Browsing Tag

cricketer dies

ମ୍ୟାଚ ଜିତିବାର ଖୁସି ମନାଉଥିବା ବେଳେ ଆସିଲା ହାର୍ଟଆଟାକ, ଚାଲିଗଲା ଖେଳାଳିଙ୍କ ଜୀବନ

ମାତ୍ର ୩୪ ବର୍ଷ ବୟସରେ ଆଖି ବୁଜିଲେ ଯୁବ କ୍ରିକେଟର । ଖୁସିରେ ମ୍ୟାଚ୍‌ ଜିତିଥିବା ବିଜୟ ଉତ୍ସବ ମନାଉଥିବା ବେଳେ ଆସିଲା ହାର୍ଟଆଟାକ । ଖେଳାଳି ଜଣକ ପଡିଆରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଚାନକ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଡାକ୍ତର…

କ୍ରିକେଟ ଜଗତକୁ ଝଟକା, ହାର୍ଟଆଟାକରେ ଚାଲିଗଲା ସାଉଥ ଆଫ୍ରିକା ଖେଳାଳିଙ୍କ ଜୀବନ

କ୍ରିକେଟ ଜଗତରୁ ପୁଣି ଏକ ଦୁଃଖଦ ଖବର । ସାଉଥ ଆଫ୍ରିକାର ଜଣାଶୁଣା ଖେଳାଳି ମାଇକ ପ୍ରକ୍ଟରଙ୍କ ପରଲୋକ ହୋଇଛି । ତେବେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।…

କିମ୍ବଦନ୍ତୀ କ୍ରିକେଟର ବିଶନ ସିଂ ବେଦୀଙ୍କ ପରଲୋକ, ୭୭ ବର୍ଷ ବୟସରେ ମୃତ୍ୟୁ

ବିଶ୍ବକପ୍ ଭିତରେ ଭାରତୀୟ କ୍ରିକେଟ ଟିମ୍ ପାଇଁ ଦୁଃଖଦ ଖବର । ଆଉ ନାହାନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିଶନ୍ ସିଂହ ବେଦୀ । ଆଜି ୭୭ ବର୍ଷ ବସୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିଜର ସ୍ପିନ ବୋଲିଂର ଯାଦୁରେ ଏକଦା ବିଶ୍ୱର ବହୁ ବଡ଼ ବଡ଼…

ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ପରଲୋକ, ଦୀର୍ଘଦିନରୁ କ୍ୟାନସରରେ ଥିଲେ ପୀଡିତ

ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏରୁ ସତୁରୀ ଦଶକ ଭିତରେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦୁରାନୀଙ୍କର ଗୁଜରାଟ ଜାମନଗର ଠାରେ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ।…

ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ, ଗୁଜରାଟ ରଣଜୀ ଟ୍ରଫି ପାଇଁ ଖେଳୁଥିଲେ

ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶର ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ପରଲୋକ ହୋଇଛି । ହିମାଚଳ ପାଇଁ ଗୁଜରାଟ ରଣଜୀ ଟ୍ରଫି ଖେଳିଥିବା ୨୮ ବର୍ଷୀୟ ଯୁବ କ୍ରିକେଟର ସିଦ୍ଧାର୍ଥ ଶର୍ମାଙ୍କ ମୃତ୍ୟୁ ୧୨ ତାରିଖ ରାତିରେ ଘଟିଛି। ନିଜ ଟିମ ସହିତ…

ଏମିତି ବି ଆସେ ମୃତ୍ୟୁ! ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ; ଦେଖନ୍ତୁ ପୂରା ଭିଡିଓ

ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁନେରେ। ଏଠାରେ ଲାଇଭ୍‌ ମ୍ୟାଚ୍‌ ବେଳେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଛିଡା ହୋଇଥିବା ଜଣେ ଖେଳାଳିଙ୍କର ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ଘଟିଛି। ଏହି ଖେଳାଳି ପୁନେରେ ଆୟୋଜିତ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ…

ଘରୁ ମିଳିଲା ଭାରତୀୟ ଫାଷ୍ଟକ୍ଲାସ୍‌ କ୍ରିକେଟରଙ୍କ ମୃତଦେହ, ହତ୍ୟା ଅଭିଯୋଗରେ ପୁଅକୁ ଗିରଫ କଲା ପୋଲିସ

ଭାରତର ପୂର୍ବ ଫାଷ୍ଟ କ୍ଲାସ କ୍ରିକେଟର ଜୟମୋହନ ଥମ୍ପୀଙ୍କୁ ହତ୍ୟା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହତ୍ୟା ମାମଲାରେ ତାଙ୍କ ନିଜ ପୁଅକୁ ବୁଧବାର ଦିନ ପୋଲିସ ଗିରଫ କରିଛି। ସୋମବାର ଥିରୁଭନନ୍ତପୁରମ୍‌ର ମାନାକୌଡ଼ରେ ଜୟମୋହନ ଥମ୍ପୀଙ୍କ ଶବ ତାଙ୍କ ବାସଭବନରୁ ମିଳିଥିଲା। ଘରୁ ଦୁର୍ଗନ୍ଧ…

କଶ୍ମୀରରେ ଯୁବ କ୍ରିକେଟରଙ୍କ ଗଳାରେ ବାଜିଲା ବଲ୍, ଆଖିପିଛୁଳାକେ ଚାଲିଗଲା ଜୀବନ

କଶ୍ମୀର: ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାର ପଟ୍ଟାନ ଅଞ୍ଚଳରେ କ୍ରିକେଟ ମ୍ୟାଚ୍ ସମୟରେ ଜଣେ ବାଳକଙ୍କର ମୃତ୍ୟୁ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । ମ୍ୟାଚ୍ ସମୟରେ ବଲ୍ ଟି ତାଙ୍କ ଗଳା ପାଖରେ ମାଡ ହୋଇଥିଲା । ପଟ୍ଟାନରେ ନାନିଲ ଖେଳ ପଡିଆରେ ଅନନ୍ତନାଗ ଜିଲ୍ଲାର ଖେଳ ବିଭାଗ ପକ୍ଷରୁ…