Browsing Tag

coronavirus death

ସାରା ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ୫୩ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବିଶ୍ୱର ୨୦୪ଟି ଦେଶରେ ବ୍ୟାପିଛି କରୋନା । ବିଶ୍ୱରେ ଏଯାଏ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୧୨ ହଜାର ଲୋକ ସୁସ୍ଥହୋଇ ଫେରିଛନ୍ତି । ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୫୩,୧୬୭ରେ ପହଞ୍ଚିଛି।…

କରୋନା ଭାଇରସ ଯୋଗୁ ଚୀନର ବୁହାନରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ?? ଅସ୍ଥିକଳସରୁ ବଢୁଛି ସନ୍ଦେହ

ଚୀନର ବୁହାନ ସହରରେ କରୋନା ଭାଇରସ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। କରୋନା ଆରମ୍ଭ ହେବା ପରଠାରୁ ଏବେ ପର୍ଯ୍ୟନ୍ତ ବୁହାନର ଶ୍ମଶାନରେ ୫୦୦୦ଟି ଅସ୍ଥି କଳସ ଦେଖିବାକୁ ମିଳିଛି। ଗୋଟେ ପଟେ ଏତେ ସଂଖ୍ୟକ ଅସ୍ଥିକଳସ ଓ ଅନ୍ୟପଟେ ଚୀନ କହୁଛି ମାତ୍ର ୩୩୦୦…

ହୁ ହୁ ହୋଇ ବଢୁଛି କୋଭିଡ-୧୯ ମୃତକଙ୍କ ସଂଖ୍ୟା, କଶ୍ମୀରରେ ଆଜି ପ୍ରଥମ କରୋନା ମୃତ୍ୟୁ

କରୋନା ଭାଇରସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି କରୋନାରେ ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରର ହୋଇଥିବା ବେଳେ ଆଉ ଜଣେ ଜମ୍ମୁ-କଶ୍ମୀରର ବୋଲି ଜଣାଯାଇଛି। ଏହି ମୃତ୍ୟୁକୁ ମିଶାଇଲେ ମହାରାଷ୍ଟ୍ରରେ ଏବେ ଯାଏଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

ପାରଳାଖେମୁଣ୍ଡିରେ ଲକ୍ ଡାଉନକୁ ବେଖାତିର୍ କରି ଛେଚା ଖାଇଲେ ଯୁବକ

ପାରଳାଖେମୁଣ୍ଡି: ଗତକାଲି ମଧ୍ୟରାତ୍ରରୁ ସରକାର ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଯାହାପରେ ପୋଲିସ ବ୍ୟାପକ ସଚେତନତା କରିବା ସହିତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ଅବସରରେ ଘରୁ ନବାହାରିବା ତଥା ବିନା କାରଣରେ ଗାଡିରେ ନବୁଲିବାକୁ ବାରଣ କରାଯାଇଛି। ତଥାପି କିଛି…

ଚୀନ୍‌ ତୁଳନାରେ ଇଟାଲୀରେ ବଢ଼ୁଛି ମୃତ୍ୟୁହାର, ଜାଣନ୍ତୁ ଏହା ପଛର ପ୍ରମୁଖ କାରଣ ସମ୍ପର୍କରେ…

କରୋନା ଭାଇରସ୍‌ର ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଭାଇରସ୍‌ ଯୋଗୁ ପିଲାଠୁ ବୁଢ଼ାଯାଏଁ ସମସ୍ତେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକ ଥିବା ଜଣାଯାଇଛି। ଏଣୁ ବର୍ତ୍ତମାନ ପରିସ୍ଥିତିରେ ଘରର ବୟସ୍କଙ୍କ ଅଧିକ ଯତ୍ନ…