Below header
Browsing Tag

corona

ରାଜଧାନୀରେ ବଢିବାରେ ଲାଗିଛି କରୋନା ସଂକ୍ରମଣ: କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ବଢିବାରେ ଲାଗିଛି କରୋନା ସଂକ୍ରମଣ ଭୟ। କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଛାତ୍ର ଜଣକ ପ୍ରି ବୋର୍ଡ ପରୀକ୍ଷା ଦେବାକୁ ଆସିଥିବାବେଳେ ପଜିଟିଭ୍‌ ଥିବା ଜଣାପଡିଥିଲା। ଯେଉଁ ହଲ୍‌ରେ ଛାତ୍ର ଜଣକ ପରୀକ୍ଷା ଦେଇଥିଲେ ସେହି ହଲ୍‌ରେ ଥିବା…

ଜର୍ମାନୀରେ ୧୮ ଏପ୍ରିଲ ଯାଏଁ ବଢ଼ିଲା ଲକଡାଉନ୍‌

କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍‌ । ଜର୍ମାନୀରେ ଲକଡାଉନ ଅବଧିକୁ ଏପ୍ରିଲ ୧୮ ଯାଏ ବଢ଼ାଇ ଦିଆଯାଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନସେଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନ ହେବାକୁ କୁହାଯାଇଛି ।…

କରୋନା ବେଳେ ବଢିଛି ଅପରାଧ: ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ୧୦.୪୫ ପ୍ରତିଶତ ମାମଲା ଅଧିକ

ଭୁବନେଶ୍ବର: କରୋନା ବେଳେ ରାଜ୍ୟରେ ବଢିଛି ଅପରାଧ । ୨୦୧୯ ବର୍ଷ ତୁଳନାରେ ୨୦୨୦ରେ ୧୦.୪୫ ପ୍ରତିଶତ ମାମଲା ବଢିଛି । ୨୦୧୯ରେ ରାଜ୍ୟର ବିଭିନ୍ନ ଥାନାରେ ୧ଲକ୍ଷ ୨୧ହଜାର ୫୨୫ଟି ଅପରାଧିକ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ୧ଲକ୍ଷ ୩୪ ହଜାର ୨୩୦ଟି ମାମଲା ରୁଜୁ ହୋଇଛି । ବିଧାନସଭାରେ ଉପସ୍ଥାପିତ…

କରୋନାରୁ ରକ୍ଷା ପାଇଁ ଗତବର୍ଷ ଜାହେର୍‌ ଗାଳରେ ହୋଇଥିଲା ପୂଜାପାଠ, ସମସ୍ତେ ସୁସ୍ଥ ଥିବାରୁ ଆସ୍ଥା ରଖି ମାନସିକ ସୁଝିଲେ…

ରାଇରଙ୍ଗପୁର: ଆମ ଓଡିଶା । ଏଠି କାର ଚାଲିଚଳିଣଠାରୁ ପରମ୍ପରା ଯାଏ ସବୁ କିଛି ନିଆରା । ଲୋକଙ୍କ ବିଣ୍ଵାସ ମୂଳେ ଏଠାର ଭଗବାନ ପୂଜା ପାଆନ୍ତି । କେତେବେଳେ ସ୍ଥାଣୁ ପଥରରେ ଦେବାଦେବୀଙ୍କ ରୂପକୁ ଆଙ୍କି ପୂଜା କରାଯାଏ ତ ଆଉ କେତେବେଳେ ଏଠାରେ ବର ଓସ୍ତ ଗଛରେ ଗୋଡି ବାନ୍ଧି ମାନସିକ କରାଯାଏ ।…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୭ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାର ୮୬୦କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଥମିବାର ନାଁ ନେଉନାହିଁ କରୋନା, ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ ! ଚୀନରେ ୫ ମାସ ପରେ ସବୁଠାରୁ ଅଧିକ ମାମଲା…

ଆମେରିକାରେ କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପାଖାପାଖି ୪୫୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ସୂଚନାଥାଉ କି, ଆମେରିକା ବିଶ୍ୱରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ। ଏ ପର୍ଯ୍ୟନ୍ତ ୨ କୋଟି ୨୮ ଲକ୍ଷ ୩୬ ହଜାର ୨୪୪ ମାମଲା…

ସାବଧାନ୍! କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ : ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର…

ଭୁବନେଶ୍ବର: ସାଇବର ଠକେଇର ନୂଆ ତରିକା । କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ । କରୋନା ଭ୍ୟାକ୍ସିନ ପାଇଁ ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର ନମ୍ବର, ଓଟିପି । ଏଥିପ୍ରତି ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି । ସାଇବର ଠକମାନେ…

ଭୟ ଖେଳାଉଛି କରୋନାର ନୂଆ ଷ୍ଟ୍ରେନ୍‌: ଲଣ୍ଡନରେ ଆଉ ୨ ପ୍ରକାରର କୋଭିଡ୍ ଭୂତାଣୁ ଚିହ୍ନଟ

ଲଣ୍ଡନ: ଚିନ୍ତା ବଢାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ଲଣ୍ଡନରେ ଆଉ ୨ ପ୍ରକାରର କରୋନା ଭୂତାଣୁ ଚିହ୍ନଟ ହୋଇଛି । ଏହା ଅଧିକ ଭୟଙ୍କର ବୋଲି କୁହାଯାଉଛି । ବ୍ରିଟିଶ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହାନ୍‌କକ୍‌ କହିଛନ୍ତି, ଏହି ଦୁଇ ନୂଆ ଭାଇରସ୍‌ ଦକ୍ଷିଣ ଆଫ୍ରିକାରୁ ଆସିଛି । ଦକ୍ଷିଣ…

କରୋନା ୨.୦ କୁ ନେଇ ତତ୍ପର କେନ୍ଦ୍ର, ବିମାନ ଯାତ୍ରୀଙ୍କ ପାଇଁ ସରକାର ଜାରି କଲେ ନୂଆ SOP, ଜାଣନ୍ତୁ ଡିଟେଲ୍ସ

ଭାରତ ସରକାର ୟୁକେରୁ ଭାରତ ଫେରୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ସରକାରଙ୍କ କହିବା ହେଲା, ୟୁକେରୁ ଭାରତ ଫେରିଲେ ଏୟାରପୋର୍ଟରେ ଯାତ୍ରୀମାନଙ୍କର RT-PCR ଟେଷ୍ଟ କରାଯିବ। ଏହି ସମୟରେ ଯେଉଁ ଲୋକ କରୋନା ଭାଇରସର ନୂଆ ଭେରିଏଣ୍ଟରୁ ସଂକ୍ରମିତ ମିଳିବେ, ତାଙ୍କୁ…

ରାଜ୍ଯରେ ଆଜି ୩୮୭ କରୋନା ପଜିଟିଭ୍ ଚିହ୍ନଟ, ଗଲା ୪ଜଣଙ୍କ ପ୍ରାଣ

ଭୁବନେଶ୍ବର: ରାଜ୍ଯରେ ଆଜି ୩୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୨୦, ଏବଂ ଲୋକାଲ୍ କେସରୁ ୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୩ ହଜାର ୦୨୯କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ…

ନବଜାତ କନ୍ୟାକୁ ଧରି ନିଜ କାର୍ଯ୍ୟ ତୁଲାଇବାକୁ ପହଞ୍ଚିଗଲେ ଏହି ମହିଳା IAS, ମା’ ହେବା ସହିତ SDM ର ଦାୟିତ୍ୱ ମଧ୍ୟ…

ଦେଶ ଅନେକ ମାସ ଧରି କରୋନା ଭାଇରସ କବଳରେ ହନ୍ତସନ୍ତ । ଅନେକ ପର୍ଯ୍ୟାୟର ଲକ୍ ଡାଉନ୍ର ସାମନା କରିବା ପରେ ଏବେ ଅକ୍ଟୋବରରେ ଦେଶରେ ଅନଲକ୍ର ୫ମ ପ୍ରକ୍ରିୟା ଜାରି ରହିଛି। କୋଭିଡ୍-୧୯ ଭିତରେ ସବୁଠୁ ଅଧିକା ବୋଝ ପଡ଼ିଛି ହେଲଥ ସେକ୍ଟର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ। କୋଭିଡ-୧୯ର ସଙ୍କଟ…

ଶୀତ ସାଙ୍ଗକୁ ଆସୁଛି ପାର୍ବଣ ଋତୁ, ବଢିପାରେ କରୋନା ସଂକ୍ରମଣ

ଶୀତରେ ବଢିପାରେ ସଂକ୍ରମଣ । ଶୀତ ସାଙ୍ଗକୁ ଆସୁଛି ପାର୍ବଣ ଋତୁ । ଏହି ସମୟରେ କରୋନା ସଂକ୍ରମଣ ବଢିବ କି ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ବିଶେଷଜ୍ଞମାନେ ମଧ୍ୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏଭଳି ଆଶଂକାକୁ ସଂପୂର୍ଣ୍ଣ ଭାବେ ଏଡ଼ାଇ ଦେଇ ହେବ ନାହିଁ ବୋଲି କହିଛନ୍ତି…