BSNLର ଦୁଇଟି ଦମଦାର ରିଚାର୍ଜ ପ୍ଲାନ, ଅଧିକ ଦିନ ଭାଲିଡିଟି ସହିତ ମିଳିବ ୨୫୨GB ଡାଟା
BSNL ନିକଟରେ ନିଜ ୟୁଜର୍ସମାନଙ୍କ ଦୁଇଟି ଶସ୍ତା ରିଚାର୍ଜ ପ୍ଲାନ ଆଣିଛି । ଏହି ଉଭୟ ରିଚାର୍ଜ ପ୍ଲାନରେ, ୟୁଜରମାନଙ୍କୁ ଲମ୍ବା ଭାଲିଡିଟି ସହିତ ଅନଲିମିଟେଡ କଲିଂ ଏବଂ ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ପ୍ରଦାନ କରାଯାଉଛି । ଏହା ବ୍ୟତୀତ ସରକାରୀ ଟେଲିକମ୍ କମ୍ପାନୀର ଏହି ରିଚାର୍ଜ ପ୍ଲାନରେ ଅନ୍ୟାନ୍ୟ ଅନେକ ସୁବିଧା ମଧ୍ୟ ଉପଲବ୍ଧ । BSNL ଏହାର ୟୁଜର ବେସ୍ ବୃଦ୍ଧି ପାଇଁ କ୍ରମାଗତ ଭାବରେ ନୂଆ ରିଚାର୍ଜ ପ୍ଲାନ ଆଣୁଛି । ଏହା…
Read More...