Browsing Tag

Crime Branch EOW

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ, ସେୟାର ମାର୍କେଟ ଲୋଭ ଦେଖାଇ ଠକୁଥିଲା ଲୋକଙ୍କୁ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି । ସେୟାର…

କ୍ରିପ୍ଟୋ ପଞ୍ଜି ସ୍କାମ: ମାଷ୍ଟର ମାଇଣ୍ଡଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW

ଭୁବନେଶ୍ୱର (କେନ୍ୟୁଜ): କ୍ରିପ୍ଟୋ ପଞ୍ଜି ସ୍କାମ ମାମଲାରେ ଆଉ ଜଣେ ବଡ଼ମୁଣ୍ଡ ଗିରଫ । ୟେଶ ୱାର୍ଲଡ କ୍ରିପ୍ଟୋ ଟୋକନ ମୁଖ୍ୟକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ EOW । ଅଭିଯୁକ୍ତ ସନ୍ଦୀପ ଚୌଧୁରୀ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ସନ୍ଦୀପ ଚୌଧୁରୀ ନାଁରେ EOW ଅନୁରୋଧରେ ବ୍ୟୁରୋ ଅଫ…

କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜମି ଦଲାଲ, ନକଲି ଫଟୋ ଲଗାଇ ଜମି ବିକ୍ରି କରୁଥିଲା

ଭୁବନେଶ୍ବର(କେନ୍ୟୁଜ୍): କ୍ରାଇମବ୍ରାଞ୍ଚ EOW ପଞ୍ଜାରେ ଜଣେ ଜମି ଦଲାଲ। ଜମି ଦଲାଲ ବିଚିତ୍ର ବେହେରାକୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ଭୁବନେଶ୍ୱର ମଳିପଡାରୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଜାଲ ଆଧାର କାର୍ଡ, ଜମି କାଗଜ ପତ୍ର ଓ ନକଲି ଫଟୋ ଲଗାଇ ଜମି ବିକ୍ରି କରୁଥିଲା…

୩୭୦୦ ଲୋକଙ୍କୁ ଚୂନ ମାରିଲା ଡିଜିଟାଲ ଠକେଇ ନେଟଓ୍ଵର୍କ, EOW ଜାରି କଲା ଚେତାବନୀ

ଫ୍ରଡ ୱେବସାଇଟ ଜରିଆରେ ଚାଲିଛି ଚିଟଫଣ୍ଡ କାରବାର । ଫ୍ରଡ୍ ୱେବସାଇଟ୍ର ୧୧.୯୧ ଲକ୍ଷ ଟଙ୍କା ଫ୍ରିଜ୍ କଲା EOW । ଆମେରିକାରେ ପ୍ରସ୍ତୁତ ୱେବସାଇଟ୍, ହଂକଂରୁ ହେଉଛି ଅପରେଟ୍ । ୩୭୦୦ ଲୋକଙ୍କୁ ଚୂନ ମାରିଛି ଏହି ଫ୍ରଡ ୱେବସାଇଟ । ବର୍ତ୍ତମାନ EOW ଜାଲରେ ବଡ ଧାରଣର ଡିଜିଟାଲ ଠକେଇ ନେଟୱର୍କ…

ଡିଜିଟାଲ ଲୋନ ଆପ୍‌ ମାମଲା: ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ EOW

କେନ୍ୟୁଜ୍(ବ୍ୟୁରୋ):ଡିଜିଟାଲ ଲୋନ ଆପ୍‌ ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା ଭୁବନେଶ୍ୱରର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କଲା…

ବେଆଇନ ଡିଜିଟାଲ ଋଣ ଦେବା ପଡିଲା ମହଙ୍ଗା: ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW

ଭୁବନେଶ୍ବର(କେନ୍ୟୁଜ): ବେଆଇନ ଡିଜିଟାଲ ଋଣ ଦେଉଥିବା ଆପର ୬କୋଟି ୫୭ଲକ୍ଷ ଫ୍ରିଜ । ମହାଗ୍ରାମ ପେମେଣ୍ଟ ଆପର ସଦସ୍ୟଙ୍କ ୪ଟି ଆକାଉଣ୍ଟକୁ ଫ୍ରିଜ କଲା EOW । କୋକୋ, ଜୋଜୋ ଆପରେ ଦେଢ଼ ଲକ୍ଷ ଲୋକ ଡାଉନଲୋଡ୍‌ କରିଛନ୍ତି । ଏହି ଆପରେ ଅନେକ ଓଡ଼ିଆ ଲୋକ ଥିବା ଜଣାପଡ଼ିଛି । EOW ନିକଟରେ ବହୁ ଲୋକ…

ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌ ଘଟଣା, ୨ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଚାଷୀଙ୍କୁ ସବ୍‌ସିଡି ନାଁରେ ୬ କୋଟିରୁ ଅଧିକ ଟଙ୍କା ହଡପ୍‌। ୬ କୋଟିରୁ ଅଧିକ ସରକାରୀ ସବ୍‌ସିଡି ହଡପ୍‌ ଅଭିଯୋଗରେ ଦୁଇ ଗିରଫ। ଶୀତଲ ଆଗ୍ରୋ ଇନ୍‌ପୁଟ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୁଇ ଜଣଙ୍କୁ ଗିରଫ କରିଛି EOW । ସେମାନେ ହେଲେ ସଂସ୍ଥାର ଦୁଇ ନିର୍ଦ୍ଦେଶକ ତଥା…

ଛଦ୍ମ ବେଶୀ ବାବାଙ୍କର ଫଟୋ ଭାଇରାଲ, ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ ବାବା ବିଜୟାନନ୍ଦ ଚୌଧୁରୀ

(କେନ୍ୟୁଜ):  ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଗୁମର । ଓଟିଡିସି ନାଁରେ ୩ କୋଟି ଟଙ୍କା ଠକେଇ ମାମଲାରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀଙ୍କୁ ଗିରଫ କରାଯାଇଥିଲା । ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା । ଗିରଫ ପରେ ଧୀରେ ଧୀରେ ଫିଟିବାରେ ଲାଗିଛି ଅନେକ ଗୁମର । ତାଙ୍କ ନାଁରେ ଏବେ…

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା, କ୍ରାଇମବ୍ରାଞ୍ଚ EOWରେ ହାଜର ହେଲେ ନିହାର ଭୂୟାଁ

କେନ୍ୟୁଜ ବ୍ୟୁରୋ : କ୍ରାଇମବ୍ରାଞ୍ଚ EOWରେ ହାଜର ହେଲେ ନିହାର ଭୂୟାଁ। ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁରେ ହାଜର ହୋଇଛନ୍ତି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ୍‌ ଲିମିଟେଡ ନିର୍ଦ୍ଦେଶକ ନିହାର ଭୂୟାଁ। ହାଜର ହେବା ପାଇଁ ନିହାର ଭୂୟାଁଙ୍କୁ ପୂର୍ବରୁ ନୋଟିସ୍‌…