Browsing Tag

corona

ବିଦେଶ ଭ୍ରମଣ କରି ଆସିଥିବା ବ୍ୟକ୍ତିମାନେ ସ୍ୱଇଚ୍ଛାରେ କରିବେ ସ୍କ୍ରିନିଂ ଓ ରିପୋର୍ଟ, ନଚେତ ଘରୁ ଉଠାଇନେବ ପୋଲିସ 

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ ସ୍ୱାସ୍ଥ୍ୟ ବିଭାଗର ରେଗୁଲେସନ୍‌ । ଓଡ଼ିଶା COVID-୧୯ ରେଗୁଲେସନ୍‌-୨୦୨୦ ଲାଗୁ ହେବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଛି ରେଗୁଲେସନ । ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ରହିବ COVID-19 କର୍ଣ୍ଣର । ସ୍କ୍ରିନିଂ କରାଯିବାର…

ସାବଧାନ! ଆପଣଙ୍କ ମୋବାଇଲ୍‌ରୁ ବି ବ୍ୟାପିପାରେ କରୋନା ଭାଇରସ୍‌, ଏସବୁ ବିଷୟ ପ୍ରତି ରଖନ୍ତୁ ଧ୍ୟାନ

ମୋବାଇଲ୍‌ ଫୋନ୍‌ରୁ ବ୍ୟାପେ କି କରୋନା! ପ୍ରଶ୍ନଟି ଗମ୍ଭୀର ହୋଇଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବା ସ୍ୱାଭାବିକ। ଏକ୍ସପର୍ଟଙ୍କ କହିବାନୁସାରେ ମୋବାଇଲ ଫୋନ୍‌ ମାଧ୍ୟମରେ କରୋନା ଭାଇରସ୍‌ ବ୍ୟାପିବା ସମ୍ଭାବନା ରହିଛି। ମାତ୍ର କେତେକ ବିଶେଷ ବିଷୟ ଉପରେ…

ଏହି ଉପାୟରେ ଘରକୁ ରଖନ୍ତୁ ପରିଷ୍କାର, ପାଖ ମାଡ଼ିବନି କରୋନା ଭାଇରସ୍‌

କରୋନା ଭୟ ସାରା ବିଶ୍ୱକୁ ଘାରିଛି। ଏହି ବିଷାଣୁ ବ୍ୟାପିବାକୁ କୌଣସି ନିର୍ଦ୍ଦିଷ୍ଟ ମାଧ୍ୟମ ନ ଥିବାରୁ କିଏ କେତେବେଳେ ଆକ୍ରାନ୍ତ ହେବ ତାହା ଜଣାପଡ଼ୁନାହିଁ। ଏଣୁ ଧୀରେ ଧୀରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି। ଲୋକମାନେ କରୋନାରୁ ନିଜକୁ ବଞ୍ଚାଇବା ପାଇଁ ମୁହଁରେ ମାସ୍କ…

କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର, ଖସିଲା ସେନସେକ୍ସ

ସେୟାର ବଜାରରେ ହଲଚଲ । ଖସିଲା ସେନସେକ୍ସ । କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର । କରୋନାକୁ WHO ମହାମାରୀ ଘୋଷଣା କରିବା ପରେ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ…

ଅଯଥା ଆତଙ୍କିତ ହୁଅନ୍ତୁ ନାହିଁ, ଓଡିଶାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ନାହାନ୍ତି, ସୂଚନା ଦେଲେ…

କେନ୍ୟୁଜ୍(ବ୍ୟୁରୋ): ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ଆକ୍ରାନ୍ତ ନାହାନ୍ତି। ୧୬ଟି ନମୁନା ପରୀକ୍ଷା ପରେ ୧୪ଟି ନେଗେଟିଭ୍‌ ରିପୋର୍ଟ ଆସିଛି। ୨ଟି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଭୁବନେଶ୍ୱର RMRCରେ ଦିନକୁ ୨୦ଟି ନମୁନା ପରୀକ୍ଷା କରାଯାଇ ପାରିବା ନେଇ ବ୍ୟବସ୍ଥା କରାଯାଇଛି…

ଇନସ୍ୟୁରାନ୍ସରେ କରୋନା ହେବ ଅନ୍ତର୍ଭୁକ୍ତ, ଘୋଷଣା କରିଛି IRDA

କେନ୍ୟୁଜ୍(ବ୍ୟୁରୋ):  ଇନସ୍ୟୁରାନ୍ସରେ କରୋନା ଅନ୍ତର୍ଭୁକ୍ତ । ଏନେଇ ଘୋଷଣା କରିଛି Insurance Regulatory and Development Authority Of India ବା IRDA । ଆଇସୋଲେସନରେ ରହିଲେ ମଧ୍ୟ ମିଳିବ ବୀମାରାଶି । କ୍ୱାରେଣ୍ଟାଇନରେ ରହିଲେ ବିମା ରାଶି ପ୍ରଦାନ କରାଯିବ । ଏନେଇ ସମସ୍ତ ବୀମା…

କରୋନା ଭାଇରସ୍‌ରେ ଆକ୍ରାନ୍ତ ଭାରତୀୟଙ୍କ ମୃତ୍ୟୁ, ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କର୍ଣ୍ଣାଟକର କଲବୁର୍ଗାରେ କରୋନା ଭାଇରସ୍‌ରେ ଜଣେ ୭୬ ବର୍ଷୀୟ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ ଯୋଗୁ ଏହା ଭାରତରେ ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି। ଜିଲ୍ଲା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବୁଧବାର କହିଛି ଯେ ଏକ ଅଫିସିଆଲ ନୋଟ୍‌ରେ ମୃତକଙ୍କୁ ଚିହ୍ନଟ କରାଯାଇ ତାଙ୍କ…

ଚୀନ୍‌ ପରେ ଇଟାଲୀରେ କରୋନା ନେଉଛି ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୩୧, ଦେଶରେ ଲକ୍‌ଡାଉନ୍‌ ସମେତ ଫିଲ୍ମ, ପବ୍‌ ସହ…

ଚୀନ୍‌ରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଲାଣି। କରୋନା ଯୋଗୁ ଇଟାଲୀରେ ଏବେ ପରିସ୍ଥିତି ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ଇଟାଲୀରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧୦ ହଜାରରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୬୩୧ରେ…

ମୁସଲମାନଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି ଚୀନ୍‌!

ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଚୀନ୍‌ରେ କରୋନା ସଂକ୍ରମଣକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଏବେ ଚୀନ୍‌ର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏକ ରିପୋର୍ଟ ମୁତାବକ ଚୀନ୍‌ ସରକାର କ୍ୟାମ୍ପରେ ବନ୍ଦ ଥିବା ଉଇଗୁର ମୁସ୍‌ଲିମ୍‌ଙ୍କ ଅଙ୍ଗ ବାହାର କରି…

ସେପଟେ କରୋନା ଭୟ, କିନ୍ତୁ ଏପଟେ ଭଲ ବ୍ୟବସାୟକୁ ନେଇ ଖୁସି ବେପାରୀ

ଏବେ ସମଗ୍ର ବିଶ୍ୱ ଏବେ କରୋନା କବଳିତ । ଏସିହା ମହାଦେଶର ମଜବୁତ ରାଷ୍ଟ୍ର ଚୀନ ପାଖାପାଖି ଦେଢ଼ ମାସ ହେବ ଏହି ଭୟାନକ ରୋଗ ଚାପରେ ଅଛି । ଏମିତିକି ଚୀନ ଅର୍ଥବ୍ୟବସ୍ଥା ବି ଦିନକୁ ଦିନ ନିମ୍ନଗାମୀ ହେଲାଣି । ଅବସ୍ଥା ଏମିତି ହେଲା ଯେ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶରେ ମେଡିକାଲ…

ଭୁଶୁଡ଼ିଲା କରୋନା ପୀଡ଼ିତ ଚିକିତ୍ସିତ ହେଉଥିବା କୋଠା, ଭିତରେ ଥିଲେ ୭୦ ରୋଗୀ

ଚୀନ୍‌ର ଫୁଜିୟାନ୍‌ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଅଘଟଣ ଘଟିଛି। ରିପୋର୍ଟ ମୁତାବକ କୁଆନ୍‌ଜୋ ସହର ସ୍ଥିତ ସିନ୍‌ଜିଆ ହୋଟେଲ ଶନିବାର ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୭୦ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି।…

କ୍ୟାପିଟାଲ ହସ୍ପିଟାଲରେ କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ ଭର୍ତ୍ତି, ତିନି ଦିନ ପରେ ଆସିବ ରକ୍ତ ନମୁନା ରିପୋର୍ଟ

ଭୁବନେଶ୍ବର(କେନ୍ୟୁଜ୍):  କରୋନା ଭାଇରସ୍‌ ସନ୍ଦେହରେ ଜଣେ ବିଦେଶୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସୋଲେସନ୍‌ରେ ବିଦେଶୀଙ୍କୁ ରଖାଯାଇଛି । ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଆରଏମ୍‌ଆରସିକୁ ପଠାଯାଇଛି । ତିନି ଦିନ ପରେ ରିପୋର୍ଟ ଆସିବା ପରେ ଚିକିତ୍ସା ପ୍ରକ୍ରିୟା…