Below header
Browsing Tag

crime

ପୁଅକୁ ତଣ୍ଟି ଚିପି ମାରିଦେଲା ମା’, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଫାଶିରେ ଝୁଲାଇଦେଲା ଶବ

ଛତିଶଗଡ଼ର ବସ୍ତର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା' ତା' ପୁଅକୁ ଅତି ନୃଶଂସ ଭାବେ ହତ୍ୟା କରିଛି। ଏ ନେଇ କାଂକେର ଜିଲ୍ଲାର କାଂକେର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ପୋଲିସର କହିବା ମୁତାବକ, ଏହି ଥାନା ଅଞ୍ଚଳରେ ଜିତେନ୍ଦ୍ର ନିଷଦ ନାମକ ଯୁବକ ସବୁବେଳେ ମଦ ପିଇ…

କରୋନା ଛଡେଇ ନେଲା ରୋଜଗାର, ହତାଶ ହୋଇ ଫାଶୀ ଲଗାଇଦେଲେ ଏହି ନବବିବାହିତ ଯୋଡ଼ି, ମାସେ ପୂର୍ବରୁ ହୋଇଥିଲା ବିବାହ

କରୋନା ଭାଇରସ ମହାମାରୀ ଏବଂ ଏହାପରେ ହୋଇଥିବା ଲକଡାଉନ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭାରତରେ ବି କୋଟି କୋଟି ଲୋକଙ୍କର ରୋଜଗାର ଚାଲିଯାଇଛି। ଲୋକେ ଏବେ ଚାକିରି ହରାଉଥିବା ବେଳେ ବେରୋଜଗାର ବଢ଼ିବାରେ ଲାଗିଛି। ରୋଜଗାର ନ ମିଳିବାକୁ ଲକ୍ଷ ଲକ୍ଷ ଯୁବକ ହତାଶ ହୋଇପଡୁଛନ୍ତି।…

ମୂଷା ଯୋଗୁ ଗଲା ୫ମ ଶ୍ରେଣୀ ଛାତ୍ରୀଙ୍କ ଜୀବନ, ପଥରରେ ଛେଚି ହତ୍ୟା କଲା ୧୧ ବର୍ଷର ନାବାଳକ, ଜାଣନ୍ତୁ ପୂରା ମାମଲା

ମଧ୍ୟପ୍ରଦେଶର ଇନ୍ଦୋରରେ ପୋଲିସ ଏକ ହତ୍ୟା ଘଟଣାରେ ୧୧ ବର୍ଷର ଜଣେ ସ୍କୁଲ ଛାତ୍ରଙ୍କୁ ଅଟକ ରଖିଛି। ପୋଲିସ ଡିଆଇଜି ହରିନାରାୟନାଚାରୀ ମିଶ୍ରା କହିଛନ୍ତି, ଲସୁଡ଼ିଆ ଅଞ୍ଚଳରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଅଭିଯୋଗରେ…

ଛିଃରେ ମଣିଷ! ନିଜର ଛୁଆ ହେଲାନି ବୋଲି ପ୍ରଥମ ପତ୍ନୀଙ୍କ ଝିଅକୁ ମାରି ଟାଙ୍କିରେ ଫିଙ୍ଗିଦେଲା ବାପା

ରାଗ, କ୍ରୋଧ, ଈର୍ଷାର ପରିଣାମ ଯେ କେତେ ଭୟଙ୍କର ହୋଇପାରେ ତାର ନମୁନା ସମସ୍ତେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ। କିନ୍ତୁ ପତ୍ନୀ ଉପରେ ଈର୍ଷା କରି କୌଣସି ସ୍ୱାମୀ ନିଜ ପତ୍ନୀର ସନ୍ତାନକୁ ହତ୍ୟା କରିବା ଘଟଣା ବୋଧେ କେହି ଶୁଣିନଥିବେ। ଏଭଳି ବର୍ବର ଘଟଣା ଘଟିଛି ମହୀଶୂରରେ। ଏଠାରେ ଜଣେ…

ଶକୁନ୍ତଳାର ଶରୀର ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା ସଞ୍ଜୟ, ମା’ ସାଥ୍‌ ନ ଦେବାରୁ ନେଇଗଲା ଜୀବନ

ପ୍ରେମ କରୁଥିବା ଲୋକକୁ ସବୁ କିଛି ରଙ୍ଗୀନ୍‌ ଲାଗେ। ପ୍ରେମିକାକୁ ପାଇବାକୁ ପ୍ରେମିକ କିଛି ବି କରିବାକୁ ପ୍ରସ୍ତୁତ ଥାଏ। ହାତ ପାଉନଥିବା ଚାନ୍ଦକୁ ବି ସେ ପ୍ରେମିକା ପାଇଁ ତୋଳି ଆଣିବାକୁ ଆଗଭର ହୋଇଯାଏ। ନିଜ ସାମର୍ଥ୍ୟ ବାହାରେ ଥିବା ଜିନିଷ ଯଦି ପ୍ରେମିକା ମାଗେ ତେବେ ତାହାକୁ ହାସଲ କରିବା…

ଗର୍ଭବତୀ ଲିଭ୍‌-ଇନ୍‌ ପାର୍ଟନରକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ତା’ପରେ ଏମିତି କଲା ପ୍ରାୟଶ୍ଚିତ

ଜୀବନ ନେଲା ପ୍ରେମ। ଆଉ କେହି ନୁହେଁ ବରଂ ପ୍ରେମିକ ହିଁ ହତ୍ୟା କଲା ନିଜ ଗର୍ଭବତୀ ପ୍ରେମିକାକୁ। କାରଣ ଥିଲା ସାମାନ୍ୟ ପାଟିତୁଣ୍ଡ। ମନୋମାଳିନ୍ୟ ସବୁ ଦମ୍ପତିଙ୍କ ମଧ୍ୟରେ ହେଉଥିବା ବେଳେ ଏଥରକ କିନ୍ତୁ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ୭ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଥା ଦେଇଥିବା…

୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା, ରାକ୍ଷସମାନେ ଝିଅର ଆଖି ଫୁଟାଇଦେବା ସହ ଛିଣ୍ଡାଇ ଦେଇଛନ୍ତି ଜିଭ

ପୁଣିଥରେ ଝଡ଼ି ପଡ଼ିଛି ଏକ କଅଁଳ କଳିକା। ପାଶବିକ ଅତ୍ୟାଚାର ପରେ ଆଖିବୁଜିଛି ଏକ ୧୩ ବର୍ଷର କୁନି ଝିଅ। ଜୀବନ କ’ଣ ବୁଝିବା ପୂର୍ବରୁ ନିଜ କାମନା ଚରିତାର୍ଥ କରିବା ପାଇଁ ରାକ୍ଷସମାନେ ଖିନ୍‌ଭିନ୍‌ କରି ଖାଇଯାଇଛନ୍ତି ତା’ ଶରୀରକୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଲଖୀମପୁରର…

ଝିଅ ହତ୍ୟାର ପ୍ରତିଶୋଧ ନେଲେ ବାପା, ଗୋଟେ ଚୋଟରେ ଜ୍ୱାଇଁର ଗଣ୍ଡିମୁଣ୍ଡ କରିଦେଲେ ଅଲଗା

ସ୍ତ୍ରୀର ଦଶମାସିକ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଇଥିଲେ ଜ୍ୱାଇଁ। କିନ୍ତୁ ସେଠାରେ ଶ୍ୱଶୁରଙ୍କ ସହ ହେଲା ଗଣ୍ଡଗୋଳ। ପାଟିତୁଣ୍ଡ ଏତେ ବଢ଼ିଗଲା ଯେ ପାଖରେ ପଡ଼ିଥିବା କଟୁରୀ ଆଣି ଜ୍ୱାଇଁଙ୍କ ବେକକୁ ପାହାରେ ଦେଲେ ଶ୍ୱଶୁର। ଘଟଣାସ୍ଥଳରେ ହିଁ ଜ୍ୱାଇଁଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା।…

ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଡକାୟତି ମାମଲା, ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କଲା ବାଘମାରି ପୋଲିସ୍

ଖୋର୍ଦ୍ଧା: ବାଘମାରି ଥାନା ଅନ୍ତର୍ଗତ ଭୋଗଡା ଏବଂ ଦିନିଆରୀ ଗ୍ରାମରେ ଘଟିଥିବା ଡକାୟତି ମାମଲାରେ ସଫଳତା । ବାଘମାରି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ବାଘମାରୀ ଥାନା ଅଧିକାରୀ ତାଙ୍କ ଥାନା ଅଧୀନରେ ଘଟିଥିବା ଭୋଗଡା ଓ ଦିନିଆରୀ ଡକାୟତିରେ…

କଳାହାଣ୍ଡିରେ ଆନ୍ତଃରାଜ୍ୟ ବାଇକ ଚୋରି ର‍୍ୟାକେଟର ପର୍ଦ୍ଦାଫାଶ: ୩୯ ବାଇକ ଜବତ, ମାଷ୍ଟର ମାଇଣ୍ଡ ସମେତ ୧୧ ଗିରଫ

କଳାହାଣ୍ଡି: ଏବେ କିଛି ଦିନ ହେବ କରୋନା ପାଇଁ ଥମିଯାଇଥିଲା ଅପରାଧୀଙ୍କ କଳାକାରନାମା । ହେଲେ ପୁଣି ସେମାନଙ୍କ ଉପଦ୍ରବ ଆରମ୍ଭ ହୋଇଛି। ଚୋର ସବୁବେଳେ ଭାବେ କି ସେ ପ୍ରତିଥର ଅପରାଧ କରି ଖସିଯିବ । ହେଲେ ଦିନେ ନ ଦିନେ ସେ ପୋଲିସ୍ କବଜାରେ ପଡେ। ଏବେ ଚାରିଆଡେ କରୋନା ମୁକାବିଲା ପାଇଁ…

ସମ୍ବଲପୁର ତାଳବଣିଆ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସମ୍ବଲପୁର: ଗାଁ ଦାଣ୍ଡରେ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସେଲେଭେଟା ପଞ୍ଚାୟତ ତାଳବଣିଆ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତକ ଦୁଷ୍ମନ୍ତ ଦେହୁରୀ। ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଷ୍ମନ୍ତ ମଦ ପିଇ ଲୋକଙ୍କୁ ଗଳିଗୁଲଜ କରିଥାଏ। ଏନେଇ ଗାଁର…

କୁଳାଙ୍ଗାର ପୁଅ: ସମ୍ପତ୍ତି ପାଇଁ ମା’କୁ ମାଡ ମାରିବା ସହ ପୋଡି ଦେବାକୁ କରୁଥିଲେ ଉଦ୍ୟମ

ଟାଙ୍ଗୀ: ଲକ୍ ଡାଉନ୍ ବେଳେ ପୁଣି ପାରିବାରିକ ହିଂସାକାଣ୍ଡ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସୋରଣ ଗ୍ରାମରେ। ଦୁଇ ପୁଅଙ୍କ ମାଡରେ ମା ଗୁରୁତର ଆହତ ହୋଇଥିବା ବେଳେ ସାନ ଭାଇର ମୁଣ୍ଡରେ ମଧ୍ୟ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଟାଙ୍ଗୀ…