Browsing Tag

corona vaccine

ଭଲ ଖବର : ମାତ୍ର ୧୦୦୦ ଟଙ୍କାରେ ମିଳିବ ଅକ୍ସଫୋର୍ଡର କରୋନା ଭ୍ୟାକସିନ

ସାରାବିଶ୍ୱ ନିଜ କାୟାରେ କବଳିତ କରିଛି ମହାମାରୀ କରୋନା। ଏଥିରୁ ବଞ୍ଚିବା ପାଇଁ ସବୁ ଦେଶ ଡହଳବିକଳ ହେଲେଣି। ଚଳିତବର୍ଷ ପ୍ରତ୍ୟେକ ଦିନ ଏହି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଟୀକା ପ୍ରସ୍ତୁତିରେ ସବୁ ଦେଶ ନିଜ କୌଶଳ ଲଗାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ବିଶ୍ୱର…

କରୋନା ଟିକା କୋଭାକ୍ସିନ୍‌ର ଆଜି ହ୍ୟୁମାନ ଟ୍ରାଏଲ, ଦିଲ୍ଲୀ ଏମ୍‌ସରେ ଆରମ୍ଭ ହେବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନା ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନ୍‌ର ଆଜିଠୁ ହ୍ୟୁମାନ ଟ୍ରାଏଲ। ଦିଲ୍ଲୀ ଏମ୍‌ସରେ ଆରମ୍ଭ ହେବ ଏହି ପରୀକ୍ଷଣ। ଏନେଇ ଏମ୍‌ସର ଏଥିକାଲ କମିଟି ଅନୁମତି ପ୍ରଦାନ କରିଛି । ପରୀକ୍ଷଣ ପାଇଁ ୧ହଜାରରୁ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି। ପୂର୍ବରୁ ୧୨ଟି ସେଣ୍ଟରରେ ଗତକାଲି…

ଆଶା ହେଉଛି ଉଜ୍ଜ୍ୱଳ, ଆସନ୍ତାକାଲି ଠାରୁ ମଣିଷ ଶରୀରରେ ପରୀକ୍ଷଣ କରାଯିବ “କୋଭାକ୍ସିନ”

ଦିଲ୍ଲୀ ସ୍ଥିତ ଏମ୍ସ କମିଟି ଶନିବାର ସ୍ବଦେଶୀ ରୂପରେ ପ୍ରସ୍ତୁତ ହୋଇଥିବା Covid-19 ରୋଗର ଭ୍ୟାକସିନ "କୋଭାକସିନ"କୁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ ୧୨ଟି ଅନୁଷ୍ଠାନକୁ କୋଭାକସିନର ଫେଜ -1 ଓ ଫେଜ -2 ଦୁଇଟି ସ୍ତରରେ ପରୀକ୍ଷଣ ପାଇଁ ଅନୁମତି…

କୋଭିଡ୍ ଚିକିତ୍ସାରେ ଆଗୁଆ ଥିବା କିଛି ଔଷଧ, ଯାହା ବିଶେଷଜ୍ଞଙ୍କ ମନରେ ସୃଷ୍ଟି କରିଛି ଆଶା

ଆଉ କେତେ ଦୂରରେ ଅଛି କରୋନା ଭ୍ୟାକସିନ୍ ? କେତେ ଦିନ ଲାଗିବ ଭ୍ୟାକସିନ୍ ବାହାରିବାକୁ ? ଏସବୁ ପ୍ରଶ୍ନ ସବୁ ଲୋକଙ୍କ ମନକୁ ଘାରିଛି । ହେଲେ ଏଯାଏ ଏହାର କିଛି ସଠିକ୍ ଉତ୍ତର ମିଳିନାହିଁ କିମ୍ବା ମିଳିବା ଭଳି ଆଶା ମଧ୍ୟ ଜଣାପଡୁନି । ତେବେ କିଛି ଔଷଧ ବିଶେଷଜ୍ଞଙ୍କ ମନରେ ଆଶା ସୃଷ୍ଟି କରିଛି ।…

କେବେ ଆସିବ କରୋନା ଭ୍ୟାକସିନ୍ ? ଆସନ୍ତୁ ଜାଣିବା କାହାର ପରୀକ୍ଷା ନିରୀକ୍ଷା ଅଛି କେଉଁ ସ୍ତରରେ

ଶତାବ୍ଦୀର ସବୁଠାରୁ ବଡ଼ ବିପର‌୍ୟ୍ୟୟ ହେଉଛି କରୋନା । ଯାହାର ଭ୍ୟାକସିନ ଏବେବି ବାହାରି ନାହିଁ । ତେଣୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଦୈନିକ ଆକ୍ରାନ୍ତ ହେଉଛନ୍ତି ଆଉ ହଜାର ହଜାର ମରୁଛନ୍ତି । ସମସ୍ତେ ଆଶା ଭିତରେ ବଞ୍ଚିଛନ୍ତି ଯେ ଭ୍ୟାକସିନ୍ ବାହାରିବ ଏବଂ ମଣିଷ ଜୀବନ ବଞ୍ଚିବ । ପ୍ରାୟତଃ…

ଆମେରିକା, ବ୍ରିଟେନ ଏବଂ କାନାଡାର ଆରୋପ ‘ରୁଷ ଚୋରି କରୁଛି କରୋନା ରିସର୍ଚ୍ଚ’

ଆମେରିକା, ବ୍ରିଟେନ ଏବଂ କାନାଡା ସାରା ବିଶ୍ଵରେ କରୋନା ଭ୍ୟାକସିନ ଅନୁସନ୍ଧାନ ଚୋରୀ କରୁଥିବା ନେଇ ରୁଷ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଭାଇରସ ସାରା ବିଶ୍ଵରେ 5,85,000 ରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ସହିତ ପ୍ରାୟ 13.6 ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି ଏବଂ ଗତ…

ଭଲ ଖବର : କରୋନା ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ, ରୋଗୀଙ୍କ ଠାରେ ବଢୁଛି ରୋଗ ପ୍ରତିରୋଧକ ଶକ୍ତି

ମୋଡର୍ନା କମ୍ପାନୀ କୋଭିଡ-୧୯ ପ୍ରତିଷେଧକ ଟ୍ରାଏଲ କରିବାର ପ୍ରଥମ ପର୍ଯ୍ୟାୟରେ ସଫଳ ହୋଇଛି। ଏହାର ପରିଣାମରେ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢିବାରେ ଲାଗିଛି। ଆମେରିକାର ଗବେଷକଙ୍କ ମତନରେ, ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ସୁସ୍ଥ ସ୍ୱଂୟସେବକଙ୍କ ଉପରେ ଟ୍ରାଏ କରାଯାଇଥିଲା।…

ଚିହ୍ନଟ ହେଲା ଶରୀରରେ କରୋନାକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ଜିନ, ଭ୍ୟାକ୍ସିନ ତିଆରିରେ ହେବ ସହାୟକ

ଜିନ୍-ଏଡିଟିଂ ଟୁଲ୍ CRISPR-CAS9 ବ୍ୟବହାର କରି ବୈଜ୍ଞାନିକମାନେ କିଛି ଜିନ୍ ଚିହ୍ନଟ କରିଛନ୍ତି ଯାହା ଜୀବାଣୁ ସଂକ୍ରମିତ କୋଷରେ SARS-COV-2 ବିସ୍ତାର କରିବାରେ ସାହାଯ୍ୟ କରୁଛି । ତେବେ ଏହି SARS-COV-2 ହେଉଛି କରୋନା ଜୀବାଣୁ ରୋଗର କାରଣ । ଏହିପରି ଜିନ୍ ସ୍କ୍ରିନିଂ କରିବା ପରେ…

କରୋନା ଭ୍ୟାକ୍‌ସିନ୍‌ ତିଆରି ଦୌଡ଼ରେ ଏହି ଦୁଇଟି କମ୍ପାନୀ ସବୁଠୁ ଆଗରେ, ୯୯ ପ୍ରତିଶତ ସଫଳ ହୋଇଥିବା ଦାବି

କରୋନା ଭାଇରସ୍‌କୁ ମାତ୍‌ ଦେବା ଭଳି ଟୀକା ଏବେ ଯାଏଁ ପ୍ରସ୍ତୁତ ହୋଇପାରିନାହିଁ। ଏଣୁ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କମ୍ପାନୀ କରୋନାର ଟୀକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ କେହି ବି ସଫଳ ହୋଇପାରିନାହାନ୍ତି।…

ଦ୍ବିତୀୟ ପର୍ଯ୍ଯାରେ ପହଞ୍ଚିଲା କରୋନା ଟୀକାର ଟ୍ରାଏଲ୍, ଛୋଟ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ ପରୀକ୍ଷଣ

ବ୍ରିଟେନରେ କରୋନା ଭାଇରସ ଟୀକାର ପରୀକ୍ଷଣ ଦ୍ବିତୀୟ ପର୍ଯ୍ଯାୟରେ ପହଞ୍ଚିସାରିଛି। ଅକ୍ସଫୋର୍ଡ ୟୁନିଭରସିଟି ତିଆରି କରିଥିବା ଟୀକାର ପରୀକ୍ଷଣ ବର୍ତ୍ତମାନ ପିଲା ଏବଂ ବୟସ୍କ ଲୋକଙ୍କ ଉପରେ ହେବ। ଏହି ସମ୍ପର୍କରେ ଗତକାଲି ଅକ୍ସଫୋର୍ଡ ୟୁନିଭରସିଟି ସୂଚନା ଜାରି କରିଛି। ୟୁନିଭରସିଟି ତରଫରୁ…

ଆମେରିକୀୟ ଏଜେନ୍ସିର ଅଭିଯୋଗ ‘କରୋନା ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା…

ଚୀନ ହ୍ୟାକରମାନଙ୍କ ଜରିଆରେ କରୋନା ଭାଇରସ ଭ୍ୟାକସିନ ଉପରେ ହୋଇଥିବା ରିସର୍ଚ୍ଚର ତଥ୍ୟ ଚୋରାଇବାକୁ ଚେଷ୍ଟା ଚଳାଇଛି। ଆମେରିକୀୟ ଏଜେନ୍ସି Federal Bureau of Investigation (FBI) ଏବଂ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏ ନେଇ ଦାବି କରିଛନ୍ତି। ତେବେ ଆମେରିକୀୟ ମିଡ଼ିଆ ଅନୁସାରେ,…

କରୋନା ଟୀକା ଏବଂ ମେଡ଼ିସିନ ବାହାର କରିବା ପାଇଁ ହାତ ମିଶାଇଲେ ଆମେରିକା ଏବଂ ଜାପାନ

କରୋନା ବିପକ୍ଷରେ ଲଢ଼େଇକୁ ମଜବୁତ କରିବା ପାଇଁ ମିଶିଲେ ଆମେରିକା ଏବଂ ଜାପାନ। କରୋନା ଟୀକା ଏବଂ ଔଷଧ ବନାଇବା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ହାତ ମିଳାଇଛନ୍ତି। କେବଳ ଏତିକି ନୁହେଁ ଉଭୟ ଦେଶର ଅର୍ଥବ୍ୟବସ୍ଥାକୁ ବଢାଇବା ପାଇଁ ମଧ୍ୟ…