Browsing Tag

coronavirus test

ବୈଜ୍ଞାନିକ ତିଆରି କଲେ ପୋର୍ଟେବଲ ପକେଟ୍‌ ସାଇଜ୍‌ ମେସିନ୍‌, ଯାହା ମାତ୍ର କିଛି ମିନିଟ୍‌ରେ ଚିହ୍ନଟ କରିବ କରୋନା…

ପୁଣିଥରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଗୋଟେ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ଏହାର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି। ସେହିପରି ଏବେ ବୈଜ୍ଞାନିକମାନେ ତୁରନ୍ତ ସଂକ୍ରମଣର ପତ୍ତା ଲଗାଇବା ପାଇଁ ନୂଆ ନୂଆ ଆବିଷ୍କାର ମଧ୍ୟ କରୁଛନ୍ତି। ଏହି…

କ୍ରିକେଟ ଉପରେ କରୋନା ଆତଙ୍କ, ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ହରମନପ୍ରୀତ କୌର କରୋନା ସଂକ୍ରମିତ

ଭାରତୀୟ ମହିଳା ଟି-୨୦ କ୍ରିକେଟ୍ ଟିମର ଅଧିନାୟକ ଷ୍ଟାର୍ ଅଲରାଉଣ୍ଡର ହରମନପ୍ରୀତ କୌର କରୋନା ସଂକ୍ରମିତ ହୋଇଛନ୍ତି। ହରମନପ୍ରୀତ କୋଭିଡ୍-୧୯ର ହାଲକା ଲକ୍ଷଣ ଅନୁଭବ କରିବା ପରେ ନିଜକୁ କରୋନା ଟେଷ୍ଟ କରାଇଥିଲେ ଏବଂ ପଜିଟିଭ୍ ଆସିଥିଲା। ୩୨ବର୍ଷୀୟ ମହିଳା କ୍ରିକେଟର ନିକଟରେ ଦକ୍ଷିଣ ଆଫ୍ରିକା…

‘କୋଭିଡ୍‌ ଟେଷ୍ଟ କ୍ୱିନ୍‌’ ସାଜିଲେ ପ୍ରୀତି ଜିଣ୍ଟା, ୩୫ ଦିନରେ କରିସାରିଲେଣି ୨୦ ଥର କରୋନା ଭାଇରସ୍‌ ଟେଷ୍ଟ

ଫିଲ୍ମ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ଆଇପିଏଲ୍‌ ଯୋଗୁ ଦୁବାଇରେ ଅଛନ୍ତି। ଯେ ନିଜ ଆଇପିଏଲ୍‌ ଟିମ୍‌ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବକୁ ଚିୟର କରିବାକୁ ସେଠାକୁ ଯାଇଛନ୍ତି। ପ୍ରୀତି ପ୍ରାୟତଃ ସୋସିଆଲ ମିଡିଆ ଜରିଆରେ ନିଜ ସହ ଜଡ଼ିତ ଅପଡେଟ୍‌ ଦେଇଥାନ୍ତି। ନିକଟରେ ପ୍ରୀତି ଜିଣ୍ଟା ଏକ ଭିଡିଓ…

ଲଗାତର ଦୁଇ ଦିନ ଧରି ରାଜ୍ୟର ସବୁ ନମୁନା ଟେଷ୍ଟ ନେଗେଟିଭ୍‌, ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ

ଭୁବନେଶ୍ବର: ଗତକାଲି ପରୀକ୍ଷା କରାଯାଇଥିବା ସମସ୍ତ ନମୁନା ନେଗେଟିଭ୍‌ ଆସିଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୭ ହଜାର ୫୭୭ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରୁ ୭ ହଜାର ୫୧୭ଟି ନମୁନା ନେଗେଟିଭ୍‌…

ରକ୍ତର ଗୋଟିଏ ବୁନ୍ଦାରୁ ୧୫ ମିନିଟରେ ଜଣାପଡିବ ଆପଣଙ୍କୁ କାରୋନା ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ କୋଭିଡ଼-୧୯ ବା କାରୋନା ଭାଇରସ ବିରୁଦ୍ଧରେ ଜୋରସୋରରେ ଲଢ଼େଇ ଆରମ୍ଭ କରିଦେଇଛି। ଆଇସିଏମଆର ରାପିଡ଼ ଅଣ୍ଟିବଡି ବ୍ଲଡ଼ ଟେଷ୍ଟ ପାଇଁ ଦିଶା ନିର୍ଦେଶ ଜାରି କରିଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ଏହାର ପରୀକ୍ଷା ଶୀଘ୍ର କରିବାକୁ ପରିଷଦର…

୫ ମିନିଟରେ ହେବ କରୋନା ଯାଞ୍ଚ, ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ଏହି ଶସ୍ତା କିଟ୍

କରୋନା ଭାଇରସର ସଂକ୍ରମଣ ଯେଉଁ ଅନୁପାତରେ ବଢ଼ିବାରେ ଲାଗିଛି ଏହାର ଟେଷ୍ଟ କରିବାକୁ ଏବେ ଟେଷ୍ଟିଂ କିଟର ଅଭାବ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ଭାରତ ମାତ୍ର ୧୨୦୦ ଟଙ୍କାରେ କରୋନା କିଟ ପ୍ରସ୍ତୁତ କରିଛି। ଅନ୍ୟପଟେ ଆମେରିକାର ଆବଟ ନାମକ ଏକ କମ୍ପାନୀ ମାତ୍ର ୫ ମିନିଟରେ କରୋନା…

ଏବେ ଘରୋଇ ଲ୍ୟାବରେ ବି ହେବ ମାଗଣା କରୋନା ଟେଷ୍ଟ

ବର୍ତ୍ତମାନ କରୋନା ଭାଇରସ ଟେଷ୍ଟ କରିବା ପାଇଁ ଆବଶ୍ୟକ ନାହିଁ କୌଣସି ହସ୍ପିଟାଲ ଯିବା। ଏବେ ଆପଣ ଘରୋଇ (ପ୍ରାଇଭେଟ) ଲ୍ୟାବ୍ସରେ ମଧ୍ୟ କରୋନା ଭାଇରସ ଟେଷ୍ଟ ହେବ, ତାହା ବି ସମ୍ପୂର୍ଣ୍ଣ ମାଗଣା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ ଗତ ମଙ୍ଗଳବାର ଦିନ ଏହାସହ ଜଡିତ…