Below header
Browsing Tag

coronavirus fear

ଭାରତରେ ୧୯୭ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ, ୨୫ ଜଣ ବିଦେଶୀ ନାଗରିକ

ନୂଆଦିଲ୍ଳୀ: ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁ ୧୯୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ ହୋଇଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ୨୦ ଜଣ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ କରୋନା…

ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ରବିବାର ଗୋଟିଏ ଦିନରେ ୩୬୮ ଲୋକଙ୍କ ପ୍ରାଣ ଯାଇଛି

ଇଟାଲୀ: ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରବିବାର ଗୋଟିଏ ଦିନରେ ଇଟାଲୀରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଇଟାଲୀରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୧୮୦୯ ହୋଇଛି । ୨୪ ହଜାର ୭ ଶହ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ପରେ ଇଟାଲୀରେ କରୋନା ମୃତ୍ୟୁ…

ପୁଣି ଫେରିଲେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ କୋଭିଡ୍‌ ୱାର୍ଡରୁ ଛୁ ମାରିଥିବା ବ୍ୟକ୍ତି

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ଥାନାରେ ଏତଲା। କୋଭିଡ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତି ୱାର୍ଡରୁ ଛୁ ମାରିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଥାନାରେ ଏତଲା ଦେଇଥିଲେ। ତେବେ ବର୍ତ୍ତମାନ ଜଣାପଡିଛି ଯେ ଗତକାଲି ରାତିରେ ସଂପୃକ୍ତ…

କରୋନା ପ୍ରଭାବ: ଆସନ୍ତା ୩୧ ତାରିଖ ଯାଏ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ନିର୍ଦ୍ଦେଶ ଦେଲେ…

ପୁରୀ: କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ଦିନରେ କର୍ମଚାରୀମାନେ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀ ପୂର୍ବ ଅନୁମତି ବିନା ସଦର…

କରୋନା ପାଇଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ, ମହାମାରୀରୁ ରକ୍ଷା ପାଇବା…

ଆମେରିକା: କରୋନା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ । ରାଜ୍ୟ ଗୁଡ଼ିକୁ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ୫୦ ମିଲିୟନ ଡଲାର ମଞ୍ଜୁର କରିଛନ୍ତି । ଆମେରିକାର କେନ୍ଦ୍ରୀୟ, କ୍ଷେତ୍ରୀୟ ଓ…

କରୋନା ଆତଙ୍କ : ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଆଦେଶ ଦେଲା ଗୁଗଲ୍‌

କରୋନା ଭାଇରସ ଅର୍ଥାତ COVID -19 ଏବେ ଚୀନ ନୁହେଁ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। କରୋନା ଆତଙ୍କ ଯୋଗୁଁ ଆପଲ, ସାମସଙ୍ଗ ଭଳି ବଡ ବଡ କମ୍ପାନୀ ନିଜର ଇଭେଣ୍ଟଗୁଡିକ ରଦ୍ଦ କରିବାରେ ଲାଗିଛି।…

କରୋନାରେ କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, ଗତ ଜାନୁଆରୀରେ ସାଉଦି ଆରବ ଯାଇ ମାସକ ପରେ…

କର୍ଣ୍ଣାଟକ: ଭାରତରେ ପ୍ରଥମ କରୋନା ମୃତ୍ୟୁ । କର୍ଣ୍ଣାଟକ କୁଲବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । COVID-19 ଭୂତାଣୁରେ ସଂକ୍ରମିତ ହୋଇ ବୃଦ୍ଧ ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେ ଗତ ଜାନୁଆରୀରେ ସାଉଦି ଆରବ…

କରୋନା ଭୟ : ଚୁଟି କାଟିବାକୁ ସେଲୁନବାଲା କ’ଣ କରୁଛନ୍ତି ଦେଖନ୍ତୁ ଭିଡିଓ

ଚୀନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଚାଇନାରେ ୩ ହଜାର ଲୋକ ମରିଥିବା ବେଳେ ୯୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ଭାଇରସ ନିଜର କାୟା ବିସ୍ତାର କରିବାରେ ଲାଗିଛି। ସେଠାରେ ପ୍ରାୟତଃ କାର୍ଯ୍ୟ ଠପ୍‌ ହୋଇପଡିଛି। ଶିଳ୍ପ…