Browsing Tag

COVID-19

କରୋନା ଭାଇରସରେ ଭାରତର ତୃତୀୟ ମୃତ୍ୟୁ, ସାଉଦିଆରବରୁ ଫେରିଥିଲେ ୭୧ ବର୍ଷୀୟ ବୃଦ୍ଧ

ସାଉଦି ଆରବରୁ ନିକଟରେ ଫେରିଥିବା ୭୧ ବର୍ଷୀୟ କରୋନା ସନ୍ଦିଗ୍ଧଙ୍କର ମହାରାଷ୍ଟ୍ରର ବୁଲଢାଣ ଜିଲ୍ଲାରେ ଆଜି ମଧ୍ୟାହ୍ନରେ ମୃତ୍ୟୁ ଘଟିଛି । ଡାକ୍ତରଙ୍କ କହିବା ଅନୁଯାୟୀ ମୃତକ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ଥିଲେ । କିଛିଦିନ ତଳେ ତାଙ୍କୁ ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି…

କରୋନା ଭାଇରସ୍‌ର ଆତଙ୍କ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼, ସ୍ଥିତି ଗମ୍ଭୀର ହେବା ଆଶଙ୍କା

କରୋନା ଭାଇରସ୍‌ ଯୋଗୁ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଇତି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା କରୋନା ବ୍ୟାପିବାର ଆଶଙ୍କାକୁ ବହୁଗୁଣିତ କରିଛି। ଶନିବାର ଦ୍ୱିପ୍ରହରରେ ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ହଠାତ୍‌ କଳାବାଦଲ…

ଆପଣଙ୍କ ଫୋନରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ କରୋନା ଭାଇରସ, ଏପରି ସଫା କରନ୍ତୁ ନିଜର ଫୋନ

କରୋନା ଭାଇରସରୁ ବଞ୍ଚିବା ପାଇଁ କମ ସମୟ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ଭିଡ଼ ସ୍ଥାନରୁ ବଞ୍ଚି ରହିବା ଭଳି ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହି ସମୟରେ ଏକ ଏପରି ଜିନିଷ ଯାହାକୁ ସଫା କରିବା ପାଇଁ ପ୍ରାୟ ଏତେ କେହି ଧ୍ୟାନ ଦେଉନାହାନ୍ତି । ତାହା ହେଉଛି…

କରୋନା ପାଇଁ ଜାରି ହେଲା Whats app ନମ୍ବର, ମେସେଜ୍‌ କରି ପାଇପାରିବେ ସମସ୍ତ ପ୍ରଶ୍ନର ଉତ୍ତର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଅଫିସିଆଲି ବିଶ୍ୱ ମହାମାରୀ ଘୋଷିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୧,୦୦୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦୦ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଭାରତରେ ମଧ୍ୟ କରୋନାରେ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏଣୁ କରୋନାକୁ ନେଇ ସାରା ବିଶ୍ୱରେ ଭୟର…

ସଂକ୍ରମିତ ହେବା ପରେ ରୋଗୀଙ୍କ ଶରୀରରେ ୫ ସପ୍ତାହ ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବିଶ୍ୱ ମହାମାରୀ ଭାବେ ଅଭିହିତ କରାଯାଇଥିବା ବେଳେ ଏବେ ଭାରତରେ ମଧ୍ୟ କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି।…

ଘରେ ତିଆରି କରନ୍ତୁ ହ୍ୟାଣ୍ଡ ସାନିଟାଇଜର, କରୋନା ଭାଇରସକୁ କରିବ ମୂଳପୋଛ; ଜାଣନ୍ତୁ ପ୍ରସ୍ତୁତି ବିଧି

ବର୍ତ୍ତମାନ ଯେଉଁ ଅନୁପାତରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ସରକାର ମଧ୍ୟ ସବୁସ୍ତରରେ ଲୋକଙ୍କୁ ସଚେତନ କରାଉଛନ୍ତି। ତେବେ କରୋନା ଭାଇରସ୍‌ କବଳରୁ ନିଜକୁ ରକ୍ଷା କରିବା ପାଇଁ ସବୁଠାରୁ ସହଜ…

ଏବେ ଆଉ ଚିନ୍ତା ନାହିଁ, ଯେଉଁ ଦେଶରୁ ବ୍ୟାପିଥିଲା କରୋନା ଭାଇରସ ସେଠାରୁ ଆସିଲା ବଡ଼ ଖୁସି ଖବର

ଚୀନରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ୧୬୮୧ ଜଣ ରୋଗୀଙ୍କର ଚିକତ୍ସା ପରେ ସେମାନେ ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଇଛନ୍ତି ବୋଲି ନେସନାଲ ହେଲଥ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କୁ ନିକଟରେ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ…

ବଜ୍ରକାପ୍ତା ସହ କରୋନାର ସମ୍ପର୍କ କ’ଣ? ଜାଣନ୍ତୁ ଏହି ପ୍ରାଣୀ ଠାରୁ କେମିତି ବ୍ୟାପୁଛି COVID-19

ଚୀନ୍‌ ପରେ କରୋନା ଭାଇରସ୍‌ ଏବେ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି। ଏବେ ଯାଏଁ ଏହି ବିଷାଣୁ ବ୍ୟାପିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରାରମ୍ଭରେ ଏଥିପାଇଁ ବାଦୁଡ଼ି ଓ ସାପଙ୍କୁ ଦାୟୀ କରାଯାଉଥିଲା। କିନ୍ତୁ ପରେ କରୋନା ବ୍ୟାପିବା କାରଣ ବଜ୍ରକାପ୍ତା ବା ପାଙ୍ଗୋଲିନ୍‌ ବୋଲି କୁହାଯାଇଥିଲା।…

କରୋନା ଆତଙ୍କ, ଘରେ ରହି କାମ କରିବାକୁ ୫୦୦୦ କର୍ମଚାରୀଙ୍କୁ କହିଲା ଟ୍ଵିଟର

କରୋନା ଭାଇରସ୍‌ର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଚୀନ୍‌ର ବୁହାନ୍‌ ସହରରୁ ବ୍ୟାପୁଥିବା ଏହି ମାରାତ୍ମକ ଭାଇରସ୍‌ ଏବେ ଭାରତରେ ମଧ୍ୟ ପ୍ରବେଶ କରିସାରିଲାଣି। କରୋନାର ମାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ସବୁ ଦେଶରେ ଥିବା ନିଜ କର୍ମଚାରୀଙ୍କୁ ଘରେ…

ଭାରତରେ ପ୍ରଥମ କରୋନା ମୃତ୍ୟୁ! କିଛି ଦିନ ତଳେ ମାଲେସିଆରୁ ଫେରିଥିଲେ ଯୁବକ

ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ବହୁ ଦିନ ତଳୁ ପହଞ୍ଚିସାରିଥିବା ବେଳେ ଏଥିରେ ଏବେ ଜଣଙ୍କର ମୃତ୍ୟୁ ଘଟିଛି। ଏର୍ଣ୍ଣାକୁଲମ୍‌ର ଜଣେ ୩୬ ବର୍ଷୀୟ ଯୁବକଙ୍କଠାରେ କୋବିଡ୍‌- ୧୯ ବା କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ…

ପୁଣିଥରେ ବଦଳିଲା କରୋନାର ନାଁ, ଏବେ ଏହି ନୂଆ ଭାଇରସ୍‌କୁ କୁହାଯିବ COVID-19, ଜାଣନ୍ତୁ ଏହାର ଅର୍ଥ

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବଡ଼ ଘୋଷଣା। ଏବେ ପୁଣିଥରେ କରୋନାର ନାଁ ପରିବର୍ତ୍ତନ କରାଯାଇଛି। କରୋନା ଭାଇରସ୍‌ ଯୋଗୁ ବଢ଼ୁଥିବା ମୃତ୍ୟୁହାରକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ନାମ ରଖିଛି COVID-19 (କୋଭିଡ୍‌-୧୯)। କୋଭିଡ୍‌-୧୯ର ଅର୍ଥ ହେଉଛି କରୋନାଭାଇରସ୍‌…