Below header
Browsing Tag

coronavirus death toll

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା: ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌, ଜଣାନ୍ତୁ କେଉଁଠି…

ବିଶ୍ୱରେ ୬୯ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା । ୨୦୮ଟି ଦେଶରେ ବ୍ୟାପିଛି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୧୨.୭୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୬୧ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ରହିଛି। ୩.୩୬ ଲକ୍ଷ ଟପିଛି…

କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଲା, ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ଭାଇରାସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧିନ ଅଛନ୍ତି ୩୫୭୭। ସୁସ୍ଥ ହୋଇଛନ୍ତି ୨୭୫ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ସାରା ବିଶ୍ୱର ୨୦୨ଟି ରାଷ୍ଟ୍ରରେ କରୋନାର କଳା ଛାୟା: ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ, ଆମେରିକାରେ ସର୍ବାଧିକ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ୨୦୨ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୪୨ ହଜାରରୁ ଅଧିକ ମୁଣ୍ଡ । ବିଶ୍ୱରେ ଏଯାଏ ୮.୫୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୭୭ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି। ସେପଟେ ଇଟାଲି ପରେ ଚୀନ୍‌କୁ ଟପିଲା ଆମେରିକା ଓ…

ଇଟାଲୀ, ସ୍ପେନ ଓ ଆମେରିକାରେ କରୋନା ମୃତ୍ୟୁର ବିଭୀଷିକା : ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ…

ସାରା ବିଶ୍ୱ ଉପରେ କରୋନାର କଳା ଛାୟା । ଏପର୍ଯ୍ୟନ୍ତ ଦୁଇ ଶହ ରାଷ୍ଟ୍ରକୁ କରାୟତ କଲାଣି । ନେଲାଣି ୩୭ ହଜାରରୁ ଅଧିକ ମୁଣ୍ଡ । କେବଳ ୟୁରୋପ ମହାଦେଶରେ ଏହି ସଂଖ୍ୟା ୨୫ ହଜାରରୁ ଅଧିକ । ପାଖାପାଖି ୭ ଲକ୍ଷ ୮୫ ହଜାର ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ମାଡ଼ରେ ତ୍ରାହି ତ୍ରାହି ଡାକୁଛି…

ଦେଶରେ ମୃତ୍ୟୁ ସଂଖ୍ୟା ୪୩ରେ ପହଁଚିଲା: ଦିଲ୍ଲୀରେ ଧାର୍ମିକ କାର୍ଯ୍ୟକ୍ରମରୁ ବ୍ୟାପିଲା କରୋନା, ଯୋଗଦେଇଥିବା ୩୦୦ଲୋକ…

ନୂଆଦିଲ୍ଲୀ: ଭାରତରେ ବି କାୟା ବିସ୍ତାର କରୁଛି କରୋନା । ଦେଶରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ୨୮୦ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗତକାଲି ତେଲେଙ୍ଗାନାରେ କରୋନା ନେଇଛି ୬ ଜଣଙ୍କର ଜୀବନ । ଗତ ୧୩ରୁ…

ଆମେରିକାରେ ହାହାକାର: ୨୪ ଘଣ୍ଟାରେ ୩୯୮ ଜଣଙ୍କ ମୃତ୍ୟୁ, ୧୮ ହଜାରରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଆମେରିକାରେ ହାହାକାର । ୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୪ ଘଣ୍ଟାରେ ୩୯୮ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଆମେରିକାରେ କରୋନା ଯୋଗୁ ୧୬ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏକ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍‌ ଯୋଗୁ ସଂକ୍ରମିତ…

ବିଶ୍ୱରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ୨୪ ହଜାର ଟପିଲା, ସ୍ପେନ୍‌ରେ ଗୋଟିଏ ଦିନରେ ୭୧୮ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ବିଶ୍ୱର ୧୯୯ଟି ଦେଶରେ ବ୍ୟାପିଛି କରୋନା। ମୃତ୍ୟୁସଂଖ୍ୟା ୨୪ ହଜାରରୁ ଉର୍ଦ୍ଧ୍ୱ ଟପିଛି। ଏଯାଏ ୫.୩୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୨୩ ହଜାର ୯୪୨ ଲୋକ ସୁସ୍ଥହୋଇ ଫେରିଛନ୍ତି। ସେହିପରି ସ୍ପେନ୍‌ରେ ଅଣାୟତ ହୋଇପଡିଛି ସ୍ଥିତି। ଇଟାଲୀ ପରେ ସ୍ପେନ୍‌ରେ ଅଧିକ…

୧୯୬ଟି ରାଷ୍ଟ୍ରକୁ ବ୍ୟାପିଲା କରୋନାଭାଇରସ୍: ମୃତ୍ୟୁ ସଂଖ୍ୟା ଟପିଲା ୧୮ ହଜାର, ଗୋଟିଏ ଦିନରେ ଇଟାଲିରେ ୭୪୩ ଜଣଙ୍କ…

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ବିଭୀଷିକା। ପୂରା ବିଶ୍ୱ ଏବେ କରୋନା କବଳରେ। ୧୯୬ଟି ରାଷ୍ଟ୍ରକୁ ବ୍ୟାପିଲା କରୋନା। ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଛି। ମୃତ୍ୟୁ ସଂଖ୍ୟା ୧୮ ହଜାର ଟପି ଯାଇଛି। ଏଯାଏ ୪.୨୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧ ଲକ୍ଷ ୮ ହଜାର ଲୋକ ସୁସ୍ଥହୋଇ…

କରୋନାଭାଇରସ୍ ଆତଙ୍କ : ଜାଣନ୍ତୁ ମହାମାରୀର ରୂପ କେଉଁଠି କେମିତି, ଭାରତରେ ରୋଗୀଙ୍କ ସଂଖ୍ୟା ୨୫୮କୁ ବୃଦ୍ଧି

-କର୍ଣ୍ଣାଟକରେ କରୋନାଭାଇରସ୍ ସଂକ୍ରମଣ ମାମଲା: ରାଜ୍ୟରେ ମୋଟ ସଂଖ୍ୟା ୧୬ କୁ ବୃଦ୍ଧି | -ଗୁଜୁରାଟରେ କରୋନାଭାଇରସର ଆଉ ଏକ ପଜିଟିଭ୍ ରିପୋର୍ଟ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ଯା ଆଠକୁ ବୃଦ୍ଧି: ଅଧିକାରୀ -ନୋଏଡା ପ୍ରଶାସନ ନୋଏଡା ସେକ୍ -୭୪ ରେ ଏକ ସୋସାଇଟିର ପ୍ରବେଶ ଏବଂ…

ଇଟାଲୀରେ କରୋନା ବିଭୀଷିକା, ଗୋଟିଏ ଦିନରେ ୬୨୭ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । ଇଟାଲୀରେ ଗତକାଲି ଗୋଟିଏ ଦିନରେ ରେକର୍ଡ ୬୨୭ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୫ ହଜାର ୯୮୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏବେ ଇଟାଲୀରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ…

କରୋନା ମୃତ୍ୟୁରେ ଚୀନ୍‌କୁ ଟପିଲା ଇଟାଲୀ, ପ୍ରାଣ ହରାଇଲେଣି ୩୧ ହଜାର ୧୯୦ ଜଣ ଆକ୍ରାନ୍ତ

ଇଟାଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । କରୋନା ମୃତ୍ୟୁରେ ଚୀନ୍‌କୁ ଟପିଛି ଇଟାଲୀ । ଇଟାଲୀରେ ୩ ହଜାର ୪୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ରେ କରୋନା ମୃତ୍ୟୁ ୩ ହଜାର ୨୪୮ରେ ପହଞ୍ଚିଛି । ଇଟାଲୀରେ ୩୧ ହଜାର ୧୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ପ୍ରାଣ ହରାଇଥିବା…