Below header
Browsing Tag

coronavirus in india

ଘାତକ ସାଜିଛି କରୋନା ଭାଇରାସ: ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଲା, ମୃତକଙ୍କ ମଧ୍ୟରେ ୬୩ ପ୍ରତିଶତ ୬୦ ବର୍ଷରୁ…

ନୂଆଦିଲ୍ଲୀ: ଘାତକ ସାଜିଛି କରୋନା ଭାଇରାସ। ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। କରୋନା ଯୋଗୁଁ ଭାରତରେ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ଚିକିତ୍ସାଧିନ ଅଛନ୍ତି ୪ହଜାର ୪୨୧। ସୁସ୍ଥ ହୋଇଛନ୍ତି ୩୧୮ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶର ବିଭିନ୍ନ…

କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଲା, ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ଭାଇରାସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧିନ ଅଛନ୍ତି ୩୫୭୭। ସୁସ୍ଥ ହୋଇଛନ୍ତି ୨୭୫ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା, ଏଯାଏ ଗଲାଣି ୫୬ଟି ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତ ସଂଖ୍ୟା ୨୦୮୮ରେ ପହଁଚିଛି। ସେହିପରି ମୃତ୍ୟୁ ସଂଖ୍ୟା ବଢି ୫୬ରେ ପହଞ୍ଚିଛି। ତେବେ ବର୍ତ୍ତମାନ ୧ହଜାର ୮୬୦ ଜଣ ଚିକିତ୍ସାଧୀନ ଅଛନ୍ତି। ୧୫୫ ଜଣ ଆରୋଗ୍ୟ ହୋଇ ସାରିଛନ୍ତି। ମହାରାଷ୍ଟ୍ରର ସ୍ଥିତି ସବୁଠୁ ଗମ୍ଭୀର ରହିଛି।…

ମୃତ୍ୟୁର ତାଣ୍ଡବ କରୁଛି କାରୋନା, ଦେଶରେ ଦୁଇ ହଜାର ଏବଂ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ଟପିଲା କାରୋନା ଆକ୍ରାନ୍ତଙ୍କ…

କାରୋନା ଭାଇରସର ପ୍ରକୋପ ଦେଶରେ ଲଗାତାର ବଢ଼ିବାରେ ଲାଗିଛି। ଏହି ମହାମାରୀ ଭାଇରସ ଧୀରେ ଧୀରେ ତାର କାୟା ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଖ୍ୟା ଅନୁଯାୟୀ କାଲି ଠାରୁ ଆଜି ଭିତରେ ୩୨୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ୧୨ଟି ନୂଆ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି।…

ଭାରତରେ ବଢୁଛି କରୋନା ଆକ୍ରାନ୍ତ: ଗୋଟିଏ ଦିନରେ ଆସିଲା ୧୨୪ଟି ନୂଆ ମାମଲା, ତାମିଲନାଡୁରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ରୋଗ ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି । ଗତକାଲି ଗୋଟିଏ ଦିନରେ ୧୨୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ଏତେ ଲୋକ ଆକ୍ରାନ୍ତ…

ଚିନ୍ତା ବଢାଇଲେ ୧୫ ଲକ୍ଷ ବିଦେଶ ଫେରନ୍ତା, ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ

ନୂଆଦିଲ୍ଲୀ: ଲକ୍‌ ଡାଉନରେ କରୋନା ସହ ଲଢେଇ କରୁଛି ଦେଶ । ହେଲେ ଚିନ୍ତା ବଢାଇଛନ୍ତି ୧୫ ଲକ୍ଷ ବିଦେଶ ଫେରନ୍ତା । ଏମାନେ ଜାନୁଆରୀ ୧୮ରୁ ମାର୍ଚ୍ଚ ୨୩ ଭିତରେ ଭାରତ ଆସିଛନ୍ତି । ଏହି ସମୟ ମଧ୍ୟରେ କରୋନା ବ୍ୟାପକ ହୋଇ ସାରିଥିଲା । ଏହି ୧୫ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ରିପୋର୍ଟ…

କରୋନା ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌, ଜାଣନ୍ତୁ କାହାକୁ…

ମୁମ୍ବାଇ : କରୋନା ନେଇ ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍‌ । ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ୍‌ ଘୋଷଣା ହୋଇଛି । ଲକ୍‌ଡାଉନରେ ପ୍ରଭାବିତ ଗରିବ ଓ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯିବ । ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷ ପର୍ଯ୍ୟନ୍ତ ବୀମା…

ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା, ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୬୪୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ୩୩ ରାଜ୍ୟ ଓ…

ଇରାନରୁ ଦିଲ୍ଲୀ ଫେରିଲେ ୨୭୭ ଭାରତୀୟ, ସମସ୍ତଙ୍କୁ ୧୪ଦିନ ପାଇଁ ପଠାଗଲା କ୍ୱାରେଣ୍ଟାଇନରେ

ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିଲେ ୨୭୭ ଭାରତୀୟ। ଏମାନଙ୍କୁ ଉଦ୍ଧାର କରିଛନ୍ତି କେନ୍ଦ୍ର ସରକାର। ୨୭୭ ଭାରତୀୟଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସିଛି। ଏମନ ସମସ୍ତଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରଖାଯିବ। ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ହେବା ନେଇ ସେମାନଙ୍କ ରିପୋର୍ଟ ନଦେବା…

ଚିକିତ୍ସାବେଳେ ବି କମୁନି କନିକାଙ୍କ ନଖରା, ଡାକ୍ତରଙ୍କ ସହ କରୁଛନ୍ତି ଏଭଳି ବ୍ୟବହାର ଅଭିଯୋଗ ଆଣିଲେ ହସ୍ପିଟାଲର…

ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର ନିକଟରେ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ସେ ଲକ୍ଷ୍ନୌରେ ଆୟୋଜିତ ଏକ ପାର୍ଟିରେ ସାମିଲ ରହିଥିଲେ ଯେଉଁଥିପାଇଁ ଉକ୍ତ ପାର୍ଟିରେ ଥିବା ଲୋକମାନେ ଆଇସୋଲେସନରେ ରହିଛନ୍ତି । ତେବେ ଏହା ମଧ୍ୟରେ ସେ ନିଜର ରୋଗ ଲୁଚାଉଥିବା ନେଇ ମଧ୍ୟ ଆରୋପ…

କରୋନା ଭାଇରସ୍‌ର ପରୀକ୍ଷା ପାଇଁ ସରକାର ଧାର୍ଯ୍ୟ କଲେ ଦାମ୍‌, ଏବେ କମ୍‌ ମୂଲ୍ୟରେ ଘରେ ବସି କରିପାରିବେ ଟେଷ୍ଟ

କରୋନା ଭାଇରସ୍‌ର ପରୀକ୍ଷା ପାଇଁ କେନ୍ଦ୍ର ସରକାର ପ୍ରାଇଭେଟ୍‌ ଲ୍ୟାବ୍‌ ପାଇଁ ଶୁଳ୍କ ଧାର୍ଯ୍ୟ କରିଛନ୍ତି। ଏବେ ୪୫୦୦ ଟଙ୍କାରେ ଲୋକେ କରୋନା ଯାଞ୍ଚ କରିପାରିବେ। ଏଥିରେ ତିନି ହଜାର ଟଙ୍କା ଯାଞ୍ଚ ପାଇଁ ଓ ଦେଢ଼ ହଜାର ଟଙ୍କା ସ୍କ୍ରିନିଂ ପାଇଁ ନିଆଯିବ। ତେବେ ସରକାର ଲୋକଙ୍କୁ ଅଯଥା ଯାଞ୍ଚ…

ଭାରତରେ ୧୯୭ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ, ୨୫ ଜଣ ବିଦେଶୀ ନାଗରିକ

ନୂଆଦିଲ୍ଳୀ: ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁ ୧୯୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ ହୋଇଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ୨୦ ଜଣ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ କରୋନା…