Below header
Browsing Tag

corona

ଫେସବୁକକୁ ବି ଘାରିଲା କରୋନା ଭୟ, ବନ୍ଦ ହେଲା ସିଙ୍ଗାପୁର ଓ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ

ବିଶ୍ୱର ଅନ୍ୟତମ ବରିଷ୍ଠ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ କମ୍ପାନୀ କରୋନା ଭାଇରସ ନେଇ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ପଦକ୍ଷେପ କରିଛନ୍ତି । କରୋନା ଭାଇରସରୁ ରକ୍ଷା ପାଇଁ କମ୍ପାନୀ ନିଜ ସିଙ୍ଗାପୁର ଓ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟକୁ ବନ୍ଦ କରି ଦେଇଛି । ନିଜ କାର୍ଯ୍ୟାଳୟ ଗୁଡିକୁ…

କରୋନାକୁ ନେଇ କୋକୁଆ ଭୟ, ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ହରାଇ…

କେନ୍ୟୁଜ୍:କରୋନାକୁ ନେଇ କୋକୁଆ ଭୟ । ସମଗ୍ର ଦେଶରେ ଆତଙ୍କ ଖେଳାଇଛି କରୋନା । ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଭାଇରସ୍‌ ୯୩ଟି ଦେଶକୁ ବ୍ୟାପିଲାଣି । ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଥିବା ବେଳେ ୩ ହଜାର ୪୯୪ ଜଣ ପ୍ରାଣ…

ମୋତେ ଆଉ ହେବନି କରୋନା, ଭିନ୍ନ ଉପାୟରେ ସୋସିଆଲ ମିଡିଆରେ ସତର୍କତାର ବାର୍ତ୍ତା ଦେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

କରୋନା ଭାଇରସର ପ୍ରଭାବ ବିଶ୍ୱବ୍ୟାପି ଯେମିତି ଛାଇ ଗଲାଣି । ଏମିତିକି ବିଶ୍ୱର ଅର୍ଥବ୍ୟବସ୍ଥା ବି ଧୀରେ ଧୀରେ ମାନ୍ଦାବସ୍ଥା ଆଡକୁ ଗତି କଲାଣି । ସାମାଜିକ ଅବସ୍ଥା ବି ଭିନ୍ନ ରୂପ ନେଲଣି । ଲୋକଙ୍କ ପରସ୍ପରକୁ ଶୁଭେଚ୍ଛା ଜଣାଇବା ତରିକା ମଧ୍ୟ ବଦଳିବାକୁ ଲାଗିଲାଣି । ବିଶ୍ୱର ଅଧିକାଂଶ ଦେଶ…

ଚୀନରୁ ଫେରିଥିବା ସମସ୍ତ ଭାରତୀୟଙ୍କ କରୋନା ରିପୋର୍ଟ ନେଗେଟିଭ, ଏନେଇ କ୍ୟାବିନେଟ ବୈଠକରେ ସୂଚନା ଦେଲେ କେନ୍ଦ୍ର…

କରୋନା ଭାଇରସକୁ ନେଇ ସରକାର ବୟାନ ଜାରି କରିଛନ୍ତି । ରାଜ୍ୟସଭାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଦନ କହିଛନ୍ତିକି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କରୋନା ଭାଇରସର ସମୁଦାୟ ୨୯ଟି ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତିକି ଚୀନର ବୁହାନ…

ଆପଣ ବି ଚୀନ୍‌ରୁ ଆସୁଥିବା ବିଷାକ୍ତ ରସୁଣ ଖାଉଛନ୍ତି କି? ଜାଣନ୍ତୁ ଏହାକୁ ଚିହ୍ନିବା ଉପାୟ

କରୋନା ଯୋଗୁ ଚୀନରୁ ଆମଦାନୀ ହେଉଥିବା ସମସ୍ତ ଜିନିଷକୁ ବ୍ୟାନ୍‌ କରିଛନ୍ତି ସରକାର। ଚୀନ୍‌ରେ ତିଆରି ହେଉଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ସରକାରଙ୍କ କଡ଼ା ନଜର ରହିଛି। କରୋନା ବିଷାଣୁ ନିର୍ଜୀବ ବସ୍ତୁ ମାଧ୍ୟମରେ ମଧ୍ୟ ବ୍ୟାପୁଥିବାରୁ ଏସବୁର…

ସାଟେଲାଇଟ୍‌ ଦେଖାଇଲା ଚୀନ୍‌ର ସତ, ବୁହାନ୍‌ରେ ପ୍ରତିଦିନ ପୋଡ଼ା ଯାଉଛି ଶହ ଶହ କରୋନା ଆକ୍ରାନ୍ତଙ୍କ ମୃତଦେହ

କରୋନା ଯୋଗୁ ସାରା ବିଶ୍ୱବାସୀ ଆତଙ୍କିତ ହୋଇରହିଛନ୍ତି। ଏହି ମାରାତ୍ମକ ଭାଇରସ୍‌ ପ୍ରଭାବରେ ଚୀନ୍‌ବାସୀ ଅଧିକ ପ୍ରଭାବିତ ହୋଇଛନ୍ତି। ଖାସ୍‌ କରି ଚୀନ୍‌ର ବୁହାନ୍‌ ସହରରେ କରୋନା ଯୋଗୁ ମୃତ୍ୟୁହାର ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ କରୋନା ଯୋଗୁ ଚୀନ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ…

କରୋନା ସଚେତନତା, କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଂ ସାଇନସେସ ପକ୍ଷରୁ କରାଗଲା ନାଟକ ପରିବେଷଣ

କେନ୍ୟୁଜ୍(ବ୍ୟୁରୋ): କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ନର୍ସିଂ ସାଇନସେସ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ । କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାଯ୍ୟର୍କ୍ରମରେ କରୋନା ଭାଇରସ୍‌ର ଭୟାବହତା ଓ ନିରାକରଣ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ କଳିଙ୍ଗ…

କରୋନା ଭୟ ! ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚୀନ ହସ୍ପିଟାଲରେ ମଣିଷ ନୁହେଁ ରୋଗୀ ସେବା କରୁଛି ରୋବୋଟ୍

ଭାରତର ପଡୋଶୀ ରାଜ୍ୟ ଚୀନରେ କରୋନା ଭାଇରସ ଏବେ ଭୟାବହ ରୂପ ନେଇଛି ।  ଏଯାବତ ଏହି ଭୟାବହ ଭୁତାଣୁରେ ସଂକ୍ରମିତ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଏଥିରେ ଆକ୍ରାନ୍ତ ମଧ୍ୟ ହେଲେଣି ।  ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଚୀନ ସରକାର ପ୍ରଥମ ସ୍ଥରରେ ୩୦ ଟି 5G ସଞ୍ଚାଳିତ…

ଭୟଙ୍କର ହେଉଛି କରୋନା ! ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି, ୨୮ହଜାରରୁ ଅଧିକ ଲୋକ ଆକ୍ରାନ୍ତ

ଚୀନ୍‌ରେ ଘାତକ ସାଜିଛି କରୋନା ଭାଇରସ୍‌। ଏପର୍ଯ୍ୟନ୍ତ କରୋନାରେ ୫୬୩ ଜଣଙ୍କ ମୃତ୍ୟୁ ହେଲାଣି। ୨୮ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେପଟେ ବାଦୁଡି ଅଇଁଠା ହିଁ କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ, ଏକଥା କହିଛନ୍ତି ଚାଇନାରୁ ଫେରିଥିବା କୋରାପୁଟ କୋଟପାଡର ଝିଅ ଲିପ୍‌ସା ବକ୍ସି।…