Below header
Browsing Tag

corona

ଲକ୍‌ଡାଉନ୍‌ ସତ୍ତ୍ୱେ ଆମିଷ, ପରିବା ଓ ରାସନ୍‌ ଦୋକାନରେ ଭିଡ଼; ଦୂରତା ରକ୍ଷା କରିବାକୁ ଭୁଲି ଯାଉଛନ୍ତି ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇ ସାରିଛି । କିଛି ଲୋକ ଭାବି ନେଇଥିଲେ ଯେ ଆମ ରାଜ୍ୟରେ ଅନ୍ତତଃ ମୁଖ୍ୟମନ୍ତ୍ରୀଙ୍କ ଘେଶଷଣା ଅନୁସାରେ ମାର୍ଚ୍ଚ ୨୯ କିମ୍ବା ୩୧ ପରେ କଟକଣା ହଟିଯିବ । ହେଲେ ଭବିଷ୍ୟତ ପରିସ୍ଥିତିକୁ ବର୍ତ୍ତମାନ ଠାରୁ ନଜର କରି ଉଭୟ ଓଡ଼ିଶା ଓ…

ଖାଲି ଭାଷଣ ନୁହେଁ କାମରେ ବି କଲେ ମୋଦି, କ୍ୟାବିନେଟ ବୈଠକରେ ଦେଖିବାକୁ ମିଳିଲା ସାମାଜିକ ଦୂରତାର ଛବି

ମହାମାରୀ କରୋନା ସହ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟରାତ୍ର ଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ 'ଲକ ଡାଉନ' ଘୋଷଣା କରିଛନ୍ତି । 'ଲକ ଡାଉନ' ସମେତ ପିଏମ ମୋଦି ସାମାଜିକ ଦୂରତା ଉପରେ ମଧ୍ୟ ଖୁବ ଗୁରୁତ୍ୱ ଦେଉଛନ୍ତି । ଯେତେ…

ବାତିଲ ହେଲା ସ୍ୱତନ୍ତ୍ର ପାସ ବ୍ୟବସ୍ଥା, ଜରୁରୀ ପରିସ୍ଥିତିରେ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ

ଭୁବନେଶ୍ୱର: ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ଆଉ ଦିଆଯିବନି ପାସ୍‌ । ବାତିଲ ହେଲା ସ୍ୱତନ୍ତ୍ର ପାସ୍‌ ବ୍ୟବସ୍ଥା । ଜରୁରୀସେବା ପାଇଁ ଯାଉଥିବା ଲୋକେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯାଇପାରିବେ । ସେହିପରି ହସ୍ପିଟାଲ ଯାଉଥିବା ଲୋକେ ସେମାନଙ୍କ ମେଡିକାଲ ପେପର ଦେଖାଇ ଯା ଆସ କରିପାରିବେ ।…

ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ, ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ…

ଜଳେଶ୍ୱର: ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫଶିଛନ୍ତି ୪୨ ଓଡ଼ିଆ ଛାତ୍ରଛାତ୍ରୀ। ଗତ ୧୬ତାରିଖରୁ ପ୍ରକାଶମ ଜିଲ୍ଲା ମାର୍କପୁରମକୁ ବିଏଡ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଓଡ଼ିଶାର କେତେକ ଛାତ୍ରଛାତ୍ରୀ। ପରେ କରୋନା ଭାଇରସ ସତର୍କତା ପାଇଁ ଆନ୍ଧ୍ରପ୍ରଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ…

ବିଶ୍ୱ ପାଇଁ ବିପଦ ପାଲଟିଛି କରୋନା: ସାରା ବିଶ୍ବରେ ୧୬ହଜାର ଟପିଲା ମୃତ୍ୟୁ ସଂଖ୍ୟା, ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ମାନବ ସଭ୍ୟତା ପାଇଁ ବିପଦ ପାଲଟିଛି କରୋନା । ୧୯୫ ରାଷ୍ଟ୍ରକୁ ରାହୁ ଭଳି ଗ୍ରାସି ସାରିଲାଣି ଭୂତାଣୁ । ଏବେ ପ୍ରତିଦିନ ହଜାରେ ସଂଖ୍ୟାରେ ମୁଣ୍ଡ ନେବା ଆରମ୍ଭ କରିଛି ପ୍ରାଣଘାତୀ ଭୂତାଣୁ । ମୃତ୍ୟୁ ସଂଖ୍ୟା ୧୬ହଜାର ଟପିଛି। ଆକ୍ରାନ୍ତ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ । ଇଟାଲୀରେ…

ଖରାପ ଭାବନ୍ତୁ ନାହିଁ, ଏବେ ପରା କରୋନା ଟାଇମ୍‌ ! ଆମ ସହ କଥା ହେବାକୁ ଫୋନ୍‌ କରନ୍ତୁ ନହେଲେ ଭିଡିଓ କଲ୍‌ କରନ୍ତୁ

କରୋନାର ପ୍ରହାର । ସାମାଜିକ, ଆର୍ଥିକ, ଶାରୀରିକ ଓ ମାନସିକ ପ୍ରତ୍ୟେକ ସ୍ତରକୁ ଆଘାତ କରିଛି । ସେ ଥିଲେ ବିପଦ, ନଥିଲେ ବି ବିପଦ । କାଳେ ଆସିବ ତାକୁ ନେଇ ଡର ଲାଗି ରହିଛି । ସାମାଜିକ ଦୂରତା ହେଉଛି ଏହି ରୋଗର ଏକ ଉପଚାର କହିଲେ ଭୁଲ ହେବ ନାହିଁ । ତେବେ ଏହି ସାମାଜିକ ଦୂରତା ଆମକୁ ଟିକେ…

ଜାଣନ୍ତିକି ହୃଦରୋଗୀ ମାନଙ୍କୁ କରୋନା ହେବାର ଆଶଙ୍କା ଅଧିକ ଥାଏ

କୋଭିଡ-୧୯ ଦିନ କୁ ଦିନ ମହାମାରୀର ରୂପ ନେଲଣି । ଏହାର ଅସୁବିଧା ଅଧିକ ରୋଗୀଣା ଓ କମ ଇମ୍ୟୁନୋ ସିଷ୍ଟମ ଥିବା ଲୋକଙ୍କ ଠାରେ ଅଧିକ ଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ହୃଦରୋଗୀ ମାନଙ୍କୁ ଏହାର ବିପଦ ଅଧିକ ଥାଏ । ପ୍ରକୃତରେ ଏହି ରୋଗରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କ ମଧ୍ୟରେ…

ପୁଣି କରୋନା ନେଲା ମୁଣ୍ଡ, ଗୁଜୁରାଟରେ ଦୁଇ ବୟସ୍କଙ୍କ ଜୀବନ ନେଲା କରୋନା ଭାଇରସ, ଭାରତରେ ମୃତ୍ୟୁ ସଂଖ୍ୟା ହେଲା ୭

କେନ୍ୟୁଜ୍(ବ୍ୟୁରୋ):  ପୁଣି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା ଭାଇରସ, ସୁରଟ ଡାକ୍ତରଖାନାରେ ୬୯ବର୍ଷୀୟ ଜଣେ ବ୍ୟକ୍ତି ଓ ଗୁଜୁରାଟର ବଡଦୋରାରେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହିଳା ଜଣକ Covid-19ରେ ଆକ୍ରାନ୍ତ ଥିଲେ ମହିଳାଙ୍କ ପୋଷ୍ଟମାର୍ଟମ…

କରୋନା ପାଇଁ ଲକଡାଉନ, ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ସବୁ ସହର ଓ ଗାଁରେ ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାରଙ୍କ…

କେନ୍ୟୁଜ୍(ବ୍ୟୁରୋ): କରୋନା ପାଇଁ ଲକଡାଉନ । ପ୍ରଥମ ପର୍ଯ୍ୟାୟରେ ୫ଟି ଜିଲ୍ଲାର ସବୁ ସହର ଓ ଗାଁରେ ଲକ୍‌ ଡାଉନ୍‌ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ସକାଳ ୭ଟାରୁ ମାର୍ଚ୍ଚ ରାତି ୯ଟା ଯାଏ ସଂପୂର୍ଣ୍ଣ ଲକଡାଉନ କରାଯିବ । ଏହି ପାଞ୍ଚଟି ଜିଲ୍ଲା ହେଲା ଖୋର୍ଦ୍ଧା,…

ଚୀନ୍‌ କେମିତି କାବୁ କଲା କରୋନାକୁ, କହିଲେ ସେଠାରେ ରହୁଥିବା ଜଣେ ଓଡ଼ିଆ ଲୋକ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ହେଉଛି ଚୀନ୍‌ର ବୁହାନ୍‌ ସହର । ଏହି ସହରରୁ ଆରମ୍ଭ ହୋଇ ଏବେ ସୁଦ୍ଧା ପାଖାପାଖି ବିଶ୍ୱର ୨୦୦ ଦେଶକୁ ବ୍ୟାପି ଗଲାଣି । ମୃତ୍ୟୁର ସୁଅ ଛୁଟାଇଛି କୋଭିଡ୍‌-୧୯ । ହେଲେ ଆପଣମାନେ ଟିକେ ଭଲ ଭାବେ ଚିନ୍ତା କଲେ ଜାଣି ପାରିବେ ଯେ…

କରୋନା ନେଇ କଟକଣା, ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ନହେବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):କରୋନା ନେଇ କଟକଣା । ନିଜ ଘର ଛଡା ୭ଜଣରୁ ଅଧିକ ଏକାଠି ହେବେନି । ସରକାରୀ ଅଫିସରେ କରୋନା ଛଡା ଅନ୍ୟ ମିଟିଂ ହେବନି । ଜନ୍ମ ଜୟନ୍ତୀ ଓ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୮୨ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାରା ବିଶ୍ୱରେ ୨ଲକ୍ଷ ୪୬ ହଜାର ୫୨୨…

ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ, ୭ ମାର୍ଚ୍ଚରେ ଜର୍ମାନୀରୁ ଇଟାଲୀ ଦେଇ ଭାରତକୁ ଫେରିଥିଲେ ବ୍ୟକ୍ତି ଜଣକ

କେନ୍ୟୁଜ୍(ବ୍ୟୁରୋ): ଭାରତରେ ଚତୁର୍ଥ କରୋନା ଆକ୍ରନ୍ତଙ୍କ ମୃତ୍ୟୁ । ସୂଚନା ଦେଇଛନ୍ତି  ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ। ମୃତକ ଜଣକ ପଞ୍ଜାବର ନଓ୍ୱା ସହର ଓ ତାଙ୍କ ବୟସ ୭୨ ବର୍ଷ ବୋଲି ଜଣା ପଡିଛି। ଦୁଇ ସପ୍ତାହ ହେବ ବ୍ୟକ୍ତି ଜଣକ ଇଟାଲୀ ଦେଇ ଜର୍ମାନରୁ ଫେରିଥିଲେ। ଛାତିରେ ଗଭୀର…