Below header
Browsing Tag

corona

କରୋନା ଛୁଟିରେ ପିଲାଙ୍କ ମୁଡ୍‌ ଏଭଳି ବଦଳାନ୍ତୁ, ଟାଇମ୍‌ ପାସ ହେବା ସହ ଶିଖିବେ ନୂଆ କଥା

ବର୍ତ୍ତମାନ କରୋନା ଭାଇରସ୍‌ ଯୋଗୁ ଓଡ଼ିଶାରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କିଛି ପିଲାଙ୍କ ପରୀକ୍ଷା ସରିଯାଇଥିବା ବେଳେ ଆଉ କିଛି ପିଲାଙ୍କର ଅଳ୍ପ କେତୋଟି ବିଷୟର ପରୀକ୍ଷା ବାକି ରହିଛି। ତେବେ ବର୍ତ୍ତମାନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ଥିବାରୁ ଘରେ ଛୋଟ ଛୁଆଙ୍କ ଦୁଷ୍ଟାମି…

ପୁଣି ହସ୍ପିଟାଲ ଛାଡି ପଳାଇଲେ ୟୁକେରୁ ଫେରିଥିବା କରୋନା ସନ୍ଦିଗ୍ଧ, ମିଳୁନି ପତ୍ତା

ପୁଣି ହସ୍ପିଟାଲ ଛାଡି ପଳାଇଲେ କରୋନା ସନ୍ଦିଗ୍ଧ । ଉତ୍ତରପ୍ରଦେଶର ଗଜିଆଵାଦରେ ଘଟିଛି ଏପରି ଏକ ଘଟଣା । ମହିଳା ଜଣକ ଆସନ୍ତା ୧୦ ତାରିଖରେ ୟୁକେରୁ ଫେରିବା ପରେ ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ସନ୍ଧ୍ୟାରେ ସେ କାହାକୁ କିଛି ନଜଣାଇ ହସ୍ପିଟାଲ…

କରୋନା ସତର୍କତା ନେଇ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର, ସନ୍ଧ୍ୟା ୬ ଟା ପରେ ରାଜଧାନୀର ସମସ୍ତ ହାଟ ବନ୍ଦ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ନେଇ ଏକ ବଡ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ସରକାରଙ୍କ ନିଷ୍ପତି ଅନୁଯାୟୀ ଆସନ୍ତା କାଲି ସନ୍ଧ୍ୟା ୬ ଟା ପରେ ରାଜଧାନୀ ଭୁବନେଶ୍ୱରର ସମସ୍ତ ହାଟ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହିଁ ଖୋଲା…

କରୋନା ପ୍ରଭାବ: ଆସନ୍ତା ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବିଶ୍ୱର ସମସ୍ତ ଷ୍ଟୋର ଗୁଡିକୁ ବନ୍ଦ କଲା Microsoft କମ୍ପାନୀ

କରୋନା ଭୟରେ ଟ୍ୱିଟର ପରେ ମାଇକ୍ରୋସଫ୍ଟ ବି ନିଜ ସମସ୍ତ ଷ୍ଟୋର ବନ୍ଦ କରି ଦେଇଛି । କମ୍ପାନୀ ତରଫରୁ ଟ୍ୱିଟର ଜରିଆରେ ସମସ୍ତ କର୍ମଚାରୀଙ୍କୁ ଇମେଲ ଯୋଗେ ମେସେଜ ପଠାଯିବ କମ୍ପାନୀ ତରଫରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, ଷ୍ଟୋର ବନ୍ଦ ହେଲେ ବି କର୍ମଚାରୀ ମାନଙ୍କୁ ପୂର୍ବପରି ବେତନ ମିଳିବ ।…

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ମିଶିଥିଲେ ୧୨୯ ଜଣଙ୍କ ସହ, ସମସ୍ତଙ୍କୁ ଚିହ୍ନଟ କରି କରାଯିବ ସ୍କ୍ରୀନିଂ

ଭୁବନେଶ୍ୱର(କେନ୍ୟୁଜ୍) : ପ୍ରଥମ କରୋନା ରୋଗୀ ଚିହ୍ନଟ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀଙ୍କ୍  ସୂଚନା। ଆକ୍ରାନ୍ତ ବ୍ୟକ୍ତି ସମୁଦାୟ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିରୁ ଟ୍ରେନ୍‌ରେ ଆସିବା ବେଳେ ସେ ୭୬ ଜଣ ଓ ଘରକୁ ଆସି ୫୩ ଜଣଙ୍କ  ସଂପର୍କରେ ଆସିଛନ୍ତି ଆକ୍ରାନ୍ତ…

କରୋନା ଡର : ଏଭଳି ଭୁଲ କରନ୍ତୁ ନାହିଁ କି ନିଜ ସହ ଆପଣ ନିଜ ପରିବାର ଓ ସମ୍ପର୍କୀୟଙ୍କୁ ସମସ୍ୟାରେ ପକାଇ ଦେବେ

କରୋନା ଭାଇରସ୍‌ କଣ କରି ପାରେ ତାର ଉଦାହରଣ ଆପଣମାନେ ଦେଖି ସାରିଲେଣି । ଚୀନ୍‌ ଓ ଇଟାଲୀ ସମେତ ବିଶ୍ୱରେ ବିଭିନ୍ନ ଦେଶରେ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି । ଏହି ରୋଗର କୌଣସି ଔଷଧ ନଥିବାରୁ କେବଳ ସଚେତନ ଓ ସତର୍କ ରହିଲେ ଏହାଠାରୁ ବର୍ତ୍ତି ହେବ । ହେଲେ ସେ ଚୀନ୍‌ ହେଉ କି ଇଟାଲୀ କେବଳ…

କରୋନା ମୁକାବିଲା ପାଇଁ ତତ୍ପର ରାଜ୍ୟ ସରକାର: ପ୍ରଶାସନ ପକ୍ଷରୁ ଗଞ୍ଜାମ ଓ ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି, ସମସ୍ତ…

ଗଞ୍ଜାମ/ଯାଜପୁର ଟାଉନ: କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଯାଜପୁର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରୁ ପୂରା ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଭିଡ ସ୍ଥିତିକୁ ଦୂର କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ୫ରୁ ଅଧିକ…

ସବୁଠି କରୋନା ଭୟ : ହାତ ଧୋଇବା ଟେକନିକ ଭିନ୍ନ ଉପାୟରେ ଛାତ୍ର ମାନଙ୍କୁ ବୁଝାଇଲେ ଶିକ୍ଷୟିତ୍ରୀ

ବିଶ୍ୱ ବ୍ୟାପି କରୋନା ବିଶାଣୁ ନିଜ କାୟା ବିସ୍ତାର କରିସାରିଲେଣି । ଏଭିତରେ ୫୪୦୦ ରୁ ଉର୍ଦ୍ଧ୍ବ ଜଣଙ୍କର ମୃତ୍ୟୁ ବି ହୋଇସାରିଲାଣି । କିନ୍ତୁ ସବୁଠୁ ଭୟଙ୍କର କଥା ହେଉଛି ଏହି ରୋଗର ପ୍ରକୃତ ଚିକିତ୍ସା ଏଯାବତ ବାହାରି ପାରିନାହିଁ । ଏନେଇ ବିଶେଷଜ୍ଞ ମାନେ ବି ସଫାସୁତରା ନେଇ ବିଶେଷ ଭାବେ…

ଭୋପାଳ ସେଣ୍ଟ୍ରାଲ ଜେଲ୍‌ରେ ଦୁଇ ଦିନରେ କଏଦୀ ତିଆରି କଲେ ୨୦୦୦ ମାସ୍କ, ଡିମାଣ୍ଡ ଆସିଲେ ଆହୁରି ବୁଣାଯିବ

କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ଭୋପାଳ ସେଣ୍ଟ୍ରାଲ ଜେଲ୍‌ରେ କଏଦୀମାନେ ସୂତା କପଡ଼ାରେ ମାସ୍କ ତିଆରି କରୁଛନ୍ତି। ଦୁଇ ଦିନ ଭିତରେ ଏଠାରେ ୨୦୦୦ଟି ମାସ୍କ ତିଆରି କରାଯାଇଛି। ଜେଲ କତ୍ତୃପକ୍ଷଙ୍କ କହିବା ମୁତାବକ, ସେଥିମଧ୍ୟରୁ କିଛି ମାସ୍କ କଏଦୀଙ୍କୁ ବଣ୍ଟାଯିବ। ବାହାରୁ…

କରୋନା ଯୋଗୁ ରାସ୍ତାଘାଟ ଶୂନ୍‌ଶାନ, ଘର ବାଲ୍‌କୋନିରେ ବାଜା ବଜାଇ ମନୋବଳ ଦୃଢ଼ କରାଉଛନ୍ତି ଇଟାଲିବାସୀ, କେହି କେହି…

ଚୀନ ପରେ ବର୍ତ୍ତମାନ ଇଟାଲିରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପୂରା ଦେଶରେ ଏବେ ଆତଙ୍କ ଖେଳିଯାଇଛି। ୬ କୋଟିରୁ ଅଧିକ ଲୋକ ଏକପ୍ରକାର ବନ୍ଦୀ ଅବସ୍ଥାରେ ଘର ଭିତରେ ରହିଛନ୍ତି। ତେବେ ଏହାରି ଭିତରେ ଇଟାଲିବାସୀଙ୍କ ମଧ୍ୟରେ ଜବରଦସ୍ତ ଜୋଶ୍‌ ଦେଖିବାକୁ…

ଚୀନ ପରେ ଭାରତରେ କାୟା ବିସ୍ତାର କରି ମାଡି ଆସୁଛି କରୋନା, ୮୧ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ): କରୋନାକୁ ନେଇ ଦେଶରେ କୋକୁଆ ଭୟ । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୧୭ ବିଦେଶୀଙ୍କ ସମେତ ଏବେ ଆକ୍ରାନ୍ତ ସଂଖ୍ୟା ୭୮ ଟପିଛି । କର୍ଣ୍ଣାଟକରେ ଦେଶର ପ୍ରଥମ ମୁଣ୍ଡ ନେଇଛି କରୋନା । କେରଳରେ ସର୍ବାଧିକ ୧୭ ଆକ୍ରାନ୍ତ ଚିହ୍ନଟ । ମହରାଷ୍ଟ୍ର ଓ…

ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ କରୋନା ନେଇ ସଚେତନ କରାଇବେ ବିଧାୟକ, ସମସ୍ତ ବିଧାୟକଙ୍କୁ ସଚେତନ କଲେ ବାଚସ୍ପତି

କେନ୍ୟୁଜ୍(ବ୍ୟୁରୋ): ବିଧାୟକଙ୍କୁ କରୋନା ନେଇ ସଚେତନ କଲେ ବାଚସ୍ପତି । ନିଜେ ସଚେତନ ରହିବା ସହ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଏନେଇ ବିଧାନସଭା ପରିସରରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା,…