, ଆମେରିକା ଓ ଋଷ ଭଳି ଦେଶରେ…

୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନା ଟୀକା, ମାଗଣାରେ ଯୋଗାଇ ଦେବେ ଭାରତ ସରକାର

ନୂଆଦିଲ୍ଲୀ: ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…

ବହୁତ ଜଲଦି ଆପଣଙ୍କ ହାତକୁ ଆସିବ ଭ୍ୟାକସିନ, ଶେଷ ପର୍ଯ୍ୟାୟରେ ଭାରତ ପ୍ରସ୍ତୁତ କରୋନା ଟୀକା

ଭାରତରେ ଆଉ ପାଦେ ଆଗକୁ ବଢିଲା କୋଭିଡ ଟିକା ପରୀକ୍ଷଣ । ଆସନ୍ତାକାଲି ଭିତରେ ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେପଟେ ସାରା ଦେଶରେ ଟିକା ଉପଲବ୍‌ଧ କରିବା ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ୩ ଦିନ ଭିତରେ ଏକ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ…

କରୋନା ଟୀକାର ଉତ୍ପାଦନ ଆରମ୍ଭ କଲା ରୁଷ, ଅଗଷ୍ଟ ଶେଷ ସୁଦ୍ଧା ଆରମ୍ଭ କରିବ ଅନ୍ୟ ଦେଶକୁ ରପ୍ତାନୀ

ବିଶ୍ୱର ଅନ୍ୟ ଦେଶ ମାନଙ୍କୁ ପଛରେ ପକାଇ ପ୍ରଥମେ କରୋନା ଟୀକା ଲଞ୍ଚ କଲା ରୁଷ । ଗତ୧୧ ତାରିଖରେ ହିଁ ଟିକା ସାର୍ବଜନୀନ ହେବା ନେଇ ଘୋଷଣା କରିଥିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଖାଲି ସେତିକି ନୁହେଁ ପରୀକ୍ଷଣ ଭାବରେ ପ୍ରଥମ ଟିକା ତାଙ୍କ ଝିଅଙ୍କୁ ହିଁ ଦିଆଯାଇଥିଲା । ରୁଷ…

ରୁଷ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା, ଲୋକଙ୍କ ପାଇଁ ଲଞ୍ଚ କରିବା ପୂର୍ବରୁ ନିଜ ଝିଅଙ୍କୁ ଏହି ଭ୍ଯାକସିନ୍ ଦେଲେ…

ରୁଷିଆ: ରୁଷିଆ ଦେଲା ଖୁସି ଖବର ।  ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ପକ୍ଷରୁ ପ୍ରଥମ ଟିକା କରାଗଲା ବିକଶିତ । ଏ ନେଇ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି । ରୁଷର ସ୍ୱାସ୍ଥ୍ୟ ବିଭାଗ ଏହି ଟିକାକୁ ଅନୁମତି ଦେଇଛି । ସବୁଠାରୁ ବଡ କଥା ପୁଟିନଙ୍କ ଝିଅଙ୍କୁ ବି ଏହି…

ଏହି ଜୀବର ନୀଳ ରକ୍ତରୁ ପ୍ରସ୍ତୁତ ହେବ କରୋନା ଟୀକା, ରକ୍ତର ଲିଟର ପିଛା ମୂଲ୍ୟ ୧୧ ଲକ୍ଷ

କରୋନାର ଟୀକା ବାହାର କରିବା ପାଇଁ ସମଗ୍ର ବିଶ୍ୱର ବୈଜ୍ଞାନିକ ଅଣ୍ଟା ଭିଡିଛନ୍ତି। ଏହା ମଧ୍ୟରେ ଏକ ଭଲ ଖବର ମିଳିଛି। ବୈଜ୍ଞାନିକମାନଙ୍କୁ ଏମିତି ଏକ ଜୀବ ମିଳିଛି ଯାହାର ରକ୍ତରୁ କରୋନା ଭାଇରସ ଟୀକା ତିଆରି ହୋଇପାରିବ ବୋଲି ବୈଜ୍ଞାମାନେ କହିଛନ୍ତି। ଏହି ଜୀବର ରକ୍ତ ବହୁ ମୂଲ୍ୟବାନ ।…

ଜାଣନ୍ତୁ କେବେ ବଜାରକୁ ଆସିବ କରୋନା ଭ୍ୟାକ୍‌ସିନ୍‌, ପ୍ରସ୍ତୁତିରେ କେଉଁ ଦେଶ ରହିଛି କେତେ ଆଗରେ

ନୂଆଦିଲ୍ଲୀ : ବିଶ୍ୱରେ ୧୭୭ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି ଚାଲିଛି । ସେଥି ମଧ୍ୟରୁ ୧୩୫ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ପଶୁଙ୍କ ଉପରେ ହୋଇ ସାରିଛି । ୨୩ ଭ୍ୟାକ୍‌ସିନ୍‌ର ହ୍ୟୁମ୍ୟାନ୍‌ ଟ୍ରାଏଲ ଚାଲିଥିବା ବେଳେ ୧୪ ଭ୍ୟାକ୍‌ସିନ୍‌ ପ୍ରଥମ ଫେଜ୍‌ରେ ପଦାର୍ପଣ କରିଛି । ୩ଟି ଭ୍ୟାକ୍‌ସିନ୍‌…

ଭାରତୀୟ କମ୍ପାନୀ ଜିଡସ୍‌ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍‌ର ସଫଳତା, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ…

ନୂଆଦିଲ୍ଲୀ: ଭାରତୀୟ କମ୍ପାନୀ ଜିଡସ୍‌ କାଡିଲାର ପ୍ରଥମ ପର୍ଯ୍ୟାୟ କରୋନା ଭ୍ୟାକସିନ୍‌ର ସଫଳତା । ଏହି ଭ୍ୟାକସିନ୍‌ ର ନାଁ ରଖଯାଇଛି ଜିକୋଭ୍‌-ଡି । ସୁରକ୍ଷିତ ପରୀକ୍ଷଣ ପରେ ଆଜିଠୁ ଜିକୋଭ୍‌-ଡ଼ିର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍‌ ଟେଷ୍ଟ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟକୁ ୨୦ ଦିନରେ…

ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍ସିନ୍ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍ ୨ ଓ ଫେଜ୍ ୩ ହ୍ୟୁମାନ୍ ଟ୍ରାଏଲ୍ରେ ପହଞ୍ଚିଛନ୍ତି । ଭାରତ ଏହି ଦୈାଡ଼ରେ ଆଗରେ ଥିଲା । ଏବେ ସୋଭିଏତ ଋଷ ଆଗରେ ଥିବା ଜଣାଯାଇଛି ।…

ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ହେବ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ, ସଫଳ ହେଲେ ପୃଥିବୀକୁ ମିଳିବ…

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ମାନବ ପରୀକ୍ଷଣ ପାଇଁ ଭାରତର ୫ଟି ସ୍ଥାନ ଚିହ୍ନଟ କରାଯାଇଥିବା ନେଇ କେନ୍ଦ୍ର ବାୟୋଟେକ୍‌ନୋଲୋଜି ବିଭାଗର ସଚିବ ରେଣୁ ସ୍ୱରୂପ ସୂଚନା ଦେଇଛନ୍ତି । ହଜାର ହଜାର ଲୋକଙ୍କଠାରେ ଏହାର ପରୀକ୍ଷଣ…

ଜାଣନ୍ତୁ କରୋନା ଭ୍ୟାକ୍‌ସିନ୍‌ର ପ୍ରସ୍ତୁତି କେଉଁ ପର୍ଯ୍ୟାୟରେ, କେବେ ଆସିବ ବଜାରକୁ

କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତିରେ ପ୍ରାୟ ୭୫ରୁ ଅଧିକ ଦେଶ ଲାଗିଛନ୍ତି । କାହାର ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ପ୍ରାଥମିକ ପର୍ଯ୍ୟାୟରେ ଥିବାବେଳେ କିଛି ଦେଶ ଫେଜ୍‌ ୨ ଓ ଫେଜ୍‌ ୩ ହ୍ୟୁମାନ୍‌ ଟ୍ରାଏଲ୍‌ରେ ପହଞ୍ଚିଛନ୍ତି । ତେବେ ଭାରତ ଏଥିରେ ଆଗରେ ଥିବା ଜଣାଯାଇଛି । ଭାରତରେ କରୋନା…