Browsing Tag

Cricket news

ପୂର୍ବତନ କ୍ରିକେଟର ଅରୁଣ ଲାଲ୍‌ ବିବାହ ବନ୍ଧନରେ ବାନ୍ଧିହେଲେ; ନିଜଠୁ ୨୮ ବର୍ଷ ସାନ ଦ୍ୱିତୀୟ ପତ୍ନୀଙ୍କୁ କଲେ କିସ୍‌

ପୂର୍ବତନ କ୍ରିକେଟର ଅରୁଣ ଲାଲ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬୬ ବର୍ଷୀୟ ଅରୁଣ ନିଜଠୁ ୨୮ ବର୍ଷ ସାନ ବୁଲ୍‌ବୁଲ ସାହାଙ୍କ ହାତ ଧରିଛନ୍ତି। ଏହା ଅରୁଣଙ୍କ ଦ୍ୱିତୀୟ ବିବାହ ଏବଂ କୋଲକାତାରେ ଆୟୋଜିତ ବିବାହ ସମାରୋହରେ ଦୁହେଁ ପରସ୍ପରର ସାତ ଜନମର ସାଥୀ ହେବାକୁ ଶପଥ ନେଇଛନ୍ତି।…

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପାକିସ୍ତାନ ଦେଉଛି ଏମିତି ଖାଦ୍ୟ…! ଥରେ ଆପଣ ବି ଦେଖି ନିଅନ୍ତୁ

ଏବେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ ପାକିସ୍ତାନ ଗସ୍ତରେ ଅଛନ୍ତି। ୨୪ ବର୍ଷ ପରେ ଅଷ୍ଟ୍ରେଲିଆ, ପାକିସ୍ତାନ ଗସ୍ତରେ ଯାଇଛି। ରାଓ୍ଵଲପିଣ୍ଡିରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର ରହିଥିଲା ଏବଂ ବହୁତ ବୋରିଂ ମଧ୍ୟ ଥିଲା। ପରେ ରାଓ୍ଵଲପିଣ୍ଡି ପିଚ୍‌କୁ ନେଇ ଖୁବ୍‌ ଆଲୋଚନା ମଧ୍ୟ…

ଗାର୍ଲଫ୍ରେଣ୍ଡ ଈଶାନୀ ଜୋହରଙ୍କ ହାତ ଧରିଲେ ଭାରତୀୟ କ୍ରିକେଟର ରାହୁଲ ଚହର; ଗୋଆରେ କଲେ ଡେଷ୍ଟିନେଶନ ୱେଡିଙ୍ଗ୍‌

ଭାରତୀୟ କ୍ରିକେଟର ରାହୁଲ ଚହର ନିଜ ମଙ୍ଗେତର ଈଶାନୀ ଜୋହରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଲେଗ୍‌ ସ୍ପିନର ରାହୁଲ ବୁଧବାର ଗୋଆରେ ଡେଷ୍ଟିନେଶନ ୱେଡିଙ୍ଗ୍‌ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ଈଶାନୀ ପେସାରେ ଜଣେ ଫ୍ୟାଶନ ଡିଜାଇନର। ଆଗ୍ରାରେ ରହୁଥିବା ରାହୁଲ ୨୦୧୯…

ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ : ଅତି ସୁନ୍ଦର ମୁହୂର୍ତ୍ତ! ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟୁଛି ଏହି ସେଲ୍ଫି ଫଟୋ;…

ଆଇସିସି ମହିଳା ବିଶ୍ୱକପ ୨୦୨୨ରେ ଭାରତୀୟ ଟିମ୍‌ ପାକିସ୍ତାନ ଉପରେ ବିଜୟ ହାସଲ କରି ନିଜର ଅଭିଯାନ ଆରମ୍ଭ କରିଛି। ଭାରତ ୧୦୭ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ତେବେ ମ୍ୟାଚ୍ ପରେ ପରେ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି। ଫଟୋଟି ସମସ୍ତଙ୍କ ହୃଦୟ ଜିତୁଛି। ଏହି…

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ହଠାତ୍ ଦେହାନ୍ତ, କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଛାୟା

କ୍ରିକେଟ ଜଗତରେ ଖେଳି ଯାଇଛି ଶୋକର ଛାୟା। କାହିକିଁନା ଆଜି ଆଉ ନାହାନ୍ତି ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳୀ ରଡ୍ ମାର୍ଶ। ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ତିନି ଶତକରେ ସେ ୩୬୩୩ ରନ୍ ସଂଗ୍ରହ କରିଛନ୍ତି। ଇଂଲଣ୍ଡରେ ସର୍ବାଧିକ ଟି ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିବା ଏହି ଖେଳାଳି…

ମହାନ ଅଷ୍ଟ୍ରେଲୀୟ କ୍ରିକେଟର ରୋଡ୍‌ ମାର୍ଶ କୋମାରେ, ଜୀବନ ଯୁଦ୍ଧରେ କରୁଛନ୍ତି ସଂଗ୍ରାମ

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ଭେଟେରାନ ଅଷ୍ଟ୍ରେଲୀୟ କ୍ରିକେଟର ରୋଡ ମାର୍ଶ ହୃଦଘାତରେ ପୀଡିତ ହେବା ପରେ କୋମାକୁ ଚାଲି ଯାଇଛନ୍ତି। ବର୍ତ୍ତମାନ ସେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛନ୍ତି। ବିଶ୍ୱର କୋଣ ଅନୁକୋଣରୁ ତାଙ୍କ ପାଇଁ ପ୍ରେମ ଏବଂ ଆରୋଗ୍ୟ କାମନାର ବାର୍ତ୍ତା ଛୁଟୁଛି।…

ସୁରେଶ ରୈନାଙ୍କ ବାପାଙ୍କ ନିଧନ; ଏମିତି ସଂଘର୍ଷ କରି ପୁଅକୁ କରିଥିଲେ କ୍ରିକେଟର…

ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ସୁରେଶ ରୈନାଙ୍କ ବାପା ତ୍ରିଲୋକଚାନ୍ଦ ରୈନାଙ୍କର ଆଜି ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇ ଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ତ୍ରିଲୋକଚାନ୍ଦ ରୈନା ଜଣେ ସେନା ଅଧିକାରୀ ଥିଲେ, ଯିଏକି, ଆର୍ଡନେନ୍ସ କାରଖାନାରେ…

ଲତା ମଙ୍ଗେସକର ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌କୁ ଦେଇଥିଲେ ୨୦ ଲକ୍ଷ ଟଙ୍କା! ବୋର୍ଡ ପାଖରେ ନ ଥିଲା ପଇସା;…

ଲତା ମଙ୍ଗେସକର ସଙ୍ଗୀତ ବ୍ୟତୀତ କ୍ରିକେଟରେ ମଧ୍ୟ ଖାସ୍‌ ରୁଚି ରଖୁଥିଲେ। ଏଥିପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା। ସୁର ସାମ୍ରାଜ୍ଞୀ ନିଜର ଅବସର ସମୟରେ ରିୟାଜ୍ କରୁଥିଲେ ନଚେତ୍‌ ନିଜ ପସନ୍ଦର କ୍ରିକେଟ୍ ମ୍ୟାଚ୍‌ ଦେଖୁଥିଲେ। ଲତା ୧୯୮୩ ମସିହାରେ ଲର୍ଡସ ମଇଦାନରେ ଆୟୋଜିତ ବିଶ୍ୱକପ୍‌…

ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨: ଆୟର୍ଲାଣ୍ଡକୁ ହରାଇଲା ଭାରତ; ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ କଲା କ୍ୱାଲିଫାଇ

ୱେଷ୍ଟଇଣ୍ଡିଜରେ ଚାଲିଥିବା ‘ଆଇସିସି ଅଣ୍ଡର-୧୯ ବିଶ୍ୱକପ ୨୦୨୨’ର ଗ୍ରୁପ ବି ମ୍ୟାଚରେ ଭାରତ, ଆୟର୍ଲାଣ୍ଡ ବିପକ୍ଷରେ ୧୭୪ ରନର ବିଜୟ ହାସଲ କରିଛି। କ୍ୟାପଟେନ ୟଶ ଢୁଲ ଏବଂ ଅନ୍ୟ ୬ ଖେଳାଳିଙ୍କ ଅନୁପସ୍ଥିତ ସତ୍ତ୍ୱେ ଭାରତ ଏହି ବିଜୟ ହାସଲ କରି ସୁପରଲିଗ୍ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା…

ଆଇପିଏଲ୍‌: ମେଗା ନିଲାମୀ ପୂର୍ବରୁ ବଡ଼ ଖୁଲାସା! ବିରାଟଙ୍କ ଜାଗାରେ ଏହି ଖେଳାଳି ହେବାକୁ ଯାଉଛନ୍ତି RCBର ନୂଆ ଅଧିନାୟକ

ଆଇପିଏଲ୍ ୨୦୨୧ ଶେଷ ହେବା ସହିତ ବିରାଟ କୋହଲି ମଧ୍ୟ ଆରସିବିର ଅଧିନାୟକତ୍ୱ ଛାଡିଛନ୍ତି। ବର୍ତ୍ତମାନ ବିରାଟ ଆରସିବି (RCB)ରେ କେବଳ ଜଣେ ଖେଳାଳି ଭାବରେ ଖେଳିବେ। ବିରାଟଙ୍କ ଅଧିନାୟକତ୍ୱରେ ଏହି ଦଳ ଥରୁଟିଏ ବି ଟାଇଟଲ ଜିତି ପାରି ନ ଥିଲା ଏବଂ ଏଥିପାଇଁ ସେ ଏବେ ଅଧିନାୟକତ୍ୱ ଛାଡି…

ରୋହିତ ଶର୍ମାଙ୍କଠାରୁ ଜଲ୍‌ଦି ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ପାରନ୍ତି ଏହି ଦୁଇ ଧୁରନ୍ଧର! ହୋଇ ପାରନ୍ତି BCCIର…

ଟିମ୍ ଇଣ୍ଡିଆରେ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବିରାଟ କୋହଲିଙ୍କ ଜାଗାରେ ରୋହିତ ଶର୍ମାଙ୍କୁ ଟି-୨୦ ଏବଂ ODI କ୍ରିକେଟର ନୂତନ ଅଧିନାୟକ କରାଯାଇଛି। ବିସିସିଆଇ ୨୦୨୩ ମସିହାରେ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ବିଶ୍ୱକପ ପୂର୍ବରୁ ଟି-୨୦ ଏବଂ ODI ଫର୍ମାଟ ପାଇଁ କେବଳ ଜଣେ ହିଁ…

କୋହଲି-ଗାଙ୍ଗୁଲି ବିବାଦ ଭିତରେ ପଶିଲେ କପିଲ ଦେବ, ସର୍ବସାଧାରଣରେ ବିରାଟଙ୍କୁ କଲେ ଅନୁରୋଧ; କହିଲେ, ଏମିତି କର ନାହିଁ…

ବିଶ୍ୱ କପ୍‌ ଜିତେଇଥିବା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ, ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ, ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଯିବା ପରେ ବୁଧବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲେ।…