Below header
Browsing Tag

Covid19

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କରୋନା ଭାଇରସ୍‌ ସଂକ୍ରମଣର ଆଶଙ୍କା କମ୍‌, ରିସର୍ଚ୍ଚ ହେଲା ଖୁଲାସା

ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ କରୋନା ଭାଇରସ୍‌ ଅଧ୍ୟୟନରେ ନୂଆ ଓ ରୋଚକ କଥା ସାମ୍ନାକୁ ଆସିଛି। ନିକଟରେ ହୋଇଥିବା ସର୍ଭେରେ ଜଣାଯାଇଛି ଯେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ସର୍ଭେ…

ଭର୍ଚୁଆଲ ଗେମ୍‌ ବଞ୍ଚାଇବ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ କେମିତି

ଭିଡିଓ ଗେମ୍‌ ଖେଳିବା ଅଭ୍ୟାସ ବଞ୍ଚାଇପାରେ କରୋନା ରୋଗୀଙ୍କ ଜୀବନ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଯଦି ଆପଣ ଭିଡିଓ ଗେମ୍‌ ଖେଳିବାକୁ ଆଗ୍ରହୀ ତେବେ ଆପଣଙ୍କର ଏହି ଅଭ୍ୟାସ କରୋନା ରୋଗୀଙ୍କ ଜୀବନ ବଞ୍ଚାଇପାରେ। ହାଓ୍ଵର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଏକ ସ୍ୱତନ୍ତ୍ର ଧରଣର…

ସଟଡାଉନରେ କ୍ରିକେଟ ପ୍ରେମ, କୋରନା କଟକଣାକୁ ଅବମାନନା କରି କ୍ରିକେଟ୍ ଖେଳୁଥିବା ୩୦ରୁ ଅଧିକା ଯୁବକଙ୍କୁ ଧରିଲା…

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦିନକୁ ଦିନ କୋରନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ରହ୍ମପୁର ସହରକୁ ୪ଦିନ ସମ୍ପୁର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି  । କେବଳ ଜରୁରୀକାଳୀନ ସେବାକୁ…

ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ, ଏମାନଙ୍କ ଭିତରୁ ୧୩ କରୋନା ଯୋଦ୍ଧା ସଂକ୍ରମିତ

ଗଞ୍ଜାମ: ଆଜି ପୁଣି ଗଞ୍ଜାମ ଜିଲ୍ଲାରୁ ୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ କଥା ଏମାନଙ୍କ ଭିତରେ ୧୩ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ୧୩ଜଣ କରୋନା ଯୋଦ୍ଧାଙ୍କ ଭିତରୁ ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ପୁରୀ, ସୋରଡ଼ା ଓ…

ଗଞ୍ଜାମରୁ ପୁଣି ଆଉ ଜଣେ କରୋନା ରୋଗୀ ଚିହ୍ନଟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪କୁ ବୃଦ୍ଧି

ଗଞ୍ଜାମ(କେନ୍ୟୁଜ): ଆଜି ରାଜ୍ୟରେ ପୁଣି ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ତେବେ ଆକ୍ରାନ୍ତ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୮କୁ ବୃଦ୍ଧି ହୋଇଛି । ତେବେ ଏହା ମଧ୍ୟରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ସୁସ୍ଥ…

ଜୁନ ୧୭ ପରେ କଲେଜ ଖୋଲିବା କ୍ଷଣି ଯେକୌଣସି ସମୟରେ ହେବ ପରୀକ୍ଷା : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଜୁନ ୧୭ ପରେ କଲେଜ ଖୋଲିବା ପରେ ଯେକୌଣସି ସମୟରେ ପରୀକ୍ଷା ହେବ । ଛୁଟି ସମୟରେ ପାଠ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ପିଜି ଏକକ ପ୍ରବେଶିକା ପରୀକ୍ଷା ପାଇଁ ସମସ୍ତ କୁଳପତିଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଦେଶରେ…

ଦେଶରେ ରାପିଡ ଟେଷ୍ଟ କରିବାରେ ଓଡ଼ିଶା ହେବ ପ୍ରଥମ: ଆଜିଠୁ ୭୦୦ରୁ ୮୦୦ ଟେଷ୍ଟ ଅଧିକ କରାଯିବ, ଖୁବ ଶୀଘ୍ର ଜଣାପଡ଼ିବ…

ଭୁବନେଶ୍ବର: ଦେଶରେ ରାପିଡ ଟେଷ୍ଟ କରିବାରେ ଓଡ଼ିଶା ହେବ ପ୍ରଥମ । ଖୁବ ଶୀଘ୍ର ଜଣାପଡ଼ିବ ରେଜଲ୍ଟ। ରାଜ୍ୟ ସରକାର ଏକ ମିଶନ ଭାବେ ଏହାକୁ ହାତକୁ ନେଇଛନ୍ତି । ଆଜିଠୁ ୭୦୦ରୁ ୮୦୦ ଟେଷ୍ଟ ଅଧିକ କରାଯିବ । ଶୀଘ୍ର ପରୀକ୍ଷା କରାଯାଇପାରିଲେ ଅଧିକ ସଂଖ୍ୟାରେ ରୋଗୀଙ୍କୁ ଡସଚାର୍ଜ କରିହେବ । ରାପିଡ…

ଲକ୍ ଡାଉନ୍ କାରଣରୁ ଘରକୁ ଫେରି ପାରିଲେନି ଶେହେନାଜ ଗିଲ, ପଞ୍ଜାବରୁ ବାପା ଦେଲେ ଏଭଳି ବାର୍ତ୍ତା

କରୋନା ଭାଇରସ୍ କାରଣରୁ ବିଶ୍ୱର ଅଧିକାଂଶ ଦେଶ ଏବେ ଲକ୍ ଡାଉନରେ ତେବେ ଏହା ମଧ୍ୟରେ ରହିଛି ଭାରତ । ଦେଶରେ ଲକଡାଉନ୍ କାରଣରୁ ପ୍ରାୟ ସମସ୍ତେ ଏବେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ବଲିଉଡର ଷ୍ଟାର୍ ମାନେ ମଧ୍ଯ ଏବେ ଘରେ ନିଜର ସମୟ ଅତିବାହିତ କରୁଛନ୍ତି । ତେବେ ଏହାମଧ୍ୟରେ ଏପରି କିଛି ଲୋକ…

କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଥରେ…

ଭୁବନେଶ୍ୱର: କରୋନା ଲଢ଼େଇରେ ହଜାର ହଜାର ପୋଲିସ କର୍ମଚାରୀ ବ୍ୟକ୍ତିଗତ ଓ ପାରିବାରିକ ବଳିଦାନ ଦେଉଛନ୍ତି । ଘରେ ରହି ଏବଂ ସାମାଜିକ ଦୂରତା ବଜାୟର ରଖି ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ଏନେଇ ଏକ ଭିଡ଼ିଓ ଜାରି ହୋଇଛି । ଥରେ ଦେଖନ୍ତୁ ଏହି ଭିଡ଼ିଓ…

ଦିଲ୍ଲୀର ନିଜାମୁଦ୍ଦିନ୍‌ ସ୍ଥିତ ମସଜିଦ୍‌ଠାରେ ଆୟୋଜନ କରିଥିବା ଧାର୍ମିକ ସମ୍ମିଳନୀର ଆୟୋଜକଙ୍କ ବିରୋଧରେ ହେବ ମାମଲା

କେନ୍ୟୁଜ(ବ୍ୟୁରୋ):ସଂକଟରେ ପକାଇଛି ଦିଲ୍ଲୀର ନିଜାମୁଦ୍ଦିନ୍‌ସ୍ଥିତ ମସଜିଦ୍‌ଠାରେ ଆୟୋଜନ ହୋଇଥିବା ଧାର୍ମିକସମ୍ମିଳନୀ। ଏହିଁ ଧାର୍ମିକ ସମ୍ମିଳନୀକୁ ଯାଇଥିବା ୩୦୦ ଜଣଙ୍କ ବ୍ୟକ୍ତିଙ୍କଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା। ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି।…

କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ଦେଲେ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରପଡା ଜିଲ୍ଲା ପାଇଁ ୭୫ ଲକ୍ଷର ଟଙ୍କା ଖର୍ଚ୍ଚ ହେବ । ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ  ୩୦ ଲକ୍ଷ…

୩୦୦ ଶ୍ରମିକଙ୍କୁ ଅଟକ, ଦୁଇଟି କଣ୍ଟେନରରେ ଲୁଚି ପଳାଉଥିବାବେଳେ ଜବତ କଲା ପୋଲିସ

ମହାରାଷ୍ଟ୍ର ପୋଲିସ ଗୁରୁବାର ଦୁଇଟି କଣ୍ଟେନରକୁ ଜବତ କରିଛି। ଏହି କଣ୍ଟେନର ଟ୍ରକରେ ୩୦୦ ରୁ ଅଧିକ ପ୍ରବାସୀ ଶ୍ରମିକ ଆବଶ୍ୟକ ସାମଗ୍ରୀ ନେଇ ତେଲେଙ୍ଗାନରୁ ରାଜସ୍ଥାନ ଯାଉଥିଲେ। ଆଶ୍ଚର୍ଯ୍ୟକର କଥା ହେଉଛି ପୋଲିସ ଅଧିକାରୀ ମାନେ ଯେଉଁ ଶ୍ରମିକଙ୍କୁ ଅଟକାଇଛନ୍ତି ସେମାନେ ରାଜସ୍ଥାନରୁ ଆସିଥିଲେ…